Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଲା ଭୁମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହେଲା ବଲିଉଡ଼ ଅଭିନେତ୍ରୀ ଭୁମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର । ଏହି ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଟ୍ରେଲରକୁ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇ ପଡ଼ିଛନ୍ତି । ଏହି ଫିଲ୍ମରେ ଭୁମି ପେଡନେକର, ଶାହନାଜ ଗିଲ,…

ଏହି ମାସ ୨୫ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୫ ତାରିଖରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି । ସୋମନଙ୍କ ବିବାହ କାର୍ଡ଼ ମଧ୍ୟ ଛପା ହୋଇସାରିଥିବା ବେଳେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି ।…

ରିଲିଜ ପୂର୍ବରୁ ବକ୍ସ ଅଫିସରେ ‘ଯୱାନ’ କ୍ରେଜ୍, ଆଡଭାନ୍ସ ବୁକିଂରେ ୯ କୋଟି

ମୁମ୍ବାଇ: ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କଲାଣି ଫିଲ୍ମ ‘ଯବାନ’ । ଆଡଭାନ୍ସ ବୁକିଂରେ ୯ କୋଟି ଟଙ୍କା କମାଇଲାଣି ଶାହାରୁଖଙ୍କ ‘ଯବାନ’ ଫିଲ୍ମ । ଏବେସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି…

ତୃତୀୟ ଥର ପାଇଁ ବଦଳିଲା ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ: ଜନ୍ମଦିନରେ ରିଲିଜ ହୋଇପାରେ ଟିଜର୍ 

ଭୁବନେଶ୍ୱର: ଓଃ ମାଇଁ ଗଡ୍-୨ଚଳଚ୍ଚିତ୍ରର ସଫଳତାକୁ ନେଇ ଅକ୍ଷୟ କୁମାର ବେଶ୍ ଖୁସି ଅଛନ୍ତି । କିନ୍ତୁ ଏହାକୁ ନେଇ ଉତ୍ସବ ପାଳିବା ପରିବର୍ତ୍ତେ ସେ ତୁରନ୍ତ ଏକ ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଥିଲେ । ଆଜିକାଲି ସେ ଲକ୍ଷ୍ନୌରେ 'ସ୍କାଏ ଫୋର୍ସ' ପାଇଁ ସୁଟିଂ କରୁଛନ୍ତି । ଏହି ସମୟରେ…

ବିଗ୍ ବି ଅମିତାଭ୍ ବଚନଙ୍କ ଟ୍ବିଟ୍ ହେଲା ଭାଇରାଲ: ଇଣ୍ଡିଆ ହେବକି ଭାରତ ?!

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା…

ପୂର୍ବତନ ବୋହୂଙ୍କ କଥା ପଚାରି ବୁଝିଲେ ନାଗାର୍ଜୁନ

ମୁମ୍ବାଇ: ତେଲୁଗୁର ଲୋକପ୍ରିୟ ରିଅଲିଟି ଶୋ ବିଗ ବସ ସିଜିନ୍ ୭ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିରେ ସାଉଥ ସୁପରଷ୍ଟାର ନାଗାର୍ଜୁନ ହୋଷ୍ଟ କରିବାକୁ ଯାଉଛନ୍ତି । ନିକଟରେ ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି । ଏହି ପ୍ରୋମୋରେ ବିଜୟ ଦେବରାକୋଣ୍ଡା ତାଙ୍କ ଫିଲ୍ମ ‘ଖୁସି’ର ପ୍ରମୋଶନ ପାଇଁ…

ଜେଲରର ସଫଳତା ନେଇ ଦାମୀ କାର ବାଣ୍ଟିଲେ ପ୍ରଯୋଜକ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ରଜନୀକାନ୍ତଙ୍କୁ…

ଅମିତାଭ ବଚ୍ଚନଙ୍କୁ ଆଇସିସି ଦିନିକିଆ ବିଶ୍ୱକପର ଗୋଲ୍ଡେନ ଟିକେଟ ପ୍ରଦାନ କଲେ ଜୟ ଶାହ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟର ଗୋଲ୍ଡେନ ଟିକେଟ ପ୍ରଦାନ କରିଛନ୍ତି । ୮୦ ବର୍ଷୀୟ ଏହି ମହାନ କଳାକାରଙ୍କୁ ଜୟ ଶାହ ନିଜ ହାତରେ ଟିକେଟ ପ୍ରଦାନ କରିଥିଲେ । ସେ ଜଣେ କ୍ରିକେଟପ୍ରେମୀ ହୋଇଥିବାରୁ…

ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇପଡ଼ିଲେ ନିର୍ଦ୍ଦେଶକ, ପ୍ରତିକ୍ରିୟା ରଖିଲେ ମନାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରା ଚୋପ୍ରା ଏବେ ଖୁବ୍ ଚର୍ଚ୍ଚାରେ । କିଛି ଦିନ ତଳେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ ମନାରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି…

ଟାଇମ ସ୍କ୍ୱାୟରରେ ଗୀତ ଲଂଚ କରିବାରେ ପ୍ରଥମ ଭାରତୀୟ ଫିଲ୍ମ ହେଲା ଦି ଭ୍ୟାକ୍ସିନ ୱାର

ନୂଆଦିଲ୍ଲୀ: ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀଙ୍କ ବହୁ ପ୍ରତୀକ୍ଷିତ ଦି ଭ୍ୟାକ୍ସିନ ୱାରର ପ୍ରଚାର ଟାଇମ୍ସ ସ୍କ୍ୱାୟରରେ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏହାର ଗୀତ ଏଠାରେ ଲଂଚ କରାଯାଇଥିଲା । ଫ୍ଲାଶ ମବର ଚମତ୍କାର କୋରିଓଗ୍ରାଫି ଯୋଗୁ ଏହାର ପ୍ରଦର୍ଶନ ଜୀବନ୍ତ ହୋଇ…