Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହୃଦଘାତରେ ତାମିଲ ଅଭିନେତା ପୱନଙ୍କ ମୃତ୍ୟୁ

ମୁମ୍ବାଇ : ଆଉ ନାହାନ୍ତି ତାମିଲ ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଏହି ଖବର ପାଇବା ପରେ ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ମୁମ୍ବାଇସ୍ଥିତ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହାର ଏତେ ଚାହିଦା ଥିବାରୁ…

‘ଗଦର-୨’ ଦେଖିଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

ଉଜୈନ: ସନ୍ନି ଦେଓଲଙ୍କ ଅଭିନୀତ 'ଗଦର ୨' କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨'କୁ ନେଇ କ୍ରେଜ୍ ବଢି ବଢି ଚାଲୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦର ୨' ଦେଖିବା ପାଇଁ ହଲରେ ଲୋକଙ୍କ ପ୍ରବଳ…

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ…

ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଉର୍ଫି ଜାଭେଦ

ବମ୍ବେ: ନିଜର ପୋଷାକ ପରିଧାନ ଓ ବୋଲ୍ଡ ବୟାନକୁ ନେଇ ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ବେଶ୍ ଜଣାଶୁଣା । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ନିଜର ପୋଷାକ ପରିଧାନକୁ ନେଇ ନୁହେଁ ବରଂ ଚୁମ୍ବନ କରି ଚର୍ଚ୍ଚାରେ ଉର୍ଫି…

୩୨ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବେ ଅମିତାଭ, ରଜନୀକାନ୍ତ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ୮ଦିନରେ ଏହା ସାରା ବିଶ୍ୱରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକତ୍ର ଅଭିନୟ…

ଆମେରିକାରେ ‘ଜୱାନ’ର ଆଡଭାନ୍ସ ବୁକିଂ, ୪ ହଜାରରୁ ଅଧିକ ଟିକେଟ ବିକ୍ରି

ମୁମ୍ବାଇ: ବଲିଉଡର଼ କିଙ୍ଗ୍ ଖାନ୍ ତଥା ଶାହରୁଖ ଖାଁଙ୍କ ଫିଲ୍ମ ପଠାନକୁ ଲୋକେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ବ୍ୟବସାୟରେ ରେକର୍ଡ଼ ଭାଙ୍ଗିଥିଲା । ଏମିତି କି ପ୍ରଶଂସକମାନେ ଅଧିକ ଟଙ୍କା ଦେଇ ଏହି ଫିଲ୍ମ ଟିକେଟ କିଣିଥିଲେ । କେବଳ ଏତିକି ନୁହେଁ, ଫିଲ୍ମ ଦେଖିବା…

ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପୋଷ୍ଟର

ମୁମ୍ବାଇ: ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପ୍ରଥମ ପୋଷ୍ଟର । ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ସୀମାଙ୍କ ଚରିତ୍ରରେ ଅଭିନେତ୍ରୀ ଫରହିନ୍ ଫାଲକ ନଜର ଆସିବେ । ପ୍ରଯୋଜକ ଅମିତ ଜାନି ଏହାର ପ୍ରଯୋଜନା କରିଥିବା ବେଳେ ଫିଲ୍ମର…

ବିଶ୍ବବ୍ୟାପି କଲେକ୍ସନ: ଜେଲର,ଗଦର-୨ ନା ଓଏମଜି-୨, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

ମୁମ୍ବାଇ: ଚଳିତ ମାସରେ ରିଲିଜ ହୋଇଛି ତିନି ତିନୋଟି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର । ବକ୍ସ ଅଫିସରେ କରୁଛନ୍ତି ଧମାଲ । ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ଜେଲର ରିଲିଜର କିଛି ଦିନ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ସନ୍ନି ଦେଓଲଙ୍କ ଗଦର-୨ ଓ ଅକ୍ଷୟ କୁମାରଙ୍କ ଓଏମଜି-୨ । ଭାରତୀୟ…

ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗିଲା

ଲଣ୍ଡନ: ପପ ସିଙ୍ଗର ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗି ଯାଇଥିବା ଖବର ପ୍ରକାଶ ପାଇଛି । ବ୍ରିଟନୀ ଓ ତାଙ୍କ ପତି ସ୍ୟାମ ଅସଗରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ୧୪ ମାସ ତଳେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ବୟାନ…