Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଘରକୁ ଟ୍ରଫି ଆଣିଲେ ସ୍ବାମୀ: ବେବି ବମ୍ପ ସହ ଚିୟର କରୁଥିବାର ନଜର ଆସିଲେ ଆଥିୟା

ମୁମ୍ବାଇ: ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଘରକୁ ଆଣିଛି । ଯାହାକୁ ନେଇଏବେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଟିମଙ୍କ ପରିବାରଙ୍କ ସ୍ନେହ ପୂର୍ଣ୍ଣ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ…

ଆଇଫା ଆୱାର୍ଡ: ବେଷ୍ଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ, ଶ୍ରେଷ୍ଠ ଫିଲ୍ମ ଲାପତା ଲେଡିଜ୍

ଜୟପୁର: ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି (ଆଇଫା)ର ଆୱାର୍ଡ ଶୋ ମାର୍ଚ୍ଚ ୮ ଏବଂ ୯ରେ ଜୟପୁରରେ ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ଆଇଫା ଡିଜିଟାଲ୍ ପୁରସ୍କାର ଏବଂ ରବିବାର ଦିନ ଆଇଫା ମେନ୍ ଆୱାର୍ଡର ବିଜେତାମାନଙ୍କ ନାମ ଘୋଷଣା କରାଯାଇଥିଲା। ଯେଉଁଥିରେ ଥିଏଟରରେ ମୁକ୍ତିଲାଭ…

‘ହମ୍ ଜିତ୍ ଗୟେ’, କାଜୋଲଙ୍କ ସିନେମା ସିନକୁ ସେୟାର କରି ଭାରତର ବିଜୟ ସେଲିବ୍ରେଟ କଲେ ଅଜୟ

ମୁମ୍ବାଇ: ଆଜି ଚାମ୍ପିୟନ୍ସ ହୋଇଛି ଭାରତ । ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫିର ମୁକୁଟ ପିନ୍ଧିଛନ୍ତି । ଦେଶରେ ଏବେ ଖୁସିର ଲହରି ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ…

ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଜାରି ହେଲା ନୋଟିସ

ଜୟପୁର: ଗୁଟଖା ବ୍ରାଣ୍ଡର ବିଜ୍ଞାପନ ଯୋଗୁଁ ବଲିଉଡ ବାଦଶାହା ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁର ଜିଲ୍ଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ସହିତ ଜଡିତ ଏକ ମାମଲାରେ ଏହି ତାରକାମାନଙ୍କୁ ସମନ ପଠାଇଛନ୍ତି । କମିଶନ ଶାହରୁଖ…

ଆଇଫା ୨୦୨୫ : ବେଷ୍ଟ ଅଭିନେତା ହେଲେ ବିକ୍ରାନ୍ତ ମେସି, ଦେଖନ୍ତୁ ପୁରା ଲିଷ୍ଟ୍

ମୁମ୍ବାଇ: ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଛି ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି IIFA ଆୱାର୍ଡ। ଜୟପୁରରେ ବଲିଉଡ ତାରକାଙ୍କ ଝଲକ ଝଲସି ଉଠୁଛି। ଗତକାଲି ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ଏହି ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ…

କୋରାପୁଟ ‘ଏସ୍‌ଏସ୍‌ଏମ୍‌ବି୨୯’ ଟିମ୍: ପହଞ୍ଚିଲେଣି ମହେଶ, ଆସୁଛନ୍ତି ପ୍ରିୟଙ୍କା

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଚାଲିଛି ଦକ୍ଷିଣ ସିନେମାର ସୁଟିଙ୍ଗ । କୋରାପୁଟ ଦେଓମାଳିରେ ଜମିଛି ସାଉଥ୍ ଷ୍ଟାରଙ୍କ ମେଳି । ସିନେ ନିର୍ମାତାଙ୍କ ସାଙ୍ଗକୁ କ୍ରୁ ଆଉ କ୍ର୍ୟୁ ସେଟ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି । ସେପଟେ ସିନେମାର ସୁଟିଙ୍ଗ ପାଇଁ କୋରାପୁଟରେ ପହଞ୍ଚିଛନ୍ତି ସାଉଥ୍…

ଅଲଗା ଅନ୍ଦାଜରେ ନଜର ଆସିଲେ ଶାହିଦ୍-କରୀନା: ଶାହିଦ୍ କହିଲେ, ‘କିଛି ନୂଆ….’

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡିମାନଙ୍କ ମଧ୍ୟରୁ ଶାହିଦ୍ କପୂର ଏବଂ କରୀନା କପୂର ଅନ୍ୟତମ । ସେମାନଙ୍କର ବହୁ ପ୍ରଶଂସିତ ସିନେମା ‘ଜବ୍ ଉଇ ମେଟ୍’କୁ ଏବେ ବି ନିଜ ଭାବନା ସହିତ ଯୋଡନ୍ତି ଫ୍ୟାନ୍ସ । ଆଉ ରିଲ କପଲ୍ ସହ ରିଏଲ କପଲ୍ ଭାବେ ମଧ୍ୟ ଫ୍ୟାନ୍ସଙ୍କ ବେଶ୍ ଚହିତେଦାର ଥିଲେ…

ଶାହିଦ-କରିନାଙ୍କ ଏହି ଫିଲ୍ମ ଦେଖି ଅଭିନୟ ଜଗତରେ ଏଣ୍ଟ୍ରି ପାଇଁ ବାଧ୍ୟ ହୋଇଥିଲେ ଅନୁଷ୍କା

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ଶାହିଦ କପୁର ଏବଂ କରୀନା କପୁରଙ୍କ ଯୋଡ଼ି ପ୍ରଶଂସକଙ୍କ ସହିତ ଷ୍ଟାରମାନଙ୍କର ମଧ୍ୟ ପ୍ରିୟ ଥିଲା। ଶାହିଦ ଏବଂ କରିନାଙ୍କ ଫିଲ୍ମ ଜବ୍ ୱି ମେଟ୍ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ସାଉଁଟିଥିଲା। ଲୋକମାନେ ଏବେ ବି ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।…

ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ଫିଟନେସର ରାଜ୍ ଖୋଲିଲେ ନୀତା ଅମ୍ବାନୀ…

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ୬୧ ବର୍ଷ ବୟସରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତାଙ୍କର ସୁସ୍ଥ ଜୀବନଶୈଳୀର ଫଳାଫଳ ହେଉଛି ତାଙ୍କର ଫିଟନେସ୍ । ଅନ୍ତର୍ଜାତୀୟ ମହିଳା ଦିବସରେ, ସେ ତାଙ୍କ ଫିଟନେସର ରାଜ୍ କହିଛନ୍ତି ଏବଂ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ…

‘ନିଜର ସଫଳତାକୁ ସହିପାରିଲେନି ସମୟ ଓ ରଣବୀର’

ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ଦେଇଥିବା ବୟାନ ଯୋଗୁଁ ଏବେ ବି ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସେ ଗୌହାଟୀ ପୋଲିସ ନିକଟରେ ତାଙ୍କର ବୟାନ ରେକର୍ଡ କରିଛନ୍ତି । ଏହି ସମୟରେ, ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ଏହି ବିଷୟରେ…