Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୪୨ ବର୍ଷରେ ପାଦ ଦେଲେ ବେବୋ

ମୁମ୍ବାଇ: ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁରଙ୍କର ଆଜି ଜନ୍ମଦିନ। ୪୨ ବର୍ଷରେ ପାଦ ଥାପିଛନ୍ତି ବେବୋ। ପରିବାରକୁ ଗୁରତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଥିବା ବେବୋଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା.... କରୀନା କପୁର ଖାନ…

ଅମିତାଭଙ୍କ ‘ଦିଓ୍ୱାର’ ଫିଲ୍ମ ଦେଖି ହିରୋ ହେବାକୁ ଇଚ୍ଛା ରଖିଥିବା ରାଜୁଙ୍କ ଅସଲି ନାମ ଜାଣନ୍ତି ?

ନୂଆଦିଲ୍ଲୀ: ନିଜସ୍ବ ଶୈଳୀରେ ଦୁନିଆକୁ ହସି ହସି ବେଦମ କରାଉଥିବା କଳାକାର ରାଜୁ ଶ୍ରୀବାସ୍ତବ ଏବେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିରେ। ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ପରଲୋକ ଘଟିଛି। ସେ ହସ୍ପିଟାଲ ବେଡରେ ୪୧ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ…

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରେ…

‘ଛେଲୋ ସୋ’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ: ଚଳିତ ବର୍ଷର ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଆର୍‌ଆର୍‌ଆର୍‌କୁ’ ପଛରେ ପକାଇ ‘ଛେଲୋ ସୋ ଓସ୍କାରକୁ ମନୋନୀତ ହୋଇଛି । ଗୁଜରାଟୀ ଚଳଚ୍ଚିତ୍ର ହେଉଛି ଛେଲୋ ସୋ’ ।  ଓସ୍କାର-୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ ଏହି ଫିଲ୍ମ। ଫିଲ୍ମ ଫେଡେରେସନ ଅଫ୍‌…

ଆରଆରଆର ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ ଓସ୍କାର ପୁରସ୍କାର ଦୌଡରେ ସାମିଲ ହେଲା ଛେଲୋ ଶୋ

ନୂଆଦିଲ୍ଲୀ: ୨୦୨୩ ଓସ୍କାର ପୁରସ୍କାର ବିଦେଶୀ କାଟାଗୋରିରେ ଭାରତର କେଉଁ ଫିଲ୍ମ ପ୍ରବେଶ କରିବ ସେ ନେଇ ଆଲୋଚନା ଜୋର ଧରିଥିଲା । ଏହି ଦୌଡରେ ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଆଗରେ ଥିଲେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଗୁଜରାଟୀ ଫିଲ୍ମ ଛେଲୋ ଶୋଙ୍କୁ ଏଥିପାଇଁ ମନୋନୀତ କରାଯାଇଛି ।…

ନିଜ ଜୀବନକୁ ନେଇ ଖୁସିନଥିଲେ ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକା ଓରଫ୍ ଦୀପାଙ୍କ ଆତ୍ମହତ୍ୟା। ସେ ଚେନ୍ନାଇସ୍ଥିତ ଭିରୁଗମ୍ବାକମ ମଲ୍ଲିକା ଭେନ୍ୟୁରେ ଥିବା ନିଜ ଆପାର୍ଟମେଣ୍ଟରେ ରବିବାର ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୯ ବର୍ଷିୟ ଦୀପା ଆନ୍ଧ୍ର ପ୍ରଦେଶ ବାସିନ୍ଦା। ତେବେ ତାଙ୍କ ମୃତ୍ୟୁର ଅସଲ…

ଦୀର୍ଘ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଲେ ସପ୍ନା ଚୌଧୁରୀ

ଲକ୍ଷ୍ନୌ: ଅଡୁଆରେ ପଡିଲେ ନୃତ୍ୟ କଳାକାର ସପ୍ନା ଚୌଧୁରୀ। ନିଜର ଏକ କାର୍ଯ୍ୟକ୍ରମ ବାତିଲ କରି ଟିକେଟ୍ ଟଙ୍କା ଫେରସ୍ତ ନକରିବା ମାମଲାରେ ସପ୍ନା ସୋମବାର ପ୍ରାୟ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଥିଲେ। ଭବିଷ୍ୟତରେ ସେ ଅଦାଲତ ଶୁଣାଣିରେ ହାଜର ହୋଇ ସହଯୋଗ କରିବା ସର୍ତ୍ତରେ କୋର୍ଟ…

ଫରହାନଙ୍କ ଡନ ଥ୍ରୀରେ ଶାହାରୁଖ, ଅମିତାଭ, ରଣବୀର ଏକତ୍ର ଅଭିନୟ କରିବେ !

ମୁମ୍ବାଇ: ଫରହାନ ଅଖତାର ଡନ ଥ୍ରୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଖାଁଙ୍କୁ ଫରହାନ ପ୍ରଥମେ ଯେଉଁ ସ୍କ୍ରିପ୍ଟ ଶୁଣାଇଥିଲେ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏବେ ସେ ସମ୍ପୂର୍ଣ୍ଣ ନୂତନ ସ୍କ୍ରିପ୍ଟ ପ୍ରସ୍ତୁତ…

ଧୁମଧାମରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ଦେଶୀ ଗାର୍ଲ, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିଭା ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛି। ଏହା ସହିତ ସେ ତାଙ୍କ ସ୍ୱାମୀ ନିକଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ନିକଟରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ ପାଇଁ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ…

ଅମିତାଭ ବଚ୍ଚନଙ୍କ ନୂତନ ଫିଲ୍ମ ‘ଉଁଚାଇ’ର ପୋଷ୍ଟର ରିଲିଜ

ମୁମ୍ବାଇ: ବୟସ ବଢିବା ସଙ୍ଗେ ସଙ୍ଗେ ଚଳଚ୍ଚିତ୍ର ସଂଖ୍ୟା ମଧ୍ୟ ବଢାଇ ଚାଲିଛନ୍ତି ବିଗ୍-ବି ଅମିତାଭ୍ ବଚ୍ଚନ। ଆଜିକାଲି ଅମିତାଭ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାର ଶୀର୍ଷରେ ରହୁଛନ୍ତି। ନିକଟରେ ତାଙ୍କର ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି। ଅତୀତରେ ତାଙ୍କ ଫିଲ୍ମ…