Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିରୋଧ ସତ୍ତ୍ୱେ ୧୦୦ କୋଟିରେ ପହଞ୍ଚିଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମଟି ଏତେ ବିରୋଧ ସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଏହାକୁ ଲୋକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଏହାର ଓପନିଂ ଖୁବ୍ ଭଲ ଥିଲା । ଆଉ ସେବେଠାରୁ ଏହାର କଲେକସନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି…

୭୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ‘ଆଦିପୁରୁଷ’: କିଏ କେତେ ନେଇଛନ୍ତି ଜାଣନ୍ତୁ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଥିବା ବେଳେ ଜୁନ୍ ୧୬ ତାରିଖରେ ଫିଲ୍ମ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରାମାୟଣର…

ମେ ୧୫ରେ ହେବ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବିକି କୌଶଲ ତାଙ୍କର ଆଗାମୀ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ମେ ୧୫ ତାରିଖରେ ରିଲିଜ୍ ହେବ । ଏହାକୁ ନେଇ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି । ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ'ର ରିଲିଜ…

ଡାକ୍ତରଖାନାରେ ଭର୍ତି ହେଲେ ଗାୟକ ପାପୋନ, ରାତି ଯାକ ବାପାଙ୍କୁ ଜଗି ରହିଲେ ୧୩ ବର୍ଷର ପୁଅ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ପାପୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ କୋକିଲା ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ବାପାଙ୍କ ଦେହ ଭଲ ନ ଥିବାରୁ ତାଙ୍କ ୧୩ ବର୍ଷର ପୁଅ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ସେ ବାପାଙ୍କୁ ରାତି ଯାକ ଜଗି ରହିଥିଲେ ।…

ଚୁଲି ଜାଳି ରୋଷେଇ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବର୍ତ୍ତମାନ ଆଇପିଏଲ୍ ଚାଲିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍‌ସ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ସେ ସବୁବେଳେ ଆଗରେ ଥାନ୍ତିି । ଏଥିଲାଗି ସେ ପଞ୍ଜାବର ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥାନ୍ତି । ଏବେ…

ଆମେରିକା ଓ କାନାଡାରେ ରିଲିଜ୍ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ବଲିଉଡ଼ ଫିଲ୍ମ ‘ଦ କେରଲା ଷ୍ଟୋରି’ ଶୁକ୍ରବାର ଆମେରିକା ଓ କାନାଡାରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ୨୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିବା ଜଣାଯାଇଛି । ଦୁଇ ଦିନ ମଧ୍ୟରେ ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଆମେରିକା ଓ କାନାଡ଼ାରେ ଏହି ଫିଲ୍ମ ଭଲ…

ଏକାଠି ନଜର ଆସିବେ ସାହିଦ-ରଶ୍ମିକା

ମୁମ୍ବାଇ:ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡ଼ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ବଲିଉଡ଼ ଫିଲ୍ମ ‘ଚାଲୋ’ରେ ଉଭୟଙ୍କ ଯୋଡ଼ି ଦେଖିବାକୁ ମିଳିବ । ସେ ସାହିଦଙ୍କ ସହ ରୋମାନ୍ସ କରୁଥିବା ମଧ୍ୟ ନଜର ଆସିବେ । ଏହାକୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । କାରଣ…

ଭଉଣୀ ନିର୍ବନ୍ଧ ପାଇଁ ଭାରତ ଆସିଲେ ପ୍ରିୟଙ୍କା

ମୁମ୍ବାଇ : ବଲିଉଡ ତଥା ରାଜନୀତିର ଚର୍ଚ୍ଚିତ ଯୋଡ଼ି ରାଘବ ଓ ପରିଣୀତି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ଉଭୟଙ୍କର ନିର୍ବନ୍ଧ । ସେଥିପାଇଁ ସଜେଇ ହୋଇଛି ମଣ୍ଡପ । ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହେବ। ଆଜିର ଏହି ନର୍ବନ୍ଧରେ ଉଭୟଙ୍କ…

ଆଜି ପରିଣୀତି-ରାଘବ ନିର୍ବନ୍ଧ; ସାମ୍ନାକୁ ଆସିଲା ଭେନ୍ୟୁର ଭିଡିଓ

ମୁମ୍ବାଇ: ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ । ସଜେଇ ହୋଇଛି ମଣ୍ଡପ । ସାମ୍ନାକୁ ଆସିଲା ଏନଗେଜମେଣ୍ଟ ଭେନ୍ୟୁର ଭିଡିଓ । ଆଜି ଅର୍ଥାତ ମେ’ ୧୩, ୨୦୨୩ରେ ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ହେବ ନିର୍ବନ୍ଧ । ଯଦିଓ ନିର୍ବନ୍ଧ ନେଇ ରାଘବ କିମ୍ବା ପରିଣୀତିଙ୍କ ପକ୍ଷରୁ ଔପଚାରିକ ଭାବେ ସୂଚନା…

ଝିଅ ପାଇଁ ଅଭିନୟ ଛାଡିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ । ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କିଛି ଦିନ ତଳେ ପ୍ରିୟଙ୍କା ଝିଅକୁ ଧରି ଭାରତ ଆସିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଏବେ ସେ ଅଭିନୟ ଦୁନିଆରୁ ଦୂରେଇ ଯିବେ ବୋଲି ଜଣାଯାଇଛି ।…