Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୨୫ କିଲୋ ଓଜନ କମାଇଲେ ପାରସ ଛାବ୍ରା: ଫଟୋ କଲେ ସେୟାର

ମୁମ୍ବାଇ: ବିଗ୍ ବସ୍ ସିଜିନ୍‌୧୩ର ପ୍ରତିଯୋଗୀ ସାଜିଥିବା ଅଭିନେତା ପାରସ୍ ଛାବ୍ରା ଏବେ ଖୁବ୍ ଚର୍ଚ୍ଚାରେ । ସେ ନିଜର ୨୫ କିଲୋ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୂର୍ବରୁ ତାଙ୍କର ଓଜନ ୧୨୫କିଲୋ ଥିବା ବେଳେ ଏବେ ତାଙ୍କ ଓଜନ ହ୍ରାସ ପାଇ ୧୦୦ କିଲୋ ରହିଛି । ସେ ନିଜେ…

୨୦ ବର୍ଷ ପରେ ପୁଣି ପରଦାକୁ ଆସିିଲା ହ୍ରିତିକ ରୋଶନଙ୍କ ‘କୋଇ … ମିଲ ଗୟା’

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଶୁକ୍ରବାର ପୁଣି ପରଦାକୁ ଆସିିଛି ବଲିଉଡ଼ର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ‘କୋଇ ... ମିଲ ଗୟା’ । ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ରାକେଶ ରୋଶନଙ୍କ ବ୍ଲକବଷ୍ଟର ଫିଲ୍ମ ‘କୋଇ ... ମିଲ ଗୟା’ ଦେଶର ୩୦ଟି ସହରରେ ପୁଣି ରିଲିଜ୍ କରାଯାଇଛି । ଫିଲ୍ମର ୨୦ତମ…

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ମନୋଜ ବାଜପେୟୀ

ମୁମ୍ବାଇ: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ଅଭିନେତା ମନୋଜ ବାଜପେୟୀ । ଫିଲ୍ମ ‘ଜୋରାମ’ ପାଇଁ ତାଙ୍କୁ ଏହି ଆୱାର୍ଡ଼ ମିଳିଛି । ଏନେଇ ମନୋଜ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ…

ରାସ୍ତା କଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ

ମୁମ୍ବାଇ: ରାସ୍ତାକଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ । ତାମିଲନାଡୁର ମଦୁରେର ତିରୁପରଂଗୁଂନ୍ଦ୍ରମ ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକଦିନ ଭୋକ ଉପବାସରେ ରହିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ହାସ୍ୟାଭିନେତା ଜଣକ ହେଲେ ମୋହନ । ଅଭିନେତା…

ନିଜ ମୃ୍ତ୍ୟୁ ସେଟ ନିଜେ ଡିଜାଇନ କରିଥିଲେ ନୀତିନ ଦେଶାଇ, ସୁଇସାଇଡ ନୋଟରେ କହିଗଲେ ଶେଷ ଇଚ୍ଛା

ମୁମ୍ବାଇ:ପ୍ରସିଦ୍ଧ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା ଖବର ସାରା ବଲିଉଡରେ ଶୋକର ଛାଇ ଖେଳାଇ ଦେଇଛି । ନୀତିନ ଏମିତି ନିଜକୁ ଶେଷ କରିଦେବେ ଏକଥା ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଆର୍ଥିକ ଦୁଃସ୍ଥିତି ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । କୁହାଯାଉଛି,  ସେ…

ସୁଟିଂ ବେଳେ ଅସୁସ୍ଥ ହୋଇପଡ଼ିଲେ ରାକେଶ ବାପାଟ, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ସୁଟିଂ ଚାଲିଥିବା ବେଳେ ବଲିଉଡ ଅଭିନେତା ରାକେଶ ବାପାଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ତାଙ୍କୁ ଦୁବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ରାକେଶ ତାଙ୍କର ଅସୁସ୍ଥତା ସମ୍ପର୍କରେ…

ଲଞ୍ଚ ହେଲାନି ‘ଓଏମଜି ୨’ର ଟ୍ରେଲର

ବଲିଉଡ଼: ଲଞ୍ଚ ହେଲାନି ‘ଓଏମଜି ୨’ର ଟ୍ରେଲର । ଏହି ଫିଲ୍ମର ଟ୍ରେଲର ବୁଧବାର ଲଞ୍ଚହେବାର ଥିଲା । ହେଲେ ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପରେ ତାଙ୍କୁ ସମ୍ମାନ ଜଣାଇ ଏହାକୁ ସ୍ଥଗିତ ରଖାଯାଇଛି । ଏହି ଫିଲ୍ମର ଟ୍ରେଲର ଗୁରୁବାର ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଦେଶକ…

ଫିଲ୍ମର ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ଅଦା, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଫିଲ୍ମର ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି ବଲିଉଡ଼ ଅଭିନେତ୍ରୀ ଅଦା ଶର୍ମା । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଥିବା ଜାଣିବାକୁ ମିଳିଛି । ଏହି ଖବର ଶୁଣିବା…

ଝିଅ ସହ ସମୁଦ୍ରରେ ସମୟ କାଟୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜ ପରିବାରକୁ ଅଧିକ ସମୟ ଦେଉଛନ୍ତି । ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ସ୍ୱାମୀ ନିକ୍ ଜୋନାସ ଓ ଝିଅଙ୍କ ସହ ସମୟ କାଟିଥାନ୍ତି ପ୍ରିୟଙ୍କା । ଏବେ ସେ ଝିଅ ସହ ସମୁଦ୍ରରେ ଖେଳୁଥିବାର ନଜର ଆସିଛନ୍ତି । ଏହାର କିଛି ଫଟୋ…

ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ଶବନା: କହିଲେ ଧର୍ମେନ୍ଦ୍ରଙ୍କ ପରି ପୁରୁଷଙ୍କୁ ଚୁମ୍ବନ ଦେବାକୁ କିଏ ରାଜି…

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ…