Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ଚେହରେ’ ପାଇଁ କୌଣସି ପାଉଣା ନେଇନାହାନ୍ତି ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ କେବଳ ବଲିଉଡରେ ଶେହ୍‌ନ୍‌ଶାହା କୁହାଯାଏ ନାହିଁ। ଲୋକମାନେ ତାଙ୍କ କାର୍ଯ୍ୟ ଏବଂ ଉଦାରତାକୁ ନେଇ ତାଙ୍କୁ ସମ୍ମାନ ଦେଇ ଏହି ନାଁରେ ଡାକିଥାନ୍ତି। ଏହି ସମୟରେ ଅମିତାଭ ବଚ୍ଚନ ପୁଣିଥରେ ଏପରି କିଛି କରିଛନ୍ତି ଯାହାକୁ ନେଇ ବିଗ୍‌ ବିଙ୍କ ନିକଟକୁ ପ୍ରଶଂସାର ସୁଅ…

ପୁଣି ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ!

ନୂଆଦିଲ୍ଲୀ: ପୁଣି ଥରେ ବାହା ହେଲେ ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ଅଗଷ୍ଟ ୨୪ ରେ ପତ୍ନୀ ପୋନି ବର୍ମାଙ୍କ ସହ ସେ ତାଙ୍କର ୧୧ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ତେବେ ସେମାନଙ୍କ ପୁଅ ବେଦାନ୍ତ ତାଙ୍କ ପିତାମାତାଙ୍କୁ…

ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସ: ଡ୍ରଗ୍ସ ସେବନ କରୁଥିଲେ ସଞ୍ଜନା, ରାଗିନୀ !

ବାଙ୍ଗାଲୋର: ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସରେ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଫଏସଏଲ ରିପୋର୍ଟରେ ଅଭିନେତ୍ରୀ ସଞ୍ଜନା ଗଲରାନୀ ଓ ରାଗିନୀ ଦ୍ୱିବେଦୀ ଡ୍ରଗ୍ସ ସେବନ କରୁଥିବା ସ୍ପଷ୍ଟ ହୋଇଛି । ସେଂଟ୍ରାଲ ଫୋରେସିଂକ ସାଇଂସ ଲାବୋରେଟୋରୀ ସେମାନଙ୍କ ଚୁଟି ସାମ୍ପୁଲରୁ ଏହି ପ୍ରମାଣ…

ବଲିଉଡ୍‌‌ରେ ପ୍ରବେଶ ପୂର୍ବରୁ କୋଇଲା ଖଣିରେ କାମ କରୁଥିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ପୁରୁଣା ସ୍ମୃତି ବାଣ୍ଟିଛନ୍ତି। ତାଙ୍କର ଚଳଚ୍ଚିତ୍ର 'କାଲା ପଥର୍'କୁ ୪୨ ବର୍ଷ ପୂରିଛି। ଏହି ଅବସରରେ ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ବଲିଉଡ୍‌ରେ ପ୍ରବେଶ ପୂର୍ବରୁ ତାଙ୍କର ପ୍ରଥମ ଜୀବିକା ବିଷୟରେ ଖୁଲାସା…

୩ରେ ରିଲିଜ କରିବ ଆହାନ ଓ ତାରାଙ୍କ ‘ତଡପ୍‌’

ମୁମ୍ବାଇ: ନବାଗତା ଅଭିନେତା ତଥା ସୁନୀଲ୍‌ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ 'ତଡପ' ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ ତାରା ସୁତାରିଆ। ତେବେ ଚଳଚ୍ଚିତ୍ର 'ତଡପ' ଚଳିତ ବର୍ଷ ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ…

ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ପାଣାଜୀ: ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀ ଆଲେକ୍‌ଜାଣ୍ଡ୍ରା ଜାଭିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ଉତ୍ତର ଗୋଆ ଜିଲ୍ଲାର ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ଅଭିନେତ୍ରୀଙ୍କ ମୃତଦେହର ପୋଷ୍ଟମର୍ଟମ କରିବାକୁ ଗୋଆ ପୋଲିସ ଅପେକ୍ଷା କରିଛି ବୋଲି…

୧୦ରେ ବଡ଼ ପରଦାରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ‘ଥାଲାଇଭି’

ମୁମ୍ବାଇ: ସେପ୍ଟମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଥାଲାଇଭି'। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏଏଲ ବିଜୟ। ନିର୍ମାତା ଏହାର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଦୁଇଥର ସ୍ଥଗିତ ରଖାଯାଇଥିଲା। ଫିଲ୍ମ…

ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର କ୍ୟାନ୍‌ସର ପୀଡିତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍‌ସରରେ ପୀଡିତ। ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ମଞ୍ଜରେକରଙ୍କ ଅସ୍ତ୍ରୋପଚାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର…

ଆଜିଠୁ ଆରମ୍ଭ କେବିସି ୧୩; ଜାଣନ୍ତୁ କିଏ ହେବେ ପ୍ରଥମ ପ୍ରତିଯୋଗୀ

ନୂଆଦିଲ୍ଲୀ: କୁଇଜ୍ ଶୋ କୌନ ବନେଗା କରୋଡ୍‌ପତି ଏହାର ୧୩ ତମ ସିଜିନ୍ ଆରମ୍ଭ କରିବାକୁ ଯାଉଛି। ସୋମବାର ଅର୍ଥାତ୍‌ ଅଗଷ୍ଟ ୨୩ରେ ଟେଲିଭିଜନ୍‌ରେ ଏହାର ପ୍ରଥମ ଏପି‌େସୋଡ୍‌ ପ୍ରସାରିତ ହେବ।  ପ୍ରଶଂସକମାନେ ମଧ୍ୟ ଅମିତାଭ ବଚ୍ଚନଙ୍କ ଆୟୋଜିତ ସୋ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା…

‘ବେଲ୍‌ବଟମ୍‌’; ୩ ଦିନରେ ଆୟ ୯‌ କୋଟି!

ନୂଆଦିଲ୍ଲୀ: କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ବଲିଉଡ୍‌ ମୁଭି ବେଲ୍‌ବଟମ୍‌। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ଆଦୃତ ଲାଭ କରିଛି। ତେବେ କିଛି ବିବାଦୀୟ ଦୃଶ୍ୟ ଯୋଗୁ ଏହାକୁ କିଛି ଦେଶରେ ବ୍ୟାନ୍‌ ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି।…