Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ୱରା ଭାଷ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାଷ୍କର କୌଣସି ନା କୌଣସିି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରି ଖୁବ ଚର୍ଚ୍ଚାରେ ଥିଲେ ସ୍ୱରା । ବିବାହର ମାତ୍ର ୪ ମାସ ପରେ ସ୍ୱରା ଏବେ ମା’ ହେବାକୁ ଯାଉଛନ୍ତି । ସୋସିଆଲ…

ଅସରପା ଖାଇଲେ ଅବ୍ଦୁ: ସେୟାର କଲେ ଫଟୋ

ମୁମ୍ବାଇ: ବିଗ୍‌ବସ ସିଜିନ୍‌-୧୬ର ପ୍ରତିଯୋଗୀ ସାଜିଥିବା ତାଜିକ୍‌ସ୍ତାନର ଅବ୍ଦୁ ରୋଜିକ୍ ଏହି ଶୋ’ ଜରିଆରେ ଭାରତରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସଫଳତା ଆଧାରରେ ବଲିଉଡ଼ରେ ତାଙ୍କୁ ଫିଲ୍ମରେ ଅଭିନୟ ଅଫର ମିଳିବା ସହିତ ଏକାଧିକ ବିଜ୍ଞାପନ ଓ ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରିଛନ୍ତି…

ପୁଷ୍ପା ଟୁର ବସ ଦୁର୍ଘଟଣାର ଶିକାର, କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଟୁ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ସୁଟିଂ ଓଡ଼ିଶାର ସ୍ୱାଭିମାନ ଅଞ୍ଚଳ ସହିତ ଦେଶର ଅନ୍ୟ କେତକ ସ୍ଥାନରେ ଆରମ୍ଭ ହୋଇଛି ଏବଂ କୁହାଯାଉଛି ଯେ ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି…

୮୩ ବର୍ଷ ବୟସରେ ବାପା ହେବେ ଅଭିନେତା ଆଲ ପାଚିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାଚିନୋ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଆଲ୍ ପାଚିନୋଙ୍କ ପ୍ରେମିକା ତଥା ଫିଲ୍ମ…

୩୩ ବର୍ଷ ପରେ ପରଦାକୁ ଫେରିବେ ରାମାୟଣର ସୀତା

ମୁମ୍ବାଇ : ଦୀର୍ଘ ୩୩ ବର୍ଷ ପରେ ଛୋଟ ପରଦାକୁ ଫେରୁଛନ୍ତି ରାମାୟଣର ସୀତା ତଥା ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଦୀପିକା ଚିଖାଲିୟା । ସାଧାରଣତଃ ତାଙ୍କ ନାଁ ଆସିଲେ ରାମାୟଣର ସୀତାଙ୍କ କଥା ମନକୁ ଆସେ । ରାମାୟଣରେ ଦୀପିକା ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ…

ମ୍ୟାଚ ଦେଖିଲେ ଭିକ୍କି-ସାରା, ବିଜୟ ପରେ ଖୁସିରେ ନାଚିଲେ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’କୁ ନେଇ ଅଭିନେତା ଭିକ୍କି କୌଶଲ ଓ ସାରା ଅଲ୍ଲି ଖାନ୍ ଖୁବ୍ ଚର୍ଚ୍ଚାରେ । ଉଭୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି । କାରଣ ଭିକ୍କି ଓ ସାରା ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନରେ ଲାଗିପଡ଼ିଛନ୍ତି । ନିକଟରେ ଉଭୟ ଚେନ୍ନାଇ ଓ ଗୁଜରାଟ ଟାଇଟନ୍ସର…

ପଞ୍ଚବଟୀର ସୀତା ଗୁମ୍ଫା, କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତ୍ରି ସାନନ ତାଙ୍କ ଆଗାମୀ ଫିଲ୍ମ ‘ଆଦି ପୁରୁଷ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ କ୍ରିତି ନାଶିକର ପଞ୍ଚବଟୀର ସୀତା ଗୁମ୍ଫା ମନ୍ଦିରରେ ପହଞ୍ôଚଛନ୍ତି । ସେ ମନ୍ଦିରରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ କ୍ରିତି ରାମ ସିୟା ରାମ…

୯୨ ଲକ୍ଷ ଟଙ୍କାର କାର କିଣିଲେ ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବଡ ପରଦାରୁ ଦୂରେଇ ଥିଲେ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ସକ୍ରୀୟ ଅଛନ୍ତି । ସବୁବେଳେ ସେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି । ନିକଟରେ ସେ ତାଙ୍କ ନୂଆ କାରର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିରୁ ଜଣାଯାଇଛି ଯେ, ସେ…

ଅନାଥ ପିଲାଙ୍କ ସ୍କୁଲକୁ ସହାୟତାର ହାତ ବଢ଼ାଇଲେ ସୋନୁ ସୁଦ

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

ରିଲିଜ୍ ହେଲା ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ: ଦର୍ଶକଙ୍କ ହୃଦୟକୁ ଛୁଇଁଲା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ସୋମବାର ଏହି ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁମାତ୍ରାରେ ପସନ୍ଦ…