Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଗୁରୁତର

ମୁମ୍ବାଇ: ବଲିଉଡର ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେ ସେ ଭେଟିଂଲେଟର ସପୋର୍ଟରେ ଅଛନ୍ତି । ଡାକ୍ତରଙ୍କ ଏକ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତାଙ୍କ…

ସୁଧୁରୁଛି ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା

ଭୁବନେଶ୍ଵର: ଧିରେ ଧିରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଭେଣ୍ଟିଲେଟରରୁ ବାହାରି ମେଡିସିନ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି ।…

ମାଇକେଲ ଜ୍ୟାକସନଙ୍କ ବାୟୋପିକ ଟ୍ରେଲର ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ: କିଙ୍ଗ ଅଫ ପପ ମାଇକେଲ ଜ୍ୟାକସନଙ୍କ ବାୟୋପିକର ଟ୍ରେଲର ଏବେ ଝଡ ସୃଷ୍ଟି କରିଛି । ମାଇକେଲ ନାମକ ଏହି ଫିଲ୍ମର ଟ୍ରେଲରକୁ ୨୪ ଘଂଟା ମଧ୍ୟରେ ରେକର୍ଡ ୧୧୬ ମିଲିୟନ ଭ୍ୟୁଜ ମିଳିଛି । ଏହି ଫିଲ୍ମ ଆସନ୍ତା ବର୍ଷ ରିିଲିଜ ହେବ । ମ୍ୟୁଜିକ ଦୁନିଆରେ ସାରା ବିଶ୍ୱରେ ସେ ଏକ ସ୍ୱତନ୍ତ୍ର…

କମଳା ହାସନ, ରଜନୀକାନ୍ତଙ୍କୁ ନେଇ ଫିଲ୍ମ କରିବେ ସୁନ୍ଦର

ଚେନ୍ନାଇ: ଭାରତୀୟ ସିନେମା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଦୁଇ ମହାନାୟକ କମଳା ହାସନ ଓ ରଜନୀକାନ୍ତଙ୍କୁ ଦୀର୍ଘ ଦିନ ପରେ ଦର୍ଶକ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ । ରାଜକମଲ ଫିଲ୍ମସ ଇଂଟରନ୍ୟାଶନାଲ ଓ କମଳା ହାସନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନାମ ଏବେ ଥାଲାଇଭାର…

ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର। ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା…

ମହାବତାର ଫିଲ୍ମ ପାଇଁ ନନଭେଜ, ମଦ ଛାଡିଲେ ଏହି କଳାକାର

ମୁମ୍ବାଇ: ଛାବା ଫିଲ୍ମ ବ୍ଲକବଷ୍ଟର ହେବା ପରେ ଭିକ୍କି କୌଶଲଙ୍କ ଚାହିଦା ବଢ଼ିଛି । ଏଥିରେ ଭିକ୍କିଙ୍କ ପ୍ରଦର୍ଶନଙ୍କୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ମହାବତାର ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାବତାର ସେ ଭଗବାନ ପର୍ଶୁରାମଙ୍କ ଭୂମିକା କରିବେ ।…

ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି, ଡ଼ିସେମ୍ବର ଭିତରେ ଚାର୍ଜସିଟ୍ ଦାଖଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ସୋମବାର ଦାବି କରିଛନ୍ତି ଯେ ସ୍ୱର୍ଗତ ଜୁବୀନ ଗର୍ଗଙ୍କୁ ସିଙ୍ଗାପୁରରେ ହତ୍ୟା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବୀନଙ୍କ ମୃତ୍ୟୁ ହୋଇଥିଲା। ସେ ଉତ୍ତର-ପୂର୍ବ ଭାରତ ମହୋତ୍ସବ…

Operation Safed Sagar: କ’ଣ ଏହି ଅପରେସନ ସଫେଦ ସାଗର? ନେଟଫ୍ଲିକ୍ସରେ ଖୁବଶୀଘ୍ର ହେବ ରିଲିଜ..

ମୁମ୍ବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧର ସ୍ମୃତି ଏବେ ବି ଦେଶବାସୀଙ୍କ ମନରେ ଜୀବିତ ରହିଛି । ଏହି ଯୁଦ୍ଧରେ, ବାୟୁସେନା, ସେନା ସହିତ ମିଶି ଏକ ଅପରେସନ୍ କରିଥିଲା, ଯାହାକୁ 'ଅପରେସନ୍ ସଫେଦ୍ ସାଗର' ନାମ ଦିଆଯାଇଥିଲା । ଏହି ଯୁଦ୍ଧ ବରଫ ଆଚ୍ଛାଦିତ ପର୍ବତ ମଧ୍ୟରେ…