Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜବାନ ଫିଲ୍ମକୁ ନେଇ ଶାହାରୁଖଙ୍କ ଘର ଆଗରେ ପୋଲିସ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ଶାହାରୁଖ ବ୍ୟସ୍ତ ଥିବା ବେଳେ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶନିବାର ସକାଳେ…

ବଲିଉଡର ପୁରୁଣା ଦିନ ଫେରୁଛି, ୬ ଫିଲ୍ମ କଲେଣି ୧୧୦୦କୋଟି ଟଙ୍କାର କାରୋବାର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ କରୋନା ମହାମାରୀ ବଲିଉଡର ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ସିନେମା ଘର ବନ୍ଦ ହୋଇଯାଇଥିଲା । ଏହି ସମୟରେ ସାଉଥ ଫିଲ୍ମର ସଫଳତା ବଲିଉଡ ମେକର୍ସଙ୍କ ମୁଣ୍ଡ ବ୍ୟଥାର କାରଣ ଏବେ ସ୍ଥିତି ସୁଧୁରିବାରେ…

ବିକ୍ରି ହେବ ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ; ବଲିଉଡର ଏହି ଅଭିନେତ୍ରୀ କିଣିବେ ଘର

ମୁମ୍ବାଇ:ଯଦିଓ ବଲିଉଡକୁ ଆସିବା ତାଙ୍କର ଅନେକ ଦିନ ହୋଇଗଲାଣି ତେବେ ନିକଟରେ ରିଲିଜ ହୋଇଥିବା ‘ଦ କେରଳ ଷ୍ଟୋରି’ ତାଙ୍କୁ ଦେଇଥିଲା ପ୍ରକୃତ ପରିଚୟ । ହଁ, ଆମେ ଅଦା ଶର୍ମାଙ୍କ କଥା କହୁଛୁ । ସେଇ ଅଦା ଶର୍ମା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କର…

ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣିତି ନୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚଢା ବିବାହ ପୂର୍ବରୁ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ନିର୍ବନ୍ଧ ପରେ ଉଭୟ ବାରମ୍ବାର ଏକାଠି ନଜର ଆସୁଛନ୍ତି । ଶନିବାର ପରିଣିତି ଓ ରାଘବ ଉଜ୍ଜୟିନୀରେ…

୧୭ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ଅଭିତାଭ, ଶାହାରୁଖ

ମୁମ୍ବାଇ: ଦୀର୍ଘ ୧୭ ବର୍ଷରେ ବଲିଉଡର ଦୁଇ ମେଗା ଷ୍ଟାର ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ମେଗା ଷ୍ଟାରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହି ଆଲୋଚନା ଜୋର ଧରିଛି । ଏହି ଦୁଇ ହୀରୋ ପୋଷ୍ଟରରେ ଏକତ୍ର…

ରେକର୍ଡ ଭାଙ୍ଗିବ ଶାହରୁଖଙ୍କ ‘ଜୱାନ’, ଦୁନିଆର ସବୁଠୁ ବଡ ଥିଏଟରରେ ହେବ ରିଲିଜ୍

ମୁମ୍ବାଇ: ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ 'ଜୱାନ' ବକ୍ସ ଅଫିସରେ ଧମାଲ ମଚାଇବାକୁ ଯାଉଛି । 'ଜୱାନ'କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍‌ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।…

ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ଅଭିନେତ୍ରୀ କ୍ରିତି ସାନନ୍, ଭିଡିଓ ହେଲା ଭାଇରାଲ

ହାଇଦ୍ରାବାଦ: ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କ୍ରିତି ସାନନ୍ । ନିକଟରେ ଚଳଚ୍ଚିତ୍ର 'ମିମି' ପାଇଁ କ୍ରିତି ସାନନଙ୍କୁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପରେ କ୍ରିତି ସାନନ୍ ସର୍ବପ୍ରଥମେ ଗଣପତି ବାପ୍ପାଙ୍କୁ ଦର୍ଶନ…

୮୦ ବର୍ଷ ବୟସରେ ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ, ଗାଇଛନ୍ତି ୧୦୦ରୁ ଉର୍ଦ୍ଧ୍ଵ ଗୀତ

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ…

ଗୋଟିଏ ଫିଲ୍ମରେ ୪୫ଟି ଭୂମିକାରେ ଅଭିନୟ କରି ରେକର୍ଡ କଲେ ଜନସନ ଜର୍ଜ

ମୁମ୍ବାଇ: କୌଣସି ଫିଲ୍ମରେ ଡବଲ୍ ଏବଂ ଟ୍ରିପଲ୍ ରୋଲ୍ କରିବା ଏକ ସାଧାରଣ କଥା । କିନ୍ତୁ ଏକାଠି ୯ଟି ଭୂମିକା ନିଭାଇବା ଏକ ବଡ କଥା । ଫିଲ୍ମ ‘ନୟା ଦିନ୍ ନୟି ରାତ’ରେ ଅଭିନେତା ସଞ୍ଜୀବ କୁମାର ୯ଟି ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କ ପ୍ରତିଭା ଦେଖି…

ଶ୍ରେଷ୍ଠ ଅଭିନେତା ପୁରସ୍କାର ନ ମିଳିବାରୁ ଦୁଃଖ ପ୍ରକାଶ କଲେ ଅନୁପମ

ମୁମ୍ବାଇ: ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ନାମ ଘୋଷଣା କରାଯାଇଛିା ଦିଲ୍ଲୀର ନାସନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆୱାର୍ଡ ସେରିମନିର ଆୟୋଜନ କରାଯାଇଛି । ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର…