Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରୋନା ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲେ ବିଗ୍‌ ବି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସୁରକ୍ଷା ପାଇଁ ସହାୟତାର ହାତ ବଢାଇଲେ ବିଗ୍‌ ବି। ଦିଲ୍ଲୀର କୋଭିଡ୍‌ କେୟାର୍‌ ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ…

ମାଟିର ମଣିଷ ଓ ସତ୍ୟଜିତ ରାୟ

ଚିଠିର ସ୍ପଷ୍ଟରେଖକୁ ଆଗ ପଢନ୍ତୁ , ଏହା ମୂଳ ଚିଠିର ଅବିକଳ । ତେବେ କାଗଜ ଚିରି ଥିବାରୁ ଦୁଇଟି ସ୍ଥାନରେ XXX ଚିହ୍ନ ଦେଇଛି । ଏହାକୁ ମୁଁ ଅନୁମାନ କରି ଲେଖି ପାରିଥାନ୍ତି କିନ୍ତୁ ଜାଣିଶୁଣି କଲି ନାହିଁ, ଆପଣମାନେ ଅନୁମାନ କରିପାରିବେ ଓ ଜାଣିପାରିବେ । SATYAJIT RAY 3 LAKE…

କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ସୁରଜ

ନୂଆଦିଲ୍ଲୀ: ଟେଲିଭିଜନ କଳାକାର ସୁରଜ ଥପଡ କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମୁମ୍ବାଇରେ କରୋନାର ଭୟଙ୍କର ଗତିକୁ ଦେଖି ଅନେକ ଟେଲିଭିଜନ ଧାରାବାହିକଗୁଡ଼ିକର ସୁଟିଂ ଅନ୍ୟ ସ୍ଥାନରେ କରାଯାଉଛି।  ଟେଲି ଧାରାବାହିକ 'ସୌର୍ଯ୍ୟ ଔର୍‌ ଅନୋଖୀ କୀ…

କୋଭିଡ୍‌ ରିଲିଫ୍‌ ପାଇଁ ୩.୫ କୋଟିରୁ ଅଧିକ ସଂଗ୍ରହ କଲେଣି ବିରୁଷ୍କା

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଘୋଷଣା କରିଛନ୍ତି ଯେ ସେମାନେ କୋଭିଡ-୧୯ ରିଲିଫ ପାଇଁ ଏକ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିଜେ ୨ କୋଟି ଟଙ୍କା ଦାନ କରିବା ପରେ ସେମାନେ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ମହାମାରୀ ସହ ଲଢିବାରେ…

କରୋନା ମୁକାବିଲା; କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ବେଡ୍‌ ଦେଲେ ନିର୍ମାତା ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଦିଲ୍ଲୀର ଗୁରୁ ତେଗ ବାହାଦୂର କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ଶଯ୍ୟା ଦାନ କରିଛନ୍ତି। କୋଭିଡ-୧୯ ରିଲିଫ କାର୍ଯ୍ୟରେ ସେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି ଭାବେ ସାମିଲ୍‌ ହୋଇଛନ୍ତି। ଏହାସହିତ ସେ ଅନ୍ୟାନ୍ୟ ଚିକିତ୍ସା ସୁବିଧା…

କରୋନା ରୋଗୀଙ୍କୁ ଅକ୍ସିଜେନ ସେବା ଯୋଗାଉଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସହିତ ଭାରତ ସଂଘର୍ଷ କରୁଥିବାରୁ ସେଲିବ୍ରିଟିମାନେ ଲୋକମାନଙ୍କୁ ଏହି ସଙ୍କଟର ମୁକାବିଲା କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରବୀନା ଟଣ୍ଡନ ମଧ୍ୟ ଏହି ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର କରୋନା ରୋଗୀଙ୍କ ପାଇଁ…

ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲା ମାନବ ଏବଂ ଅର୍ଚ୍ଚନାଙ୍କ ଯୋଡି

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଏବଂ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଫଟୋ ଏଣିକି ପିଲାମାନଙ୍କ ପାଇଁ ବଙ୍ଗଳା ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ। ବଙ୍ଗଳାର ଛାତ୍ରଛାତ୍ରୀ ଏବେ ଉଭୟଙ୍କ ସମ୍ପର୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ। ଏହା ସୁଶାନ୍ତ ଏବଂ…

କରୋନା ସଙ୍କଟ ବେଳେ ପୁଣି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ, ଖୁବଶୀଘ୍ର ଟିଭି ପରଦାରେ ରାମାୟଣ !

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଗାଥା ରାମାୟଣ ପୁଣି ଥରେ ଖୁବସୀଘ୍ର ଟିଭି ପରଦରେ ଦେଖିବାର ସୁଯୋଗ ମିଳିବ । ଆସନ୍ତା ଗୁରୁବାରଠାରୁ କଲର୍ସ ଚ୍ୟାନେଲରେ ଏହାର ପ୍ରସାରଣ ହେବ । କରୋନା ସଙ୍କଟ ଭିତରେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ କରୋନା କର୍ଫ୍ୟୁ ଲାଗିଛି । ସମସ୍ତେ ଘରେ…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ କରୋନା, କହିଲେ- ‘ଭୂତାଣୁକୁ ହରାଇବି’

ମୁମ୍ବାଇ: କଙ୍ଗନାଙ୍କୁ କରୋନା । ବି-ଟାଉନର ଚର୍ଚ୍ଚିତ, ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ବିବାଦରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରଣାୱତ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । View this post…

କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ…