Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୁନିଆକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ସଙ୍ଗୀତ

ନୂଆଦିଲ୍ଲୀ: ବଲିଉଡ୍‌ ସଙ୍ଗୀତ ଜଗତର ଚର୍ଚ୍ଚିତ ଗାୟକ କୈଳାଶ ଖେର୍‌। ତାଙ୍କ ଗୀତର ଭିନ୍ନ ଅନ୍ଦାଜ୍‌ ସଙ୍ଗୀତ ପ୍ରେମୀଙ୍କୁ ବିଭୋର କରିଥାଏ। ଆଉ ତାଠାରୁ ଅଧିକ ଆକର୍ଷଣୀୟ ହେଉଛି ତାଙ୍କ ଡ୍ରେସିଂ ଷ୍ଟାଇଲ୍‌। ଏକ କଳା ସାର୍ଟ, ପନିଟେଲ୍ ଏବଂ ଇୟରିଂ ତାଙ୍କୁ ଭାରି ମାନିଥାଏ। ତାଙ୍କ ମତରେ…

ଆଜି କୋର୍ଟରେ ହାଜର ହେବେ ଅରମାନ୍‌ କୋହଲି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦିନ ବଲିଉଡ୍‌ ଅଭିନେତା ଅରମାନ କୋହଲିଙ୍କ ଜୁହୁସ୍ଥିତ ବାସଭବନରେ ଚଢାଉ ପରେ ଅରମାନଙ୍କୁ ଅଟକ ରଖି ତାଙ୍କୁ ଜେରା କରିଥିଲା। ସେଠାରୁ କିଛି ପରିମାଣର କୋକେନ ଜବତ କରିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ଅଭିନେତାଙ୍କୁ ଆଜି…

କୋର୍ଟର ବୋଲ ମାନୁନାହାନ୍ତି ଆମାନିଆ ହନି ସିଂ

ମୁମ୍ବାଇ:ମୁମ୍ବାଇ ଫେମସ୍ ରାପର ୟୋ ୟୋ ହନି ସିଂ ନାଁ ରେ ଘରୋଇ ହିଂସା ମାମଲା । ତାଙ୍କ ନାଁ ରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଏହି ମାମଲରା ଶୁଣାଣୀ ଦିଲ୍ଲୀ ତିସହଜାରୀ କୋର୍ଟରେ ୨୮ ତାରିଖ ଦିନ ହେବାର ଥିଲା ହେଲେ ହନି ସିଂ ଆଜି କୋର୍ଟ କୁ ଆସିନଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ…

ପଡୋଶୀଙ୍କୁ ମାରପିଟ୍ ଅଭିଯୋଗରେ ଅଭିନେତା ବବି ମିଶ୍ର ଥାନାରେ ଅଟକ

ଭୁବନେଶ୍ୱର: ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବବି ମିଶ୍ର । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ପଡୋଶୀଙ୍କୁ ଗାଳି ଗୁଲଜ ସହ ମାଡ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ନୟାପଲ୍ଲୀ ଥାନାରେ ପଡୋଶୀଙ୍କ ଅଭିଯୋଗ…

ବାହା ହେବେ ଶ୍ରଦ୍ଧା!

ମୁମ୍ବାଇ: ଶ୍ରଦ୍ଧା କପୁର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ରଦ୍ଧା କପୁର ଖୁବ୍‌ ଶୀଘ୍ର ତାଙ୍କ ଗୁଜବ ବଏଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ତେବେ ଏ ଖବରକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି…

ଟେଲି ଅଭିନେତା ଗୌରବ ଦୀକ୍ଷିତ ଗିରଫ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଟେଲିଭିଜନ ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ତାଙ୍କ ବାସଭବନରେ ଚଢାଉ ସମୟରେ ଏମଡି ଏବଂ ଗଞ୍ଜେଇ ଉଦ୍ଧାର କରିବା ପରେ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏନସିବି ଏହି ରିପୋର୍ଟକୁ ନିଶ୍ଚିତ କରି ଏକ ବିବୃତ୍ତି…

ରିଲିଜ୍‌ ହେଲା ବିଗ୍‌ ବିଙ୍କ ‘ଚେହ୍‌ରେ’

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ଅଭିନୀତ ଚଳଚ୍ଚିତ୍ର ଚେହ୍‌ରେ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଏହି ଦୁଇ ତାରକା ଏକାଠି ନଜର ଆସିଛନ୍ତି। ଚେହେର ଘୋଷଣା ହେବା…

‘ଦେଶ୍‌ କେ ମେଣ୍ଟର୍ସ’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ ସୁଦ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ 'ଦେଶ୍‌ କେ ମେଣ୍ଟର୍ସ'ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଅଭିନେତା ସୋନୁ ସୁଦ। ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସୋନୁ ପଞ୍ଜାବରେ ଆମ୍…

ବିଗ୍‌ ବିଙ୍କ ଅଙ୍ଗରକ୍ଷୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବାର୍ଷିକ ୧.୫ କୋଟି ଟଙ୍କା ଆୟ କରୁଥିବା ଅଭିଯୋଗ ଆସିବା ପରେ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଦେଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ମୁମ୍ବାଇ ପୋଲିସ ବିଭାଗ ସହିତ ସଂଲଗ୍ନ କନଷ୍ଟେବଳ ସିନ୍ଦେ…

ବଡ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ବେଶ କିଛିଦିନ ହେଲା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କଠାରୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ନିକଟରେ ଏକ ନୂଆପୁରୁଣା ଘଟଣାକୁ ନେଇ ବର୍ଷା ଚର୍ଚ୍ଚା ସାଉଣ୍ଟିଛନ୍ତି । ଖୁବଶୀଘ୍ର ବଡ ପରଦାକୁ ଫେରିବା ନେଇ ଖୋଦ…