Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଉଭୟ ବଲିଉଡ୍ ଓ ଓଲିଉଡରେ ସଫଳ କ୍ୟାରିୟର୍…

ସ୍କ୍ରିପ୍ଟ ଭଲ ଲାଗିଲା ନାହିଁ ବୋଲି ‘ବର୍ଡ଼ର ୨’ ଅଫରକୁ ରିଜେକ୍ଟ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଫିଲ୍ମ ‘ବର୍ଡ଼ର ୨’ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ସାମ୍ନାକୁ ଆସିଛି। ସନ୍ନି ଦେଓଲଙ୍କ ‘ଗଦର ୨’ର ଚମତ୍କାର ପ୍ରଦର୍ଶନ ପରେ ନିର୍ମାତାମାନେ ‘ବର୍ଡ଼ର ୨’ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ କେବେଠାରୁ ନିର୍ମାଣ ହେବ ଏବଂ…

ବି.ଏସସି ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ, ସେୟାର କଲେ ନିଜର ଛାତ୍ର ଜୀବନ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି-୧୫’ର ନୂତନ ଏପିସୋଡ଼ ରୋଲଓଭର ପ୍ରତିଯୋଗୀ ଡ. ଆଶିଷଙ୍କଠାରୁ ଆରମ୍ଭ ହୋଇଛି। ବିଗ୍ ବି ତାଙ୍କୁ ଏକ ସହଜ ମେମୋରୀ ଟେକନିକ୍ ବା ସ୍ମୃତି କୌଶଳ ଦେଖିବାକୁ କହିଥିଲେ। ଏହି ସମୟରେ ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ…

‘ପୁଷ୍କରା’ର ସଫଳତା ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ପୁଷ୍କରାର ସଫଳତାକୁ ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ ମିଶ୍ର । ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ପୋଲିସ କମିସନର…

ଅକ୍ଟୋବର ୧୩ରେ ରିଲିଜ୍ ହେବ ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’

ଭୁବନେଶ୍ୱର: ବଡ଼ ପରଦାକୁ ଖୁବଶୀଘ୍ର ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’ । ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍ସ କାର୍ଯ୍ୟ ଶେଷ ହୋଇଆସିଲାଣି । ଅକ୍ଟୋବର ୧୩ରେ ରିଲିଜ୍ ହେବ ଫିଲ୍ମ “ଡଟପେନ୍‌” । ଜଣେ ସାଇକୋ କିଲରର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ…

ବିବାହର ୫ବର୍ଷ ପରେ ମା’ ହେଲେ ରୋଚେଲ

ମୁମ୍ବାଇ: ବିବାହର ୫ ବର୍ଷ ପରେ ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ରୋଚେଲ ରାଓ । ସେ ନିକଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଝିଅ ସୁସ୍ଥ ଅଛନ୍ତି । ଏହି ଖୁସି ଖବର ନିଜେ ରୋଚେଲ ଓ ତାଙ୍କ ସ୍ୱାମୀ କିଟ୍ ସେକିରା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା…

‘ରାମାୟଣ’ରେ ରାମ, ସୀତା ଭୂମିକାରେ ନଜର ଆସିବେ ରଣବୀର-ସାଇ ପଲ୍ଲଭି

ମୁମ୍ବାଇ: ନୀତେଶ ତିୱାରୀଙ୍କ ଡ୍ରିମ୍ ଫିଲ୍ମ ‘ରାମାୟଣ’ । ଏହି ଫିଲ୍ମକୁ ନେଇ ସେ ଦେଖିଥିବା ସ୍ୱପ୍ନ ଖୁବ୍‌?ଶୀଘ୍ର ପୂରଣ ହେବାକୁ ଯାଉଛି । ଏହି ଫିଲ୍ମରେ ରାମ ଓ ସୀତା ଭୂମିକାରେ ନଜର ଆସିବେ ବଲିଉଡ଼ ଅଭିନେତା ରଣବୀର କପୁର ଓ ସାଉଥ ଅଭିନେତ୍ରୀ ସାଇ ପଲ୍ଲଭୀ । ଏହି ଫିଲ୍ମ ପାଇଁ ପ୍ରଭୁ ରାମ…

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ

ମୁମ୍ବାଇ: ଭାରତୀୟ ସର୍ଜନ୍ ସଂଘ ବିରୋଧରେ ମାନହାନି ମାମଲା ରୁଜୁ କଲେ ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍ ରହମାନ । ଗତ ସପ୍ତାହରେ ସର୍ଜନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏ ଆର ରହମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଏବେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠାଯାଇଛି ।…

ଅନଲାଇନ ବେଟିଂ ଆପ୍ ମାମଲାରେ ରଣବୀର କପୁରଙ୍କୁ ଇଡି ସମନ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ। ରଣବୀରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ‘ମହାଦେବ ବୁକ୍‌’ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ପଚରାଉଚରା ପାଇଁ ଇଡି ଅଭିନେତାଙ୍କୁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ…

ୱାର ୨ରେ ହ୍ରିତିକ, ଶାହାରୁଖ, ସଲମାନ !

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ୱାର ୨ରେ ହ୍ରିତିକ ରୋଶନ, ଶାହାରୁଖ ଖାଁ ଓ ସଲମାନ ଖାଁ ଏକତ୍ର ଅଭିନୟ କରି ପାରନ୍ତି ବୋଲି ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି । ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଅୟାନ ମୂର୍ଖାଜୀ ଏଥିରେ ନିର୍ଦ୍ଦେଶନା ଦେବେ । ୟଶରାଜ ସ୍ପାଇ ୟୁନିଭର୍ସ ତାର ପୂର୍ବ ଫିଲ୍ମଗୁଡିକ…