Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖଙ୍କ ଡ୍ରାଇଭରଙ୍କୁ ଜେରା କଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିବି ଶାହାରୁଖ ଖାଁଙ୍କ ଡ୍ରାଇଭରକୁ ପଚରା ଉଚରା କରିଛି । ପୂର୍ବରୁ ଡ୍ରାଇଭରଙ୍କୁ ଏଥିନେଇ ସମନ ଜାରୀ କରାଯାଇଥିଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏନସିବି ତଦନ୍ତ ପ୍ରକ୍ରିୟାକୁ ଆହୁରି ବୃଦ୍ଧି କରିଛି । ଘଟଣା ଦିନ ଆର୍ଯ୍ୟନଙ୍କୁ…

ଏନସିବିକୁ ଟାର୍ଗେଟ କଲେ ନବାବ ମଲିକ: ୧୧ଜଣଙ୍କ ମଧ୍ୟରୁ କାହିଁକି ୩ଜଣଙ୍କୁ ଛାଡି ଦିଆଗଲା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିପି ନେତା ନୱାବ ମଲିକ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଟାର୍ଗେଟ କରିଛନ୍ତି । ୧୧ଜଣଙ୍କୁ ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଅଟକ ରଖିଥିଲେ ମଧ୍ୟ ୩ଜଣଙ୍କୁ କାହିଁକି ଛାଡି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି…

ଶାହାରୁଖଙ୍କ ବିଜ୍ଞାପନ ପ୍ରସାରଣ କରୁନି ବାୟଜୁସ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗ ପରେ ଶାହାରୁଖ ଖାଁଙ୍କୁ ଆଜି ପ୍ରଥମ ଝଟକା ଲାଗିଛି । ଲର୍ଣ୍ଣିଂ ଆପ ବାୟଜୁସ କମ୍ପାନୀ ଆଜି ଶାହାରୁଖଙ୍କ ବିଜ୍ଞାପନ ପ୍ରସାରଣ ଉପରେ ରୋକ ଲାଗିଛି । ୨୦୧୭ ପରଠାରୁ ବାୟଜୁସ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ କିଙ୍ଗ ଖାଁ…

‘ଆକ୍ସନ୍ ହିରୋ’ର ନାୟକ ହେବେ ଆୟୁଷ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଶନିବାର ଆୟୁଷ୍ମାନ ତାଙ୍କ ଆଗାମୀ ଫିଲ୍ମ 'ଆକ୍ସନ୍ ହିରୋ'ରେ ଅଭିନୟ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଆନନ୍ଦ ଏଲ୍ ରୟ। ତୃତୀୟ ଥର ପାଇଁ…

କ୍ରୁଜ୍ ଡ୍ରଗ୍ସ ମାମଲା; ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରୀଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମ୍‌ତିଆଜ ଖତ୍ରୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଏନସିବି ଚଢାଉ କରିଛି। ଏନସିବି…

ଆର୍ୟନଙ୍କ ଗିରଫକୁ ନେଇ ଏମିତି କହିଲେ ରବୀନା

ନୂଆଦିଲ୍ଲୀ: ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବାପରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମର୍ଥନରେ ବାହାରକୁ ବାହାରିଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ। ଅନେକ ସେଲିବ୍ରିଟିଙ୍କ ମଧ୍ୟରେ ରବୀନା ହେଉଛନ୍ତି ଅନ୍ୟତମ। ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଅଭିନେତ୍ରୀ ଦାବି କରିଛନ୍ତି…

କମ୍‌ବ୍ୟାକ୍‌ କରୁଛନ୍ତି କିରଣ!

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ୍ ଖେରଙ୍କ ପ୍ରଶଂସକମାନଙ୍କ ପାଇଁ ଭଲ ଖବର। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ଫ୍ୟାନ୍ସ ଚିନ୍ତିତ ଥିଲେ। କିରଣ କର୍କଟ ସହ ଲଢେଇ ଜାରି ରଖିଛନ୍ତି। ଏହି ସମୟରେ, ତାଙ୍କର ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି ଯାହା ତାଙ୍କ…

ଆର୍ୟନଙ୍କ ଗିରଫ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୁହାନା

ନୂଆଦିଲ୍ଲୀ: ଅକ୍ଟୋବର ୩, ୨୦୨୧ରେ ଏକ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାରେ ଶାହାରୁଖ୍‌ଙ୍କୁ ବଲିଉଡ୍‌ର ଷ୍ଟାର୍‌ ସମର୍ଥନ ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି। ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ମଧ୍ୟ…

ପ୍ରଭାସଙ୍କ ୨୫ତମ ଫିଲ୍ମର ନାମ ସ୍ପିରିଟ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ତାଙ୍କ କ୍ୟାରିୟରର ୨୫ତମ ଫିଲ୍ମର ନାମ ଘୋଷଣା କରିଛନ୍ତି । ବାହୁବଳୀ ଫେମ ପ୍ରଭାସଙ୍କ ଆଗାମୀ ଫିଲ୍ମର ନାମ ସ୍ପିରିଟ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ହିନ୍ଦୀ, ଜାପାନୀ, ଚାଇନିଜ ଓ କୋରିଆ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଟି ସିରିଜ…

ପଦାରେ ପଡିଲା ବିକ୍ରମଙ୍କ ବିବାହ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ପ୍ରାୟ ଏକ ବର୍ଷ ଧରି ତାଙ୍କ ବିବାହ ଲୁଚାଇ ରଖିଥଲେ । ଏବେ ଏହା ପଦାରେ ପଡିଛି । ରିପୋର୍ଟ ମୁତାବକ ଶ୍ୱେତାମ୍ବରୀ ସୋନି ନାମକ ଏକ ଝିଅକୁ ବିକ୍ରମ ବିବାହ କରିଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲପାଇ ଆସୁଥିଲେ । ଏହା ତାଙ୍କର…