Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବିଗ୍ ବି : ଏହା ପଛର କାରଣ କ’ଣ ଜବାବ ରଖିଲେ ଅମିତାଭ

ମୁମ୍ବାଇ: ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ । ଏହା ପଛର କାରଣ କ’ଣ ହୋଇପାରେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିଥାଏ । ଏହାକୁ ନେଇ କେହି ସ୍ପଷ୍ଟ ନ ଥିବା ବେଳେ ଏବେ ବିଗ୍ ବି ନିଜେ ଏହାର ଜବାବ ରଖିଛନ୍ତି । ବଲିଉଡର ବିଗ୍ ବି ଅମିତାଭଙ୍କ ଟିକେ ଝଲକ…

‘ଆଦିପୁରୁଷ’ର ପ୍ରି-ରିଲିଜ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଭାସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’କୁ ସାଉଥ୍ ସୁପରଷ୍ଟାର ପ୍ରଭାସ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ôଚଥିଲେ । ଫିଲ୍ମ ‘ଆଦିପୁରୁଷ’ ପ୍ରି-ରିଲିଜ ହେବା ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଭାସ । ପ୍ରଭାସ ମନ୍ଦିରରେ…

ଆଦିପୁରୁଷ: ପ୍ରତ୍ୟେକ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ଖାଲି ରଖିବାକୁ ଘୋଷଣା

ମୁମ୍ବାଇ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ପ୍ରଭାସଙ୍କ ଫ୍ୟାନ୍ସ। ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକଙ୍କ ଉତ୍ସାହ ସୃଷ୍ଟି ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଉତ୍ସାହ ଦ୍ବିଗୁଣି ବଢିଯାଇଛି।…

ଖୁଲାସା ହେଲା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ !

ନୂଆଦିଲ୍ଲୀ: ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ 'ମିର୍ଜାପୁର'ର କ୍ରେଜ୍। ଆମାଜନ୍ ପ୍ରାଇମ ଭିଡିଓର ୱେବ୍ ସିରିଜର ପ୍ରଥମ ଦୁଇଟି ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ବର୍ତ୍ତମାନ ଏହାର ତୃତୀୟ ସିଜନର ଅପେକ୍ଷାରେ ଅଛନ୍ତି ଦର୍ଶକ। ମିର୍ଜାପୁର-୩ ର ସୁଟିଂ ପ୍ରାୟ ସଂପୂର୍ଣ୍ଣ…

ରିଲିଜ ହେଲା କାର୍ତ୍ତିକ-କିଆରାଙ୍କ ଚଳଚ୍ଚିତ୍ର ‘ସତ୍ୟ ପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ 'ସତ୍ୟ ପ୍ରେମ କି କଥା'ର ଟ୍ରେଲର ରିଲିଜ ହୋଇଛି। ଭୁଲ ଭୁଲେୟା ପରେ 'ସତ୍ୟ ପ୍ରେମ କି କଥା' ଚଳଚ୍ଚିତ୍ର ସହ ଏହି ରୋମାଣ୍ଟିକ ଯୋଡିର ଅନସ୍କ୍ରିନ ରୋମାନ୍ସ ପୁଣିଥରେ ବଡ଼ ପରଦାରେ ନଜର ଆସିବ। 'ଶେହଜାଦା' ପରେ ବର୍ତ୍ତମାନ କାର୍ତ୍ତିକ…

ଆହତଙ୍କ ପାଇଁ ବ୍ଲଡ଼ କ୍ୟାମ୍ପର ଆୟୋଜନ କଲେ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…

ପରଲୋକରେ ମହାଭାରତର ‘ଶକୁନି ମାମୁ’ ଗୁଫି ପେଣ୍ଟଲ

ମୁମ୍ବାଇ:ଶେଷ ଶଯ୍ୟାରେ ମହାଭାରତର ଶକୁନି । ବିଆର ଚୋପ୍ରାଙ୍କ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟଲଙ୍କର ଆଜି ୭୮ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇ ଯାଇଛି । ଗୁଫି ପେଣ୍ଟଲଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯୟୀ, ଆଜି ସକାଳେ ତାଙ୍କର ପରଲୋକ ହୋଇ…

ଗୁଣ୍ଡୁଚି ହୋଇ କରିବି ସାହାଯ୍ୟ: ଏମିତି କହିଲେ ଅଭିନେତ୍ରୀ ରାନୀ ପଣ୍ଡା

ଭୁବନେଶ୍ୱର: ବାହାନାଗା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ପୀଡିତ ଲୋକଙ୍କ ପାଇଁ ସହାନୁଭୁତି ଓ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ରାନୀ ପଣ୍ଡା । ଗୁଣ୍ଡୁଚି ହୋଇ ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ଖବର ପାଉ ପାଉ ଶନିବାର ଦୁର୍ଘଟଣାସ୍ଥଳୀକୁ ଯାଇଥିଲେ ରାନୀ । ଘଟଣାସ୍ଥଳ ବୁଲି…

ଟ୍ରେନ ଦୁର୍ଘଟଣା: ସହାୟତା ନୁହେଁ, ସ୍ଥାୟୀ ସହାୟତା ପାଣ୍ଠି ଉପରେ ସୋନୁ ସୁଦ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଏଭଳି ଦୁଃଖ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପର…

ଗୁଜବ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ, ମୋତେ କର୍କଟ ରୋଗ ହୋଇନି

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଚିରଞ୍ଜିବୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଗୁଜବ ଘୁରି ବୁଲୁଛି । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ରବିବାର ଚିରଞ୍ଜିବୀ ତାଙ୍କ ଅସୁସ୍ଥତା ଖବର ନେଇ ମୁହଁ ଖୋଲିଛନ୍ତି…