Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଗଦର ୨’ ର ଚାଲିଛି ଆଡ଼ଭାନ୍ସ ବୁକିଂ, ଦ୍ୱିତୀୟ ଦିନରେ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର ୨’ କୁ ଅଭିନେତା ସନି ଦେଓଲ ଏବଂ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୧ ତାରିଖରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବ । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦…

ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ଇଲିଆନା: ପ୍ରଶଂସକଙ୍କ ଛୁଟୁଛି ଶୁଭେଚ୍ଛା

ମୁମ୍ବାଇ: ମାଆ ହେଲେ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ । ଗତ ୧ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ସେୟାର କରିଛନ୍ତିି । ପୁଅର ପ୍ରଥମ ଫଟୋ ସେୟାର କରିବା ସହ ତାର ନାମ କୋଆ ଫିନିକ୍ସ ଡୋଲାନ…

ଆଜି ବିଶ୍ଵ ବନ୍ଧୁତ୍ଵ ଦିବସ: ଜାଣନ୍ତୁ ବନ୍ଧୁତା ଦିବସର ଇତିହାସ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି…

ଓଡିଆ ଘରର କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘ତୁମ ବିନା’

ଭୁବନେଶ୍ୱର: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ବାହାଘର । ଆଉ ଖୁସିର ସଂସାର ଭିତରେ ଆସିଛି ଗୋଟେ କୁନି ପରି । ମାନେ ନିଶୀଥ ଓ ଦୀପାଳିଙ୍କ ଝିଅଟିଏ ହେବା ପରେ ଘର ଖୁସିରେ ଭରିଯାଇଛି । ହେଲେ ହଠାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ , ଯାହା ପୁରା ସଂସାରକୁ ଓଲଟାଇ ଦେଇଛି । ନିଶୀଥ ନିଜର ଚାକିରି…

ଚର୍ମ ରୋଗ ପାଇଁ ବିଗିଡ଼ିଲା ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥା, ସୋସିଆଲ ମିଡିଆରେ କଲେ ସେୟାର

ମୁମ୍ବାଇ : ଅଭିନେତ୍ରୀ ଅଦା ଶର୍ମା ନିଜ ଅଭିନୟ ପାଇଁ ବେଶ୍ ଜଣାଶୁଣା । ବିବାଦୀୟ ଫିଲ୍ମ ‘ ଦ କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଦାଙ୍କ ଲୋକପ୍ରିୟତା ବଢିଛି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଚର୍ମ ରୋଗ ଯୋଗୁ ଅଦାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଛି । ତେଣୁ…

୩ ବର୍ଷ ପରେ ପୁଣି ଫିଲ୍ମ କରିବେ ହେମାମାଳିନି: ରଖିଲେ ଏମିତି କିଛି ସର୍ତ୍ତ

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପୁଣି ଫିଲ୍ମ ଦୁନିଆକୁ ଫେରିବେ ବଲିଉଡ଼ର ‘ଡ୍ରିମ୍ ଗାର୍ଲ\' ତଥା ଅଭିନେତ୍ରୀ ହେମା ମାଳିିନି । ସେ ଗତ ୩ବର୍ଷ ଧରି ଫିଲ୍ମ ଦୁନିଆଠାରୁ ଦୂରରେ ରହିଥିଲେ । ୨୦୨୦ ମସିହାରେ ତାଙ୍କୁ ଫିଲ୍ମ ‘ଶିମଲା ମିର୍ଚି\'ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ରାଜନୀତି…

୪୯ ବର୍ଷରେ କାଜୋଲ, ଧୁମ୍‌ଧାମ୍‌ରେ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଶନିବାର ୪୯ ବର୍ଷରେ ପାଦ ଦେଇଛନ୍ତି । ଏହି ଖାସ ଦିନକୁ ସେ ତାଙ୍କ ପରିବାର ସହ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କର ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଲୋକ ସାମିଲ ହୋଇଥିଲେ । ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି…

ପାପାରାଜିଙ୍କୁ ଦେଖି ଡରିଗଲେ ଜାହ୍ନବୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବବାଲ’ କୁ ନେଇ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଜାହ୍ନବୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ଚନ୍ଦ୍ରମୂଖୀ ୨ରେ କଙ୍ଗନାଙ୍କ ଲୁକ ଜାରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ବହୁ ଚର୍ଚ୍ଚିତ ହରର କମେଡି ଚନ୍ଦ୍ରମୂଖୀ ୨ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶନିବାର ଏହି ଫିଲ୍ମର କଙ୍ଗନାଙ୍କ ପ୍ରଥମ ଲୁକ ଜାରୀ କରାଯାଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ରାଘବ ଲରେନ୍ସଙ୍କ ଫାଷ୍ଟ ଲୁକ ଜାରୀ…

ହୃଦଘାତରେ ଅଭିନେତ୍ରୀଙ୍କ ସ୍ୱାମୀ ମୃତ, ବର୍ଷକ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ: ସାଉଥ ଅଭିନେତ୍ରୀ ଶ୍ରୁତି ସନ୍‌ମୁଗ ପ୍ରିୟାଙ୍କ ସ୍ୱାମୀ ଅରବିନ୍ଦ ଶେଖରଙ୍କର ଅଚାନକ ପରଲୋକ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଶ୍ରୁତି ୨୦୨୨ ମସିହା ମେ ମାସରେ ବିବାହ କରିଥିଲେ । ବିବାହକୁ ମାତ୍ର ୧ ବର୍ଷ ପୂରଣ ହେଉଣୁ ବିଧବା ହୋଇ ଯାଇଛନ୍ତି । ଅରବିନ୍ଦ…