Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ନାମୀଦାମୀ ଆଇନଜୀବୀ ହରିଶ ସାଲଭେ

ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସାଲଭେ ଲଣ୍ଡନର ଏକ ବିଳାଶପୂର୍ଣ୍ଣ…

ଗଣେଶ ପୂଜାରେ ଆସୁଛି ଓଡ଼ିଆ ଫିଲ୍ମ “ପ୍ରଥା’: ରିଲିଜ୍ ହେଲା ଗୀତ

ଭୁବନେଶ୍ୱର: ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀକୁ ନେଇ ଗଣେଶ ପୂଜାରେ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରଥା’ । ଏହାର କାହାଣୀ ଆମ ପ୍ରଥା ଓ ପରମ୍ପରା ଉପରେ ଆଧାରିତ । ବିଗ ବଜେଟରେ ନିର୍ମିତ ଏହି ଆକ୍ସନ ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଏବେ ଏହାର ଗୀତ…

ପ୍ରେମିକାଙ୍କ ପାଇଁ ଶାହାରୁଖଙ୍କୁ ମାଗଣା ‘ଯବାନ’ର ଟିକେଟ ମାଗିଲେ ପ୍ରଶଂସକ

ମୁମ୍ବାଇ: ଫିଲ୍ମ ‘ଯବାନ’କୁ ନେଇ ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅଗଷ୍ଟ ୩୧ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଆସନ୍ତା ୭ ତାରିଖରେ ରିଲିଜ ହେବ । ଏହାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ…

‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା

ମୁମ୍ବାଇ: ‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା ହାଇଦର । ଏହି ଅଫରକୁ ସେ ପ୍ରତ୍ୟାଖାନ କରିଛନ୍ତି ବୋଲି ଏକ ଭିଡ଼ିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଜରିଆରେ ସୀମା…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶାହିଦ: ଭିଡ଼ିଓ ଭାଇରାଲ

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି । ସେମାନେ ଖୁସିର ସହ ଫଟୋଗ୍ରାଫରଙ୍କୁ ବିଭିନ୍ନ ପୋଜ ଦେଇଥାନ୍ତି । ବେଳେ ବେଳେ ଆଉ କିଛି ସେଲିବ୍ରିଟି ଫଟୋ ପୋଜ ଦେବା ପାଇଁ ଅସନ୍ତୋଷ ପ୍ରକାଶ କରିଥାନ୍ତି । ନିକଟରେ ମୁମ୍ବାଇରେ…

ରିଲିଜ୍ ହେଲା ଚନ୍ଦ୍ରମୁଖୀ-୨ର ଟ୍ରେଲର: ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ରବିବାର ରିଲିଜ୍ ହୋଇଯାଇଛି ।…

କରୀନାଙ୍କୁ କହୋ ନା ପ୍ୟାର ହେରୁ ବାହାର କରାଯାଇଥିଲା:ଅମୀଷା

ମୁମ୍ବାଇ: ଗଦର ୨ର ନାୟିକା ଅମୀଷା ପଟେଲ ରବିବାର କରୀନା କାପୁରଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, କହୋ ନା ପ୍ୟାର ହେ ଫିଲ୍ମ କରୀନା କାପୁର ନିଜେ ଛାଡି ନ ଥିଲେ । ତାଙ୍କୁ ରାକେଶ ରୋଶନ ବାହାର କରିଥିଲେ ବୋଲି ଅମୀଷା କହିଛନ୍ତି । ୨୦୦୦ରେ ଆସିଥିବା ଏହି ଫିଲ୍ମ…

‘ଗଦର ୩’ରେ ନଜର ଆସିବେନି ; ଏମିତି କିଛି କହିଲେ ଅମିଷା ପଟେଲ

ମୁମ୍ବାଇ: ତିନି ସପ୍ତାହରୁ ଅଧିକ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା ପଟେଲ ଏବଂ ସନି ଦେଓଲଙ୍କ…

ଆଖିବୁଜିଲେ ବରିଷ୍ଠ ହାସ୍ୟାଭିନେତା ଆର.ଏସ. ଶିବାଜୀ

ମୁମ୍ବାଇ: ଆଖିବୁଜିଲେ ତାମିଲ ସିନେମାର ଲୋକପ୍ରିୟ ବରିଷ୍ଠ ହାସ୍ୟାଭିନେତା ଆରଏସ ଶିବାଜୀ । ୬୬ବର୍ଷ ବୟସରେ ଶନିବାର ସକାଳେ ଚେନ୍ନାଇରେ ତାଙ୍କର ପରଲୋକ ହୋଇଛି । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର…

ରାମ ଚରଣଙ୍କ ଝିଅ ପାଳିଲେ ପ୍ରଥମ ବରଲକ୍ଷ୍ମୀ ବ୍ରତ

ଚେନ୍ନାଇ: ପ୍ରଥମ ବରଲକ୍ଷ୍ମୀ ବ୍ରତ ଧୁମ୍‌ଧାମ୍‌ରେ ପାଳନ କଲେ ସାଉଥ ସୁପରଷ୍ଟାର ରାମଚରଣଙ୍କ ଝିଅ । ସେ ତାଙ୍କ ଘରେ ଏକ ପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ରାମଚରଣଙ୍କ ପତ୍ନୀ ଉପାସନା…