Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ୱଳ ହେଲେ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା । ତାଙ୍କ ଜନ୍ମଦିନକୁ ପରିବାର ସଦସ୍ୟ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସ୍ତ୍ରୀ ନୀତୁ କପୁର, ଝିଅ ରିଦ୍ଧିମରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ହେଲେ ଶ୍ୱଶୁରଙ୍କୁ ମନେପକାଇ…

ନିଜର ପାରିଶ୍ରମିକରୁ ୧୦୦ ପ୍ରଶଂସକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେବେ ବିଜୟ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଖୁସି’ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଏଥିରେ ବିଜୟ ଓ ସାମନ୍ଥାଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମର ସଫଳତାକୁୁ ନେଇ ବିଜୟ ବହୁତ…

‘ଜବାନ୍’ ସିନେମାର ସଫଳତା ପାଇଁ ପ୍ରାର୍ଥନା: ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଲେ ସାହାରୁଖ୍ ଖାନ୍

ଭୁବନେଶ୍ୱର: ବଲିଉଡ୍ ବାଦ୍ସା ଶାହାରୁଖ୍ ଖାନ୍ ନିଜର ଆଗାମୀ ଚଳଚିତ୍ର ‘ଜବାନ’ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ରିଲିଜ ଅପେକ୍ଷାରେ ଥିବା ‘ଜବାନ’ ସିନେମାର ସଫଳତା ପାଇଁ ଶାହାରୁଖ୍ ସମ୍ପୁର୍ଣ୍ଣ ଉଦ୍ୟମ ଜାରି ରଖିଛନ୍ତି । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ସିନେମାର ସଫଳତା ପାଇଁ…

ସୁସ୍ମିତାଙ୍କ ପରେ ଉଜ୍ଜ୍ୱଲାଙ୍କ ପ୍ରେମରେ ଲଳିତ ମୋଦୀ

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ପୁନର୍ବାର ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୫୯ ବର୍ଷୀୟ ମୋଦୀ ସୁସ୍ମିତା ସେନଙ୍କ ପରେ ଲୋକପ୍ରିୟ ସୁପର ମଡେଲ ଉଜ୍ଜ୍ୱଲା ରାଉତ ଓ ତାଙ୍କୁ ଏକତ୍ର ଦେଖିବାକୁ ମିଳୁଛି । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସଲିସିଟର ଜେନେରାଲ ହରିଶ…

ଏକ୍ସ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କଲେ ସାରା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟି ବ୍ୟବସାୟ କରିସାରିଲାଣି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ…

୧୦୦ କୋଟି ବ୍ୟବସାୟ କଲା ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ହଟ ଏବଂ ଗ୍ଲାମରସ ଲୁକରେ ଦେଖିବାକୁ ମିଳିଛି…

ସ୍ୱାମୀଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କ ପ୍ରେମରେ ମନ୍ଦିରା, ରୋମାଣ୍ଟିକ୍ ପୋଜ୍‌ରେ ନଜର ଆସିଲେ

ମୁମ୍ବାଇ: ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ମନ୍ଦିରା ବେଦୀ ଏବେ ଖୁବ ଚର୍ଚ୍ଚାରେ । ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ଏବେ ସେ ଆଦିତ୍ୟ ମୋଟୱାନୀଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟଙ୍କ କିଛି ରୋମାଣ୍ଟିକ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ…

ମଞ୍ଚରେ ବସିବା ପୂର୍ବରୁ ମୋଡ଼ି ହୋଇଗଲା କିଆରାଙ୍କ ଗୋଡ, ଭିଡିଓ ଭାଇରାଲ

ମୁମ୍ବାଇ: ମଞ୍ଚରେ ବସିବା ପୂର୍ବରୁ ମୋଡ଼ି ହୋଇଗଲା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଗୋଡ । ସେଠାରେ ଉପସ୍ଥିତ ଥିବା ଅଭିନେତ୍ରୀ କରୀନା କପୁରଙ୍କ ଉପରେ ପଡ଼ୁ ପଡ଼ୁ ଅଳ୍ପକେ ବର୍ତ୍ତିିଗଲେ କିଆରା । ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିକଟରେ ଇଶା…

ଗଦର-୨ ସଫଳତାକୁ ନେଇ ପାର୍ଟି ଦେଲେ ସନ୍ନି ଦେଓଲ, ସାମିଲ ହେଲେ ସଲମାନ, ଅମିର, ଶାହାରୁଖ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଏହି ଫିଲ୍ମ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା…

ମୂରଲୀଧରନଙ୍କ ବାୟୋପିକ ୮୦୦ର ଟ୍ରେଲର ଲଂଚ କରିବେ ସଚିନ ତେନ୍ଦୁଲକର

ମାଡ୍ରାସ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେପ୍ଟମ୍ବର ୫ରେ ଶ୍ରୀଲଙ୍କାର ମହାନ କ୍ରିକେଟର ମୁଥୟା ମୂରଲୀଧରନଙ୍କ ବାୟୋପିକର ଟ୍ରେଲର ଲଂଚ କରିବେ । ଏହି ଫିଲ୍ମର ନାମ ୮୦୦ ରଖାଯାଇଛି । ମୁରଲୀଙ୍କ ଭୂମିକା ମଧୂର ମିତଲ କରୁଛନ୍ତି । ସେ ଓସ୍କାର ବିଜେତା ଫିଲ୍ମ ସ୍ଲମଡଗ ମିଲେନିୟରରେ ସଲିମ…