Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନେତା ସିଜେନଙ୍କ ବିରୋଧରେ ଘରୋଇ ହିଂସାର ଆରୋପ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଜେନ୍ ଖାନ୍‌ଏବେ ଚର୍ଚ୍ଚାରେ । ସୁପରହିଟ୍ ଧାରାବାହିକ ‘କସୋଟି ଜିନ୍ଦେଗି କେ’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ସିଜେନ୍ । ସିଜେନଙ୍କ ପତ୍ନୀ ବୋଲି ଦାବି କରି ଆୟିଶା ପିରାନୀ ନାମକ ଜଣେ ମହିଳା ତାଙ୍କ ଉପରେ ଘରୋଇ ହିଂସାର ଆରୋପ…

ଚତୁର୍ଥ ଦିନରେ ବ୍ୟବସାୟରେ ମାଡ଼ ହେଲା ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମର କାହାଣୀ,ସଂଳାପ,ଚରିତ୍ରକୁ ନେଇ ବିବାଦ ଦେଖାଦେଇଛି । ବିବାଦସତ୍ତ୍ୱେ ରିଲିଜ୍‌ର ତିନିଦିନ ଯାଏଁ ଫିଲ୍ମଟି ଭଲ ବ୍ୟବସାୟ କରିଲା । ହେଲେ ଧୀରେ ଧୀରେ ଏହାର ବ୍ୟବସାୟରେ ମାନ୍ଦା ଅବସ୍ଥା…

‘ତାରକ୍ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହେତାକା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଏଥିସହିତ ଧାରାବାହିକର ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ…

ବଜରଙ୍ଗବାଲୀ ଭଗବାନ ନୁହନ୍ତି; ଏପରି କିଛି କହିଲେ ମନୋଜ ମୁନ୍ତାଶିର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏଥିସହ ଫିଲ୍ମରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି…

୧୧ ବର୍ଷ ପରେ ବାପା ହେଲେ ରାମଚରଣ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କନ୍ୟା ସନ୍ତାନର ପିତା ହେବା ନେଇ ରାମଚରଣ ବେଶ ଖୁସି ଅଛନ୍ତି । ରାମଚରଣ-ଉପାସାନାଙ୍କ…

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ ନେଇ ଦାବି କଲେ ଅଯୋଧ୍ୟା ସନ୍ଥମାନେ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୮ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏସବୁ ଭିତରେ ଅଯୋଧ୍ୟା ସନ୍ଥମାନେ ଫିଲ୍ମ…

ବିରୋଧସତ୍ତ୍ୱେ ୩୦୦ କୋଟି ବ୍ୟବସାୟ କଲାଣି ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏସବୁ ବିବାଦସତ୍ତ୍ୱେ ଫିଲ୍ମ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ମାତ୍ର ୩ ଦିନରେ…

କରଣଙ୍କ ବିବାହରେ ସାମିଲ ହେଲେନି ଜେଜେମାଆ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । କିନ୍ତୁ…

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ…

ସୁରକ୍ଷା ଲୋଡ଼ିିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି । ନିଜ ଜୀବନ ଉପରେ ବିପଦ…