Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଲିଆଙ୍କ ପୋଷାକ, କିଆରା ଆଡ଼ଭାନିଙ୍କ ଅଳଙ୍କାରକୁ କପି କଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ସାତ୍ ଫେରେ ନେଇ ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ…

ମାଆ ହେଲେ ସ୍ୱରା, ନବଜାତ ଶିଶୁକନ୍ୟାର ନାଁ ରଖିଲେ ରାବିୟା

ମୁମ୍ବାଇ: ମାଆ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କର । ନିକଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ସ୍ୱରା , ତାଙ୍କ ସ୍ୱାମୀ ଫହଦ ଅହମ୍ମଦ ଓ ପରିବାର ଲୋକ ବହୁତ ଖୁସି ଅଛନ୍ତି । ସ୍ୱରା ନିଜ ନବଜାତ ଶିଶୁ କନ୍ୟାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।…

କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ଘୋଷଣା ହୋଇଛି ଭରତୀୟ ସିନେମାର ସବୁଠାରୁ ବଡ ସମ୍ମାନଜନକ ପୁରଷ୍କାର “ଦାଦା ସାହେବ ଫାଲକେ ପୁରସ୍କାର” । ବର୍ଷିୟାନ କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର । ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ।…

ସିନ୍ଦୁର, ମଙ୍ଗଳସୁତ୍ର ପିନ୍ଧି ଶାଶୁ ଘରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ଉଭୟ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ମଥାରେ…

ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍ ଶ୍ରୀଯୁକ୍ତ’ର ଶୁଭ ମହୁରତ

ଭୁବନେଶ୍ୱର: ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ୱିତୀୟ ଅବଦାନ ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ମହୁରତ କାର୍ଯ୍ୟକ୍ରମରେ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି…

ସେପ୍ଟମ୍ବର ୨୮ରେ ମଧ୍ୟ ରିଲିଜ ନ ହୋଇପାରେ ପ୍ରଭାସଙ୍କ ସାଲାର

ମୁମ୍ବାଇ: ବାହୂବଳୀ ପରି ସୁପରହିଟ ଫିଲ୍ମ ଦେବା ପରେ ପ୍ରଭାସଙ୍କ ୨ଟି ବିଗ ବଜେଟ ଫିଲ୍ମ ଫ୍ଲପ ହୋଇଯାଇଛି । ସେଥିପାଇଁ ତାଙ୍କର ଆଗାମୀ ଫିଲ୍ମ ସାଲାର ଉପରେ ସମସ୍ତଙ୍କ ନଜର ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ ଫିଲ୍ମ । କେଜିଏଫ ଫେମ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଦ୍ୱାରା ଏହି ଫିଲ୍ମର…

ରାଘବ ପରିଣୀତିଙ୍କ ପାଦ ଛୁଉଁଥିବା ଫଟୋ ହେଲା ଭାଇରାଲ୍‌, ପ୍ରଶଂସକ କଲେ ଢେର ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ସାତ୍ ଫେରେ ନେଇସାରିଥିବା ବେଳେ ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ସେମାନଙ୍କ ବିବାହ ପଞ୍ଜାବୀ ରୀତିନୀତି ଅନୁଯାୟୀ ଆୟୋଜିତ ହୋଇଥିଲା । ଏବେ ସେମାନଙ୍କ ବିବାହ…

ବିବାହ ପରେ ଏମିତି ନଜର ଆସିଲେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ସୁପରହିଟ୍ ଯୋଡ଼ି ସଲମାନ-କାଟ୍ରିନା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାରେ ନଜର ଆସିବେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ । ଦୀର୍ଘ ୪ ବର୍ଷ ପରେ ଏହି ଯୋଡ଼ିକୁ ପୁଣି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି । ଉଭୟ ନିଜର ଚିତାକର୍ଷକ ଅଭିନୟ ମାଧ୍ୟମରେ ବକ୍ସ…

ବର୍ଷା ଅନୁଭବ ମାମଲା: କାଉନସେଲିଂ ପାଇଁ କଟକ SDJM କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଘରୋଇ ହିଂସା ମାମଲା ନେଇପାରେ ନୁଆମୋଡ । କଟକ SDJM କୋର୍ଟରେ ହାଜର ହୋଇଛନ୍ତି ଉଭୟ ବର୍ଷା ଓ ଅନୁଭବ । କୋର୍ଟରେ ଉଭୟଙ୍କୁ କାଉନସେଲିଂ କରାଯାଉଛି । ତେବେ ଆଜିର ଶୁଣାଣିରେ କଣ ଫଇସଲା ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ…