Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ର ଅଡିଓ ଲୋକାର୍ପିତ: ୨୨ରେ ରିଲିଜ୍‌

ଭୁବନେଶ୍ୱର: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଫିଲ୍ମ “ପ୍ରତିଶୋଧ”ର ଅଡିଓ ରିଲିଜ୍ ହୋଇଯାଇଛି । ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ…

ଗ୍ଲୋବାଲ୍ ଷ୍ଟେଜ୍‌ରେ ଗୀତା ପଢି ଚର୍ଚ୍ଚାରେ ଆୟୁଷ୍ମାନ

ମୁମ୍ବାଇ: ଗ୍ଲୋବାଲ୍ ଷ୍ଟେଜ୍‌ରେ ଗୀତା ପଢିଲେ ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନା । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଆୟୁଷ୍ମାନ ଖୁରାନାଙ୍କୁ ଚଳିତ ବର୍ଷ ଟାଇମ ୧୦୦ ଇମ୍ପାକ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ଆୱାର୍ଡ ଆୟୁଷ୍ମାନ ଭଗବତ୍ ଗୀତା ପାଠ କରି ଏହି ମୁହୂର୍ତ୍ତକୁ ଆହୁରି…

ରାଜମୌଲୀଙ୍କ ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ

ମୁମ୍ବାଇ: ବାହୂବଳୀ, ଆରଆରଆର ପରି ବ୍ଲକବଷ୍ଟର ଫିଲ୍ମ କରିଥିବା ଏସଏସ ରାଜମୌଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ ରଖାଯାଇଛି । ଭାରତୀୟ ସିନେମାର ଫାଦରଙ୍କ ଉପରେ ଏହି ଫିଲ୍ମ ଆଧାରିତ । ସୂଚନାଯୋଗ୍ୟ, ଦାଦା ସାହେବ ଫାଲକେଙ୍କୁ…

ସାଉଥ୍ ସିନେମା ଜଗତରେ ଶୋକର ଛାୟା: ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି  । ଭୋର୍ ସକାଳ…

କରିନାଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା : ବିଜୟ ବର୍ମା

ମୁମ୍ବାଇ: କରିନା କପୁରଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା । ତାଙ୍କ ସହିତ ରୋମାଣ୍ଟିକ ସିନ୍ କରିବା ମୋ ପାଇଁ ଏତେ ସହଜ ନ ଥିଲା ବୋଲି କହିଛନ୍ତି ବଲିଉଡ଼ ଅଭିନେତା ବିଜୟ ବର୍ମା । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହା…

ଦଶହରାରେ ଆସୁଛି ଓଡିଆ ଫିଲ୍ମ ‘ରାମ୍‌’: ଏକାଠି ନଜର ଆସିବେ ଦୁଇ ଆକ୍ସନ ସୁପରଷ୍ଟାର ଅରିନ୍ଦମ-ଅନୁଭବ

ଭୁବନେଶ୍ୱର: ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ‘ରାମ’ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଦୁଇ…

ଅକ୍ଟୋବର ୨୦ରେ ଡ଼ବଲ ଧମାକା: ଏହି ଦିନ ରିଲିଜ୍ ହେବ ଫିଲ୍ମ ଗଣପତ ପାର୍ଟ-୧, ତେଜସ୍

ମୁମ୍ବାଇ : ଅକ୍ଟୋବର ୨୦ ତାରିଖରେ ବଲିଉଡରେ ହେବ ଡ଼ବଲ ଧମାକା । ଏହି ଦିନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଗଣପତ ପାର୍ଟ-୧ ଏବଂ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ତେଜସ୍ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ଦିନରେ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।…

ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ଆନିମଲ’,ଭିନ୍ନ ଚରିତ୍ରରେ ନଜର ଆସିବେ ରଣବୀର

ମୁମ୍ବାଇ: ଦୀର୍ଘ ଦିନ ହେଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ରିଲିଜ୍‌କୁ ନେଇ ଚର୍ଚ୍ଚା ହେଉଛି । ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍ ତାରିଖ ଆଗକୁ ବଢାଇଉନ୍ତି । ଶେଷରେ ଫିଲ୍ମର ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ…

ପ୍ରଭାସ ଅଭିନୀତ କଲକି ୨୮୯୮ ଏଡିର ଫଟୋ ଲିକ, ଆଇନର ଆଶ୍ରୟ ନେଲେ ମେକର୍ସ

ମାଡ୍ରାସ: ଫିଲ୍ମ ମେକର୍ସ ପାଇରେସି ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସାଇ-ଫାଇ ଥ୍ରୀଲର କଲକି ୨୮୯୮ ଏଡିରେ ପ୍ରଭାସଙ୍କ ଫଟୋ ଲିକ ହୋଇଛି । ମେକର୍ସ ଏ ନେଇ ଆଇନର ଆଶ୍ରୟ ନେଇଛନ୍ତି । ନାଗ ଅଶ୍ୱୀନ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ଲୁକକୁ ଆରମ୍ଭରୁ…

ଆସୁଛନ୍ତି ମା’, ଖିଲି ଖିଲି ହସିଲାଣି କାଶତଣ୍ଡି

ଡେଲାଙ୍ଗ: ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର…