Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚନ୍ଦ୍ରଯାନ-୩ର ସଫଳତା: ବଲିଉଡ଼ରେ ରହିଛି ଚାନ୍ଦକୁ ନେଇ ଅନେକ ଲୋକପ୍ରିୟ ଗୀତ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ ଆଜି ସଫଳତାର ସହ ସପ୍ଟ ଲ୍ୟାଣ୍ଡିଂ କରିଛି । ଏହି ଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି ଭାରତ । ପୂର୍ବର ଦୁଇଟି ଅଭିଯାନର ତ୍ରୁଟିକୁ ସଂଶୋଧନ କରି ଏଥର ଶହେରୁ ଶହେ ଭାରତ ମାଜି ମାରିଛି । ଚାନ୍ଦକୁ ନେଇ ଆମ…

ଶବାନା ଆଜମୀଙ୍କ ନାଁରେ ଅନ୍‌ଲାଇନ୍ ଠକେଇ: ଥାନାରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ଅଭିନିତ ଫିଲ୍ମ ରକି ଔର ରାନୀ କୀ ପ୍ରେମ କାହାଣୀ ନିକଟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ନାଁ ନେଇ ଅନ୍‌ଲାଇନ୍ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶବାନା ଥାନାରେ ଅଭିଯୋଗ କରିବା ପରେ…

ଜୱାନକୁ ମିଳିଲା ୟୁ/ଏ ସାର୍ଟିଫିକେଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଜୱାନକୁ ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବୁଧବାର ସିବିଏଫସି ଏହାକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛି । ଏହାର ମାନେ ସମସ୍ତ ବୟସ ଗ୍ରୁପ ଏହାକୁ ଦେଖିପାରିବେ । ତେବେ ସିବିଏଫସି ଏଥିରେ ୭ଟି ପରିବର୍ତନ କରିବାକୁ…

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ…

ମୋସନ ପିକ୍ଚର ପରେ ଆସିଲା ‘ପୁଷ୍କରା’ର ନୂଆ ପୋଷ୍ଟର, ନଜରରେ ଆସିଲେ ପୁଷ୍କରାର ବାପା ଘନ ନନା

ଭୁବନେଶ୍ଵର: ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର ପରେ ଏବେ ଏହାର ନୂଆ ପୋଷ୍ଟର ରିଲିଜ ହୋଇଛି । ପରେ ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଏହି ଚଳଚ୍ଚିତ୍ରର ଟ୍ରେଲର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର…

ଫିଲ୍ମରୁ ବିରତି ନେଇ ପ୍ରଯୋଜନା କରିବେ ଅମିର

ମୁମ୍ବାଇ: ପ୍ରଯୋଜନା କରିବେ ବଲିଉଡର ଚକୋଲେଟ୍ ହିରୋ ଅମିର ଖାଁ । ଏହାକୁ ନେଇ ଏବେ ସେ ଚର୍ଚ୍ଚାରେ । ଆଗକୁ ସେ ଅଧିକରୁ ଅଧିକ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି । ଅମିର ଖାନ୍‌ଙ୍କୁ ଫିଲ୍ମ ଲାଲ ସିଂ ଚଢାରେ ଶେଷ ଥର ଦେଖିବାକୁ ମିଳିଥିଲା । ଏହା ପରେ ସେ ଅଭିନୟ ଦୁନିଆରୁ ବିରତି…

‘ଗଦର ୨’କୁ ପ୍ରଶଂସା କଲେ ପ୍ରିୟଙ୍କା-ନିକ୍ , ନିର୍ଦ୍ଦେଶକଙ୍କ ପାଖକୁ ପଠାଇଲେ ଉପହାର

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ୩୦୦ କୋଟିରୁ ଅଧିକ ଆୟ କରି…

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ପାନିଆରେ ତିଆରି ପୋଷାକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହିସବୁ ଅଜବ ଷ୍ଟାଇଲକୁ ଅନେକ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନାପସନ୍ଦ ବି କରନ୍ତି । ଏବେ ସେ ପାନିଆରେ…

ଖଳନାୟକର ସିକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ସନୀ ଦେଓଲ ଅଭିନୀତ ଗଦର ୨ ସଫଳତା ପରେ ଏବେ ଅନେକ ପୁରୁଣା ସୁପରହିଟ ଫିଲ୍ମର ସିକ୍ୱେଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ସୁଭାଷ ଘାଇ ଏବେ ଖଳନାୟକ ସିକ୍ୱେଲ ନେଇ ଅଂଟା ଭିଡିଛନ୍ତି । ନିର୍ଦ୍ଦେଶକ ସୁଭାଷ ମଧ୍ୟ ଏ ନେଇ ନିଶ୍ଚିତ କରିଛନ୍ତି…

ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ରଜନୀ ସାରଙ୍କ କ୍ରେଜ୍ କମିବ ନାହିଁ; ଏଭଳି କିଛି କହିଲେ ବିଜୟ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଯାଇଛି । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ସାଉଥ ସୁପରଷ୍ଟାର…