Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାମାକ୍ଷ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଯେକୌଣସି ପ୍ରସଙ୍ଗରେ ନିଜ ସ୍ପଷ୍ଟ ମତ ଦେବା ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନା ବୁଧବାର ଗୁଆହାଟୀସ୍ଥିତ କାମାକ୍ଷ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ହେବ ସେ ବିଭିନ୍ନ ଧାର୍ମିକ ସ୍ଥାନ ଦର୍ଶନ…

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଥମ ସଙ୍ଗୀତ ‘ତୁମ୍ କୟା ମିଲେ’ ରିଲିଜ୍

ମୁମ୍ବାଇ: ଚଳିତ ବର୍ଷ କରନ ଜୋହରଙ୍କ ଚଳଚ୍ଚିତ୍ର ମଧ୍ୟରୁ 'ରକି ଔର ରାନୀ କି ପ୍ରେମ କାହାନୀ' ଚର୍ଚ୍ଚାର ଶୀର୍ଷରେ ରହିଛି। କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଯାହାକୁ ଦେଖିଲା ପରେ ପ୍ରଶଂସକଙ୍କୁ ୯୦ ଦଶକର କଥା ମନେ ପକାଇଦେଇଥିଲା। କରନ ଜୋହର ତାଙ୍କର ୨୫ ବର୍ଷର…

ସିବିଏଫସିର ରିଜେକ୍ସନ୍ ପରେ ବି ରିଲିଜ ହେଲା ଫିଲ୍ମ ‘୭୨ ହୁରେଂ’ !

ମୁମ୍ବାଇ: 'ଦି କେରଳ ଷ୍ଟୋରି' ପରେ ଫିଲ୍ମ ' ୭୨ ହୁରେଂ'କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଫିଲ୍ମର ଟ୍ରେଲରକୁ ସେନ୍ସର ବୋର୍ଡ (ସିବିଏଫସି) ପ୍ରତ୍ୟାଖ୍ୟାନ କରିଥିଲା। ଯାହା ପରେ ଫିଲ୍ମର ଟ୍ରେଲର ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବା…

ଦରଗାକୁ ଯାଇ ଟ୍ରୋଲ ହେଲେ ଅମିଶା ପଟେଲ, ୟୁଜର୍ସ କହିଲେ ଫ୍ଲପ୍ ହେବ ଗଦର-୨

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଦ୍ଦର-୨ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ପରେ ପ୍ରଶଂସକମାନେ ଗଦର-୨ ରିଲିଜକୁ ଅପେକ୍ଷା କରିଛନ୍ତି। ସନ୍ନି ଦେଓଲ ଏବଂ ଅମିଶା…

‘ଦ କେରଲା ଷ୍ଟୋରି’କୁ କିଣିବାକୁ ରାଜି ହେଉନି ଓଟିଟି

ମୁମ୍ବାଇ: ଗତ ମେ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦ କେରଲା ଷ୍ଟୋରି’ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦେଖାଦେଇଥିଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କେତେକ ସ୍ଥାନରେ ନିଷେଧ ମଧ୍ୟ କରାଯାଇଥିଲା । ହେଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏହାକୁ…

ବିବାଦୀୟ ସଂଳାପ ଲେଖିଥିବାରୁ ମନୋଜଙ୍କୁ ନୋଟିସ: ସପ୍ତାହକ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ…

୭୨ ହୁରେଁର ଟ୍ରେଲର ଥିଏଟରରେ ଦେଖାଇବା ଉପରେ କଟକଣା ଲଗାଇଲା ସିବିଏଫସି

ମୁମ୍ବାଇ: ସେନ୍ସର ବୋର୍ଡ ମଙ୍ଗଳବାର ୭୨ ହୁରେଁ ଫିଲ୍ମର ଟ୍ରେଲର ଥିଏଟରରେ ଦେଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ଏହାର ଟ୍ରେଲର ଆପତିଜନକ ହୋଇଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ମେକର୍ସ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇ ପାରିବେ । ପୂର୍ବରୁ ସେନ୍ସର ବୋର୍ଡ…

ପ୍ରଶଂସକଙ୍କ ହାତରେ ତମନ୍ନାଙ୍କ ଟାଟୁ, ଭାବବିହ୍ୱଳ ହୋଇପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: କିଛିଦିନ ହେଲା ଅଭିନେତ୍ରୀ ତମନ୍ନା ଭାଟିଆ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ସେବେଠାରୁ ଉଭୟଙ୍କୁ ନେଇ ବଲିଉଡ଼ରେ ଖୁବ୍ ଚର୍ଚ୍ଚା ଚାଲିଛି । ଏସବୁ ଭିତରେ ସୋମବାର ରାତିରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ…

କିଛି ବର୍ଷର ବ୍ରେକ୍ ପରେ ପୁଣି ଅଭିନୟ ଦୁନିଆକୁ ଫେରିଲେ ସୋନମ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏବେ କିଛି ବର୍ଷର ବ୍ରେକ୍ ପରେ ସେ ପୁଣି ଅଭିନୟ ଦୁନିଆକୁ ଫେରିଛନ୍ତି । ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଅଭିନେତ୍ରୀ ସୋନମ…

ଖୁବଶୀଘ୍ର ରିଲିଜ ହେବ ‘ଦ ନାଇଟ୍ ମ୍ୟାନେଜର୍ ୨’, ଉତ୍ସାହର ସହିତ ଅପେକ୍ଷାରେ ଅଛନ୍ତି ଦର୍ଶକ

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନିଲ କପୁରଙ୍କ ୱେବ୍ ସିରିଜ୍ 'ଦ ନାଇଟ୍ ମ୍ୟାନେଜର୍' ଦର୍ଶକଙ୍କଠାରୁ ବହୁ ପ୍ରଶଂସା ଲାଭ କରିଥିଲା। ବର୍ତ୍ତମାନ ଦର୍ଶକ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିଜନି ପ୍ଲସ୍ ହଟଷ୍ଟାରରେ ଜୁନ୍ ୨୩ ତାରିଖରେ ୟୁଟ୍ୟୁବରେ 'ଦ ନାଇଟ୍…