Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧର୍ମେନ୍ଦ୍ରଙ୍କ ଅନସ୍କ୍ରିନ ମାଆ ସୁଲୋଚନାଙ୍କ ପରଲୋକ

ମୁମ୍ବାଇ: ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ପରଲୋକ ହୋଇଯାଇଛି । ଅନସ୍କ୍ରିନରେ ଧର୍ମେନ୍ଦ୍ରଙ୍କ ମାଆ ଭାବେ ପରିଚିତ ସୁଲୋଚନାଙ୍କୁ ମୃତ୍ୟୁବେଳକୁ ୯୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ…

ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ସେଲିବ୍ରିଟିଙ୍କ ଶୋକ: ରକ୍ତଦାନ କରିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ

ମୁମ୍ବାଇ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବଲିଉଡ଼ର ଅଭିନେତା ଓ…

ଦି କେରଳ ଷ୍ଟୋରି ପରେ ୭୨ ହୁରେଂର ରିଲିଜ ହେଲା ଟିଜର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ, ଦି କେରଳ ଷ୍ଟୋରିର ସଫଳତା ପରେ ଏବେ ୭୨ ହୁରେଂ ନାମକ ଆଉ ଏକ ଫିଲ୍ମ ଆସୁଛି । ରବିବାର ଏହାର ଟିଜର ରିଲିଜ ହୋଇଛି । ଆତଙ୍କବାଦୀଙ୍କ ଉପରେ ଏହି ଫିଲ୍ମ ଆଧାରିତ । କିପରି ସ୍ୱର୍ଗ ଓ ୭୨ ହୁରେଂର ସ୍ୱପ୍ନ ଦେଖାଇ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରାଯାଉଛି ତାହା ଏହି…

ବିଶ୍ୱାସ ନ ହେଲେ ବି ସତ, ସ୍ୱୀଡେନରେ ହେବ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ

ଷ୍ଟକହୋମ: ସେକ୍ସ ଏ ଭଳି ଏକ ଶବ୍ଦ ଯାହାକୁ ସର୍ବ ସମ୍ମୁଖରେ ଆଲୋଚନା କରିବା ଅନେକଙ୍କୁ କୁଂଠାବୋଧ ହୋଇଥାଏ । ତେବେ ୟୁରୋପ ଅନ୍ୟ ଦେଶଠାରୁ ପାଦେ ଆଗେଇଯାଇଛି । ରିପୋର୍ଟ ମୁତାବକ ସ୍ୱୀଡେନ ପ୍ରଥମ ଦେଶ ଭାବେ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯାଉଛିି । କ୍ରିକେଟ, ଫୁଟବଲ, ହକି…

ହୃଦଘାତରେ କନ୍ନଡ଼ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ

ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଫିଲ୍ମ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ଫିଲ୍ମ ଷ୍ଟାର୍। ଗତକାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥଇଲା। ଏହାପରେ ତାଙ୍କୁ…

ଦି କେରଳ ଷ୍ଟୋରୀ: କେଉଁଠାରୁ ଆଣିଥିଲେ ୩୨୦୦୦ ସଂଖ୍ୟା ତାର ପ୍ରମାଣ ଦେଲେ ମେକର୍ସ

ମୁମ୍ବାଇ: ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିବା ପରେ ଶୁକ୍ରବାର ଏହାର ମେକର୍ସ ୩୨୦୦୦ ମହିଳାଙ୍କ ସମ୍ପର୍କରେ ଚାଂଚଲ୍ୟକର ଡାଟା ପ୍ରଦାନ କରିଛନ୍ତି । ଧର୍ମାନ୍ତରଣ କରି ଆଇଏସଆଇଏସରେ କିପରି କେରଳର ମହିଳାମାନଙ୍କୁ ସାମିଲ କରାଯାଇଥିଲା ତାହା ଏହି ଫିଲ୍ମର ବିଷୟବସ୍ତୁ…

ତୁର୍କୀରେ ସାମନ୍ଥା-ବିଜୟ, ସେୟାର କଲେ ଫଟୋ

ମୁମ୍ବାଇ:ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଏବେ ଖୁବ୍ ଚର୍ଚ୍ଚାରେ । ତୁର୍କୀରେ ଏବେ ସେମାନେ ମଜାମସ୍ତି କରୁଥିବା ନଜର ଆସିଛନ୍ତି । ଏହାର ଫଟୋକୁ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବିଜୟ ଓ ସାମନ୍ଥାଙ୍କ ଆଗାମୀ ଫିଲ୍ମ ‘ଖୁସି’…

ବାଂଲାଦେଶରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ନିକଟରେ ବଲିଉଡ଼ର ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବାଂଲଦେଶରେ ରିଲିଜ୍ ହେବା ପରେ ଏବେ ସଲମାନ ଖାନ୍‌ଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଇଦ୍ ଅବସରରେ ରିଲିଜ ହୋଇଥିବା ସଲମାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଖୁବ୍‌ଶୀଘ୍ର ବାଲାଂଦେଶରେ ରିଲିଜ୍…

ଶକୁନି ଭୂମିକା କରିଥିବା ଗୁଫି ପେଂଟଲ ଗୁରୁତର

ମୁମ୍ବାଇ: ମହାଭାରତରେ ଶକୁନିଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଗୁଫି ପଂଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ସେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନିତ ଥିବା ଜଣାପଡିଛି । ଅଭିନେତ୍ରୀ ଟିନା ଘାଇ ତାଙ୍କ…

କାନ୍ସ ଫେଷ୍ଟିଭାଲରୁ ଫେରିବା ପରେ ସ୍ୱପ୍ନାଙ୍କ ଚାହିଦା ବଢିଲା: ଫୁଲ ଥିବା ଥାଳିରେ ଗୋଡ଼ ଧୋଇଲେ ପ୍ରଶଂସକ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଥିଲେ । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ସେ ଥିଲେ ହରିୟାଣାର…