Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୋସିଆଲ୍‌ ମିଡିଆକୁ ଫେରିଲେ ଅଙ୍କିତା

ମୁମ୍ବାଇ: ଆଜି ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଲା। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। କିଛିଦିନ ତଳେ ସୋସିଆଲ୍‌ ମିଡିଆରୁ ସ୍ବଳ୍ପ ସମୟ ପାଇଁ ବିରତୀ ନେଇଥିଲେ ଅଭିନେତ୍ରୀ ଅଙ୍କିତା ଲେଖଣ୍ଡେ। ଗୁଜବ ଉଠିଥିଲା ଯେ ସୁଶାନ୍ତ ସିଂ…

ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ଆଳରେ ସଲମାନଙ୍କୁ ପୁନର୍ବାର ବୁଢ଼ା କହିଲେ କେଆରକେ

ମୁମ୍ବାଇ:ସଲମାନ ଖାଁ ଏବଂ କମାଲ ଖାଁଙ୍କ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ନେଉ ନାହିଁ । ଆଜି ଦିଶା ପାଟ ପାଟନୀଙ୍କୁ ତାଙ୍କ ୨୯ତମ ଜନ୍ମ ଦିବସ ଶୁଭେଚ୍ଛା ଜଣାଇବା ଆଳରେ କେଆରକେ ପୁନର୍ବାର ସଲମାନଙ୍କୁ କଟାକ୍ଷ କରିଛନ୍ତି । ସେ ଦିଶାଙ୍କୁ ଟୁଇଟ କରିଛନ୍ତି, ପ୍ରିୟ ଦିଶା ପାଟନୀ ତୁମକୁ…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଏ୍‌କଟ୍‌ କରୀନା କପୁର’

ନୂଆଦିଲ୍ଲୀ: ଟ୍ୱିଟରରେ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ଝଡ ସୃଷ୍ଟି ହୋଇଛି। ଏବେ ଟ୍ବିଟରରେ ଟ୍ରେଣ୍ଡ୍‌ କରୁଛି 'ବଏ୍‌କଟ୍‌ କରୀନା କପୁର ଖାନ'। ଏହି ଝଡ ପଛର କାରଣ ହେଉଛି ଫିଲ୍ମ 'ରାମାୟଣ'ରେ ସୀତା ରୋଲ୍‌ ପାଇଁ କରୀନାଙ୍କ ୧୨ କୋଟି ଦାବି। ସୂଚନା ମୁତାବକ ସୀତା ଭୂମିକା ପାଇଁ…

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ବାୟୋଟେକ୍ ଫାର୍ମ ମାଇଲାବ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମାଇଲାବ ଡିସକଭରି ସଲ୍ୟୁସନ୍ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ତାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ଏକ ପୁଣେ ଭିତ୍ତିକ ଫାର୍ମ। ନିକଟରେ ଏହା ଦେଶର ପ୍ରଥମ କୋଭିଡ୍‌-୧୯ ସେଲ୍ଫ ଟେଷ୍ଟ କିଟ୍ କୋଭିସେଲଫ୍ ଲଞ୍ଚ କରିଛି।…

ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କଲେ ସୋନୁ

ନୂଆଦିଲ୍ଲୀ: ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କରିଛନ୍ତି ଅଭିନେତା ସୋନୁ ସୁଦ। ଆଇଏଏସ୍‌ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ନୂତନ ପଦକ୍ଷେପ ନେଇଛନ୍ତି। ସେ 'ସମ୍ଭବମ୍‌' ନାମରେ ଏକ…

ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ରକୁ ନେଇ ନୀରବତା ଭାଙ୍ଗିଲେ ରାଜ କୁନ୍ଦ୍ରା; କହିଲେ ଛାଡପତ୍ରର କାରଣ ଶିଳ୍ପା ନୁହନ୍ତି

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ବିବାହ କରିବାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ। ତେବେ ଅନେକ ସମୟରେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ରାଜ କୁନ୍ଦ୍ରା ଏବଂ ପ୍ରଥମ ପତ୍ନୀ…

ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ପାଇଁ ପ୍ରଥମ ପସନ୍ଦ ଥିଲେ ଐଶ୍ୱର୍ଯ୍ୟା!

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'କୁଛ୍‌ କୁଛ୍‌ ହୋତା ହେ' ପାଇଁ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବି ମିଳିଥିଲା ଚାନ୍ସ୍‌। ହେଲେ ଫିଲ୍ମରେ ଅଭିନୟ ପାଇଁ ଐଶ୍ୱର୍ଯ୍ୟା ମନା କରିଦେଇଥିଲେ। ଏମିତି ଏକ ଖବର ଏବେ ସାମ୍‌ନାକୁ ଆସିଛି।…

‘ବିଜୟ ମାଷ୍ଟର’ ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ସଲମାନ ଖାନ

ମୁମ୍ବାଇ: ଗ୍ରାଣ୍ଡ୍‌ କମ୍‌ ବ୍ୟାକ୍‌ କରୁଛନ୍ତି ବଲିଉଡ୍‌ ଭାଇଜାନ ସଲ୍‌ମାନ ଖାନ୍। କିଛିଦିନ ତଳେ ସଲ୍‌ମାନଙ୍କ ଅଭିନୀତ ରାଧେ ରିଲିଜ ହୋଇଥିଲା। ତେବେ ଫିଲ୍ମକୁ ଆଶା ମୁତାବକ ସଫଳତା ମିଳିପାରି ନଥିଲା। ଆଇଏମ୍‌ଡିର ବେଶ୍‌ ଖରାପ ରେଟିଂ ମିଳିଥିଲା ରାଧେକୁ। ଏମିତିକି ସଲ୍‌ମାନଙ୍କ ପିତା…

ଅଭିନୟ ଛାଡିବେ ଅଭିନେତ୍ରୀ ଅନୀତା ହସାନନ୍ଦାନୀ!

ମୁମ୍ବାଇ: ଅଭିନୟରୁ ବିଦାୟ ନେବେ ଅଭିନେତ୍ରୀ ଅନୀତା ହସାନନ୍ଦାନୀ। ତେବେ ଏମିତି ଏକ ଖବର ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ତେବେ ସେ ଏଭଳି ନିଷ୍ପତ୍ତି ମହାମାରୀ କାରଣରୁ ନୁହେଁ ବରଂ ନିଜ ନବଜାତ ଶିଶୁପୁତ୍ର ପାଇଁ ନେଇଥିବା ଜଣାପଡ଼ିଛି। ସେ ଏହି ସମୟରେ ଅନ୍ୟ କୌଣସି…