Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେଜିଏଫ୨ ଫିଲ୍ମ ଦେଖୁଥିବା ବେଳେ ହଲରେ ଫୁଟିଲା ଗୁଳି

ବାଙ୍ଗାଲୋର: କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ କେଜିଏଫ୨ ଫିଲ୍ମ ଦେଖିବା ବେଳେ ହଲରେ ଫୁଟିଛି ଗୁଳି । ଫିଲ୍ମ ଦେଖିବାକୁ ଆସିଥିବା ୨୭ ବର୍ଷୀୟ ବସନ୍ତ କୁମାର ସହ ଜଣେ ଅଜଣା ବ୍ୟକ୍ତିର କୌଣସି କାରଣ ନେଇ ଯୁକ୍ତି ତର୍କ ହୋଇଥିଲା । କିଛି ସମୟ ପରେ ଅଜଣା ଯୁବକ ଜଣକ ବସନ୍ତ ଉପରକୁ ଗୁଳି ଚାଳନା…

ବିବାଦ ପରେ ଗୁଟଖା କମ୍ପାନୀର ବିଜ୍ଞାପନ ଛାଡିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

 ଦିଲ୍ଲୀ: ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି । ଅକ୍ଷୟ କହିଛନ୍ତି,…

ଶାହାରୁଖ ଅଭିନୀତ ହିରାନୀଙ୍କ ଆଗାମୀ ଫିଲ୍ମର ନାମ ଡଙ୍କି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ଏହି ଫିଲ୍ମର ନାମ ଡଙ୍କି ରଖାଯାଇଛି । ତେବେ ଏ ନେଇ ମେକର୍ସ କିମ୍ବା…

ଟି୨୦ ବିଶ୍ୱକପ ପରେ ବିବାହ କରିବେ ରାହୁଲ-ଆଥିୟା !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ସେମାନେ ବିବାହ କରିବେ । ସୁନୀଲ ସେଟ୍ଟୀ ଏବଂ ତାଙ୍କ ସମ୍ପୂର୍ଣ୍ଣ…

ଅର୍ଜୁନ କପୁର ଓ ଭୂମି ପେଡନକରଙ୍କ ଷ୍ଟାର ଫିଲ୍ମ ‘ଦ ଲେଡି କିଲର’ର ସୁଟିଂ ଆରମ୍ଭ, ହିମାଚଳ ପ୍ରଦେଶରେ…

ମୁମ୍ବାଇ: ଅର୍ଜୁନ କପୁର ଏବେ ତାଙ୍କ ଅପକମିଂ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି ।ଅର୍ଜୁନ କପୁର ଓ ଭୂମି ପେଡନକରଙ୍କ ଅପକମିଂ ଫିଲ୍ମ ''ଦ ଲେଡି କିଲର''ର ସୁଟିଂ ଆଜି ଆରମ୍ଭ ହୋଇଯାଇଛି ।ଭୂଷଣ କୁମାର ଓ ଶୈଳେଶ ଆର ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ହିମାଚଳ ପ୍ରଦେଶରେ…

ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ

ମୁମ୍ବାଇ : ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି । ଶିଶୁ ପୁତ୍ରର ଜନନୀ ହୋଇଛନ୍ତି କାଜଲ । କାଲଜ ଅଗ୍ରୱାଲ ଓ ସ୍ୱାମୀ ଗୌତମ କିଚଲୁ ନିଜ ଘରକୁ କୁନି  ଅତିଥିଙ୍କୁ ସ୍ୱାଗତ କରିଛନ୍ତି ।ଏନେଇ କେଜଲଙ୍କ ସ୍ୱାମୀ ଗୌତମ ଇଷ୍ଟାଗ୍ରାମ ପେଜରେ ନିଜେ ବାପା ହେବା ନେଇ ଜଣାଇଛନ୍ତି । ଆଗରୁ…

[ଭିଡିଓ ] କାମକୁ ଫେରିଲେ ବିବାହିତା ଆଲିଆ , ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ

ମୁମ୍ବାଇ : କପୁଲ ପରିବାରର ବୋହୂ ହୋଇଛନ୍ତି ଆଲିଆ ।  ରଣବୀର କପୁର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଲିଆ । ହେଲେ ବିବାହର ୫ ଦିନ ପରେ ଆଲିଆ ଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଆଲିଆ ନିଜର କୌଣସି ପ୍ରୋଜେକ୍ଟକୁ ନେଇ କାମକୁ ଯାଉଥିବା ଖବର ସାମ୍ନାକୁ ଆସିଛି । ଏହି…

ଚର୍ଚ୍ଚାରେ “ଥାର୍‌”, ଏକାଠି ଆସୁଛନ୍ତି ବାପ ପୁଅ

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମ ମୋହରେ ଅଧିକାଂଶ ଭାରତୀୟ । ଲକଡାଉନ୍ ସମୟରେ ଫିଲ୍ମ ତଥା ୱେବ୍ ସିରିଜ୍ ପ୍ରେମୀଙ୍କୁ ଓଟିଟି ପ୍ଲାଟଫର୍ମ ଦେଇଥିଲା ନୂଆ ଦିଗ । ଅନେକ ପୁରୁଖା ଅଭିନେତା ତଥା ଅଭିନେତ୍ରୀ ଓଟିଟି ପ୍ଲାଫର୍ମକୁ ଆପଣେଇଥିଲାବେଳେ ଆଗାମୀ ଦିନରେ ଏକ ଜବରଦସ୍ତ ଫିଲ୍ମରେ ବଲିଉଡର…

ବଲିଉଡରେ ଡେବ୍ୟୁ କରିବେ ସୁହାନା ଖାନ୍ ,ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ,ଫିଲ୍ମ ‘ଦ…

ମୁୁମ୍ବାଇ : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବଲିଉଡରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି ଶାହାରୁଖ ଖାନଙ୍କ ଝିଅ ଶୁହାନା ଖାନ୍, ଓ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା । ଏନେଇ ପ୍ରଡ୍ୟୁସର ରିମା  ସୋସିଆଲ ମିଡିଆରେ ଜଣାଇଛନ୍ତି ।…

ବିବାହରେ ସ୍ୱର୍ଗତ ରିଷି କପୁରଙ୍କ ଘଣ୍ଟା ପିନ୍ଧିଥିଲେ ରଣବୀର କପୁର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ । ବିଳାଶପୂର୍ଣ୍ଣ ନୁହେଁ ବରଂ କମ୍ ଅତିଥିରେ ରଣବୀରଙ୍କ ବାସ ଭବନ ବାସ୍ତୁରେ ରଣବୀର ଓ ଆଲିଆଙ୍କ ବିବାହ ସମ୍ପନ୍ନ ହୋଇଛି । ହେଲେ ସବୁଠୁ ବଡ କଥା ହେଉଛି ରଣବୀର କପୁର ନିଜ ବିବାହରେ ବାପା…