Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚିକିତ୍ସାରେ ଅବହେଳା ଯୋଗୁ ତାମିଲ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଚିକିତ୍ସା ଅବହେଳାରୁ ତାମିଲ ଅଭିନେତ୍ରୀ ସିନ୍ଧୁଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ସେ ସ୍ତନ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ନିକଟରେ ସିନ୍ଧୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚେନ୍ନାଇର…

ଗଙ୍ଗାରେ ବୁଡ ପକାଇଲେ ତନୁଶ୍ରୀ, ସମାଲୋଚନାର ଶୀକାର ହେଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ସେ ବାରାଣସିର ପବିିତ୍ର ଗଙ୍ଗାରେ ବୁଡ ପକାଇଥିଲେ । ଏହି ସମୟର ଏକ ଭିଡିଓ ଓ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।…

ହଲରେ ଆଲିଆ ରଣବୀରଙ୍କ ଯାଦୁ, ନବମ ଦିନରେ କଲା ବମ୍ପର କଲେକ୍ସନ

ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ରଣବୀର ଓ ଆଲିଆଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାକା କରୁଛି । ରକି ଏବଂ ରାନୀଙ୍କ ଲଭଷ୍ଟୋରୀ ଫିଲ୍ମ ରିଲିଜ୍ ହେବାର ୯ ଦିନ ବିତିଗଲାଣି । ତଥାପି କମିନି ଫିଲ୍ମର କ୍ରେଜ । ଦ୍ଵିତୀୟ ସପ୍ତାହର…

ଧର୍ମେନ୍ଦ୍ର ଓ ଶବାନାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ହେମାମାଳିନୀ

ମୁମ୍ବାଇ: ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ନିକଟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।…

‘ଗଦର ୨’ ର ଚାଲିଛି ଆଡ଼ଭାନ୍ସ ବୁକିଂ, ଦ୍ୱିତୀୟ ଦିନରେ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର ୨’ କୁ ଅଭିନେତା ସନି ଦେଓଲ ଏବଂ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୧ ତାରିଖରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବ । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦…

ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ଇଲିଆନା: ପ୍ରଶଂସକଙ୍କ ଛୁଟୁଛି ଶୁଭେଚ୍ଛା

ମୁମ୍ବାଇ: ମାଆ ହେଲେ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ । ଗତ ୧ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ସେୟାର କରିଛନ୍ତିି । ପୁଅର ପ୍ରଥମ ଫଟୋ ସେୟାର କରିବା ସହ ତାର ନାମ କୋଆ ଫିନିକ୍ସ ଡୋଲାନ…

ଆଜି ବିଶ୍ଵ ବନ୍ଧୁତ୍ଵ ଦିବସ: ଜାଣନ୍ତୁ ବନ୍ଧୁତା ଦିବସର ଇତିହାସ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି…

ଓଡିଆ ଘରର କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘ତୁମ ବିନା’

ଭୁବନେଶ୍ୱର: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ବାହାଘର । ଆଉ ଖୁସିର ସଂସାର ଭିତରେ ଆସିଛି ଗୋଟେ କୁନି ପରି । ମାନେ ନିଶୀଥ ଓ ଦୀପାଳିଙ୍କ ଝିଅଟିଏ ହେବା ପରେ ଘର ଖୁସିରେ ଭରିଯାଇଛି । ହେଲେ ହଠାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ , ଯାହା ପୁରା ସଂସାରକୁ ଓଲଟାଇ ଦେଇଛି । ନିଶୀଥ ନିଜର ଚାକିରି…

ଚର୍ମ ରୋଗ ପାଇଁ ବିଗିଡ଼ିଲା ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥା, ସୋସିଆଲ ମିଡିଆରେ କଲେ ସେୟାର

ମୁମ୍ବାଇ : ଅଭିନେତ୍ରୀ ଅଦା ଶର୍ମା ନିଜ ଅଭିନୟ ପାଇଁ ବେଶ୍ ଜଣାଶୁଣା । ବିବାଦୀୟ ଫିଲ୍ମ ‘ ଦ କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଦାଙ୍କ ଲୋକପ୍ରିୟତା ବଢିଛି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଚର୍ମ ରୋଗ ଯୋଗୁ ଅଦାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଛି । ତେଣୁ…

୩ ବର୍ଷ ପରେ ପୁଣି ଫିଲ୍ମ କରିବେ ହେମାମାଳିନି: ରଖିଲେ ଏମିତି କିଛି ସର୍ତ୍ତ

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପୁଣି ଫିଲ୍ମ ଦୁନିଆକୁ ଫେରିବେ ବଲିଉଡ଼ର ‘ଡ୍ରିମ୍ ଗାର୍ଲ\' ତଥା ଅଭିନେତ୍ରୀ ହେମା ମାଳିିନି । ସେ ଗତ ୩ବର୍ଷ ଧରି ଫିଲ୍ମ ଦୁନିଆଠାରୁ ଦୂରରେ ରହିଥିଲେ । ୨୦୨୦ ମସିହାରେ ତାଙ୍କୁ ଫିଲ୍ମ ‘ଶିମଲା ମିର୍ଚି\'ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ରାଜନୀତି…