Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚିକିତ୍ସା ପାଇଁ ଧର୍ମେନ୍ଦ୍ରଙ୍କୁ ଆମେରିକା ନେଲେ ସନୀ ଦେଓଲ

ମୁମ୍ବାଇ: ଗଦର ୨ ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନ ଜିଣିଥିବା ସନୀ ଦେଓଲ କିନ୍ତୁ ଏବେ ଚିନ୍ତାରେ ଅଛନ୍ତି । ତାଙ୍କ ବାପା ଧର୍ମେନ୍ଦ୍ର ଅସୁସ୍ଥ ହୋଇ ପଡିଛନ୍ତି । ଚିକିତ୍ସା ପାଇଁ ସନୀ ଦେଓଲ ତାଙ୍କୁ ଆମେରିକା ନେଇ ଯାଇଛନ୍ତି । ରିପୋର୍ଟ ମୁତାବକ ଧର୍ମେନ୍ଦ୍ର ସେଠାରେ ୧୫ରୁ ୨୦ ଦିନ ରହି…

ଏଥର ବକ୍ସ ଅଫିସରେ ମୁହାଁମୁହିଁ ହେବେ ପୁଷ୍ପା ୨ ଓ ସିଂଘମ ଏଗେନ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ର ରିଲିଜ ତାରିଖ ସୋମବାର ଘୋଷଣା କରାଯାଇଛି । ପୁଷ୍ପାର ସଫଳତା ପରେ ଦର୍ଶକମାନେ ଏହାକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମେକର୍ସଙ୍କ ଅନୁସାରେ ପୁଷ୍ପା ୨ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ୨୦୨୧ ପୁଷ୍ପା ଦି ରାଇଜର ଏହା ସିକ୍ୱେଲ । ଏହି…

ନିର୍ମାତା ଘୋଷଣା କଲେ ‘ପୁଷ୍ପା-୨’ର ରିଲିଜ୍ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭୀନିତ ଫିଲ୍ମ ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଫିଲ୍ମ ‘ପୁଷ୍ପା’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ୱିତୀୟ ଭାଗକୁ ଚାହିଁ ରହିିଥିଲେ । ଆଜି ସେ ଅପେକ୍ଷାର ଅନ୍ତ ଘଟିଛି । ଫିଲ୍ମ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା…

‘ଜେଲର’ ସଫଳତା ନେଇ ୩୦୦ କ୍ରୁ ସଦସ୍ୟଙ୍କୁ ସୁନା କଏନ ଦେଲେ ନିର୍ମାତା

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ଏବେ ଅଭିନେତା…

କମେଡିଆନ ଭାରତୀ ସିଂ ଜାତୀୟସ୍ତରର ଶୁଟର ଥିଲେ, ଏବେ ପୁନର୍ବାର ଆରମ୍ଭ କଲେ ଅଭ୍ୟାସ

ମୁମ୍ବାଇ: ଅଭିନେତ୍ରୀ ଓ କମେଡିଆନ ଭାରତୀ ସିଂ ଏବେ ୟୁ ଟ୍ୟୁବ ବ୍ଲଗ ଜରିଆରେ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀ ଜଣେ ଜାତୀୟସ୍ତରର ଶୁଟର ଥିଲେ । ସେ କେତେକ ଜାତୀୟ ଗେମ୍ସରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ତାଙ୍କା ଆର୍ଥୀକ ଅବସ୍ଥା ଖରାପ…

ମୋହିତ: ମୁଁ ମୋ ଜୀବନରେ ୨ଟି ଫୋନ୍ କଲ୍ ଆଦୌ ଭୁଲି ପାରିବି ନାହିଁ 

ନୂଆଦିଲ୍ଲୀ: ଟେଲିଭିଜନ ସୋ’ ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ମୋହିତ ରୈନା ଘରେଘରେ ପରିଚିତ। ଅନେକ ବୟସ୍କ ଲୋକ ତାଙ୍କୁ ବାସ୍ତବରେ ଭଗବାନ ଶିବ ବୋଲି ମନେ କରନ୍ତି। ଲାଇଫ ଓକେ ଟିଭିରେ ପ୍ରସାରିତ ହେଉଥିବା ମହାଦେବ ସିରିଏଲରେ ତାଙ୍କୁ ବେଶ୍ ଖ୍ୟାତି…

୩ଦିନରେ ୩୫୦କୋଟି ବ୍ୟବସାୟ କରି ରେକର୍ଡ କଲା ‘ଯବାନ’

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ…

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି

ମୁମ୍ବାଇ: ଏବେ ପୁଣି ଚର୍ଚ୍ଚାକୁ ଆସିଛି ସାଉଥ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ଏହି ଫିଲ୍ମକୁ ବ୍ରାଜିଲର ରାଷ୍ଟ୍ରପତି ଖୁବ୍ ପ୍ରଶଂସା କରିଛନ୍ତି । ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ…

ଫିଲ୍ମ ‘ବୃଷଭ’ର ନାୟିକା ସାଜିଛନ୍ତି ସଞ୍ଜୟ କପୁରଙ୍କ ଝିଅ ସାନ୍ୟା

ମୁମ୍ବାଇ: ଫିଲ୍ମ ‘ବୃଷଭ’କୁ ନେଇ ଦକ୍ଷିଣୀ ଅଭିନେତ୍ରୀ ସାନ୍ୟା କପୁର ଚର୍ଚ୍ଚାରେ । ଏହି ନାରୀକୈନ୍ଦ୍ରିକ ଫିଲ୍ମରେ ସାନ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ସେ ଏହି ଫିଲ୍ମରେ ମୋହନଲାଲଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ସାନ୍ୟା ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ । ନିକଟରେ…

ଶ୍ରୀରାମଙ୍କ ପରେ ଏବେ ଭଗବାନଙ୍କ ଶିବଙ୍କ ଭୂମିକା କରିବେ ପ୍ରଭାସ

ମାଡ୍ରାସ: ତେଲୁଗୁ ସୁପରଷ୍ଟାର ପ୍ରଭାସ ନିକଟରେ ଆଦିପୁରୁଷ ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକା କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲେ ମଧ୍ୟ ପ୍ରଭାସଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଇଥିଲା । ଏବେ ତାଜା ରିପୋର୍ଟ ଅନୁସାରେ ତେଲୁଗୁ ଫିଲ୍ମ କନ୍ନାପାରେ ସେ ଭଗବାନ…