Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧୋନୀ,ଯୁବରାଜଙ୍କୁ ସାଇନ କରି ବର୍ବାଦ ହୋଇ ଯାଇଥିଲେ ଏହି ହୀରୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂଙ୍କ ସହ ଏକତ୍ର ବ୍ୟବସାୟ କରି ସେ ସମୟରେ ଜଣେ ଯୁବ ମଡେଲର ତଥା ହୀରୋ ବର୍ବାଦ ହୋଇ ଯାଇଥିଲେ । ଆପଣମାନଙ୍କ ମନରେ ନିଶ୍ଚିତ ଭାବେ ଉତ୍କଣ୍ଠା ଜାତ ହେଉଥିବ ଏହି ହୀରୋ ଜଣଙ୍କ କିଏ ? ବଲିଉଡରେ ୧୯୯୯ରେ…

କ୍ୟାଟ୍ରିନା କଲେ ନାଗ ଦେବତାଙ୍କ ନିକଟରେ ପ୍ରାୟଶ୍ଚିତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ପ୍ରାୟଶ୍ଚିତ ପାଇଁ ନାଗ ଦେବତାଙ୍କ ନିକଟରେ ପୂଜା କରିଛନ୍ତି । କର୍ଣ୍ଣାଟକର ସାଉଥ କନ୍ନଡ ଜିଲ୍ଲାରେ ଥିବା କୁକ୍କେ ଶ୍ରୀ ସୁବ୍ରମଣ୍ୟମ ମନ୍ଦିରରେ କ୍ୟାଟ୍ରିନା ଏହି ପୂଜାର୍ଚ୍ଚନା କରିଥିଲେ । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ପୂଜା ବୁଧବାର…

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ଅଭିନେତା ମୋହନ ବାବୁଙ୍କ ହାତ! 

ହାଇଦ୍ରାବାଦ: କନ୍ନଡ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ପ୍ରସିଦ୍ଧ ତେଲୁଗୁ ସିନେମା ଅଭିନେତା ମୋହନ ବାବୁଙ୍କ ହାତଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଜଣେ ସମାଜସେବୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଚିତୀମଲୁ ଏସିପି ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି, ଦେଖନ୍ତୁ ଫଟୋ…

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା…

ଫିଲ୍ମ ସୁଟିଂ ପାଇଁ ଓଡି଼ଶାରେ ପ୍ରିୟଙ୍କା ଚୋପ୍ରା…

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲାର ସେମିଲିଗୁଡ଼ାରେ ଦେଖାଯାଇଛନ୍ତି। ସେଠାରେ ସେ ଏସ ଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର SSMB29ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସେଟ୍ ରୁ ଭିଡିଓ ଏବଂ ଫଟୋ ଲିକ୍…

ଥାଲାପତି ବିଜୟଙ୍କ ନାଁରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ବିଜୟଙ୍କ ନାଁରେ ମାମଲା ରୁଜୁ । ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ଏବଂ ରାଜନେତା ଥାଲାପତି ବିଜୟଙ୍କ ନାଁ ଏଫଆଇଆର ରୁଜୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଚେନ୍ନାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଅଭିନେତା ବିଜୟଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ…

ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍’ର ସିକ୍ବେଲରେ ନଜର ଆସିବେ ଝିଅ ଖୁସି କପୁର

ମୁମ୍ବାଇ: ଶ୍ରୀଦେବୀଙ୍କ ଶେଷ ଫିଲ୍ମ "ମମ୍" ୨୦୧୭ରେ ମୁକ୍ତିଲାଭ କରିଥିଲା। ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା ଏହି ଫିଲ୍ମ। ଏହାର କାହାଣୀଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏବେ ଶ୍ରୀଦେବୀ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ ପ୍ରଯୋଜକ ତଥା…

ହାତକୁ ଦି ହାତ ହେବେ ଅନୁଭବ-ଜାଗ୍ରତି, ଦିଲ୍ଲୀରେ ହେବ ଡେଷ୍ଟିନେସନ୍ ୱେଡିଂ

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସରିଲା ନିର୍ବନ୍ଧ, ଆଜି ପଡିବ ହାତଗଣ୍ଠି। ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି। ଦିଲ୍ଲୀର ଜାଗ୍ରତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା। ଦିଲ୍ଲୀର ଏକ ମନ୍ଦିରରେ ହେବ ଡେଷ୍ଟିନେସନ୍…

ଟ୍ୟାକ୍ସ ଚୋରି ମାମଲାରେ ଶାହରୁଖଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ୨୦୧୧ରେ ମୁକ୍ତିଲାଭ କରିଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ରା-ୱାନର ଟିକସ ଚୋରି ମାମଲାରେ ଆୟକର ବିଭାଗ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଇନକମ  ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍ ତାଙ୍କ ସପକ୍ଷରେ ରାୟ ଦେବାପରେ ସେ ଏହି ମୋକଦ୍ଦମା ଜିତି ଯାଇଛନ୍ତି। ତେବେ ଏହି…

ଘରକୁ ଟ୍ରଫି ଆଣିଲେ ସ୍ବାମୀ: ବେବି ବମ୍ପ ସହ ଚିୟର କରୁଥିବାର ନଜର ଆସିଲେ ଆଥିୟା

ମୁମ୍ବାଇ: ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଘରକୁ ଆଣିଛି । ଯାହାକୁ ନେଇଏବେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଟିମଙ୍କ ପରିବାରଙ୍କ ସ୍ନେହ ପୂର୍ଣ୍ଣ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ…