Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରକ୍ଷାବନ୍ଧନ ଅବସରରେ ‘ଗଦର ୨’ ନିର୍ମାତାଙ୍କ ସ୍ୱତନ୍ତ୍ର ଅଫର: ୨ ଟିକେଟ କିଣିଲେ ୨ ମାଗଣା

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ମୁହାଁମୁହିଁ ହେବାକୁ ଯାଉଛି ଅମୀର ଓ ଅକ୍ଷୟଙ୍କ ଫିଲ୍ମ

ମୁମ୍ବାଇ: ଠଗ୍ସ ଅଫ ହିନ୍ଦୋସ୍ତାନ ଓ ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ କିଛି ଦିନ ପାଇଁ ଫିଲ୍ମରୁ ବ୍ରେକ ନେଇଥିଲେ । ଏବେ ଅମୀର ତାଙ୍କ ପ୍ରତ୍ୟାବର୍ତନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିଜ ବ୍ୟାନର ଅମୀର ତାଙ୍କ ଆଗାମୀ ଫିଲ୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।…

ପ୍ରଶଂସକଙ୍କ ଅନୁରୋଧ ରକ୍ଷା କଲେ ରଜନୀକାନ୍ତ, ଭେଟିବାକୁ ଗଲେ ବସଷ୍ଟାଣ୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ…

ରିଲିଜ୍ ହେଲା ଯବାନର ନୂଆ ଗୀତ ,ଦମଦାର ନୃତ୍ୟରେ ନଜର ଆସିଲେ ଶାହାରୁଖ-ନୟନତାରା

ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଯବାନର କ୍ରେଜ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ନୂଆ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତରେ ଶାହାରୁଖ…

ସେପ୍ଟେମ୍ବର ୨୮ରେ ରିଲିଜ୍ ହେବ ପ୍ରଭାସଙ୍କ ‘ସାଲାର’ , ଆମେରିକାରେ ପ୍ରି ବୁକିଂରେ କଲା ରେକର୍ଡ଼

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍ଟେ୍ଟମ୍ବର ୨୮ ତାରିଖରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଆମେରିକାରେ ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହା ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର କରିଛି । କୁହାଯାଉଛି ଯେ ଫିଲ୍ମର…

ନିଜର ପାରିଶ୍ରମିକ ବଢ଼େଇବା ନେଇ ଏମିତି ପ୍ରତିକ୍ରିୟା ରଖିଲେ ସନ୍ନି ଦେଓଲ

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ବିବେକଙ୍କ ଦି ଭ୍ୟାକ୍ସିନ ୱାରକୁ ଭୂୟସୀ ପ୍ରଶଂସା କଲେ ମାଧବନ

ମୁମ୍ବାଇ: ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଦି ଭ୍ୟାକ୍ସିନ ୱାର ସେପ୍ଟମ୍ବର ୨୮ରେ ରିଲିଜ ହେବ । ଦି କଶ୍ମୀର ଫାଇଲ୍ସ ପରେ ବିବେକଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଛି । ନିକଟରେ ଅଭିନେତା ଆର.ମାଧବନ ଏହି ଫିଲ୍ମର ସ୍କ୍ରିନିଂ ଯୋଗ ଦେଇଥିଲେ । ଫିଲ୍ମ ଦେଖିବା ପରେ ସେ ଏହାର…

ପ୍ରଥମ ଟିକା ସୃଷ୍ଟିକର୍ତ୍ତାଙ୍କ ଅବଦାନକୁ ନେଇ ଆଗକୁ ଆସୁଛି ଫିଲ୍ମ ‘ ଦ ଭ୍ୟାକ୍ସିନ ୱାର’

ମୁମ୍ବାଇ: କରୋନା ମହାମାରୀ ସମୟରେ ଭାରତର ପ୍ରଥମ ଟିକା ସୃଷ୍ଟି କରିଥିବା ଭାରତୀୟ ବୈଜ୍ଞାନିକଙ୍କ ବଳିଦାନ ଏବଂ ସଫଳତାକୁ ନିର୍ମିତ ହୋଇଛି ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’ । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମର ପ୍ରିମିୟର ଶୋ ନିକଟରେ ନ୍ୟୁୟର୍କରେ ଆୟୋଜିତ ହୋଇଯାଇଛି । ଏବେ…

ନିଜର ପ୍ରଥମ ପ୍ରେମ ସମ୍ପର୍କରେ କହିଲେ ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ଼ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ବୟପ୍ରେଣ୍ଡଙ୍କ ବିଷୟରେ ଖୁଲମ୍‌ଖୁଲା ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କର ପ୍ରଥମ ପ୍ରେମ ସମ୍ପର୍କରେ ବି କହିଛନ୍ତି । ନିକଟରେ ଆୟୋଜିତ କୁଶା କପିଳାଙ୍କ…

ବିବାହର ୯ ବର୍ଷ ପରେ ଅଲଗା ହେବେ ମଲ୍‌ହାର-ପ୍ରିୟା

ମୁମ୍ବାଇ: ବିବାହର ୯ ବର୍ଷ ପରେ ଅଲଗା ହେବେ ଅଭିନେତା ମଲ୍‌ହାର ପାଣ୍ଡ୍ୟା ଓ ଗାୟିକା ପ୍ରିୟା ପଟିଦାର । ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେମାନେ ବର୍ଷେ ହେଲାଣି ଅଲଗା ରହୁଥିଲେ । ଏହାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ୨୦୧୪ ମସିହାରେ ‘ଇସ୍‌କବାଜ୍‌’ ଫେମ୍ ଅଭିନେତା…