Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦ୍ୱିତୀୟ ସନ୍ତାନର ପ୍ରଥମ ଝଲକ ଦେଖାଇଲେ କରୀନା!

ମୁମ୍ବାଇ: କରୀନା କପୁର ଖାନ ତାଙ୍କ ଦ୍ବିତୀୟ ସନ୍ତାନର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କରୀନା ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତୈମୁର ଅଲି ଖାନ ଏବଂ ସୈଫ ଅଲି ଖାନ ନବଜାତ ଶିଶୁଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି। କିନ୍ତୁ କରୀନାଙ୍କ ଏହି ପୋଷ୍ଟରେ…

ଭାଇରାଲ ହେଉଛି ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ; ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ ଦେଖିବାକୁ ମିଳିଛି। ସେ ଏକ ବିବାହ ବ୍ୟାଣ୍ଡ ବଜାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ସେୟାର କରି ପ୍ରଶଂସକଙ୍କୁ ବୁକିଂ ପାଇଁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର୍‌ କରି ସୋନୁ…

୨୦ ଟି ଦେଶର ଦର୍ଶକ ଦେଖିବେ ଶାଶ୍ୱତ ଯୋଶୀଙ୍କ ‘ନାଚବାଲି’

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ 'ସଖୀନାଚ'କୁ ଆଧାର କରି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଏସଜେ ପ୍ରଡକସନ ହାଉସ ଓ ଲାସ୍ୟକଳା ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର 'ନାଚବାଲି' ଆସନ୍ତା ୨୯ ନୃତ୍ୟ ଦିବସରେ ରିଲିଜ ହେବାକୁ ଯାଉଛି। ପରେ ଆସନ୍ତା ମେ ୧ ତାରିଖରେ…

କରୋନା ଯୋଗୁ ଶାହାରୁଖ, ସଲମାନ ଓ ପ୍ରଭାସଙ୍କ ଫିଲ୍ମ ଶୁଟିଂରେ ବ୍ରେକ୍‌

ମୁମ୍ବାଇ: ପ୍ରାୟ ୧ ବର୍ଷ ପରେ କରୋନାରୁ ସ୍ଥିତି ସାଧାରଣ ହେଉଥିବା ବେଳେ ଅବହେଳା ଯୋଗୁ ଏହା ପୁନର୍ବାର ଭୟଙ୍କର ରୂପ ନେଇଛି । ଏହି ଜାଲରେ ସମସ୍ତେ ପଡିଥିବା ବେଳେ ବଲିଉଡ କିପରି ବାଦ୍ ପଡନ୍ତା । ବିଭିନ୍ନ ବିଗ ବଜେଟ ଫିଲ୍ମର ଶୁଟିଂ ଜୋର ସୋରରେ ଆରମ୍ଭ ହେଉଥିବା ବେଳେ ଏବେ ଏଥିରେ ବ୍ରେକ୍…

ତାମିଲ ଚଳଚ୍ଚିତ୍ର ‘ଆନିୟାନ’ର ହିନ୍ଦୀ ରିମେକରେ ଅଭିନୟ କରିବେ ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ତାମିଲ ଚଳଚ୍ଚିତ୍ର ଆନିୟାନର ହିନ୍ଦୀ ରିମେକରେ ଅଭିନୟ କରିବେ। ରଣବୀର ସିଂ ନିର୍ଦ୍ଦେଶକ ଶଙ୍କର ଶାନମୁଗମ୍ ଏବଂ ନିର୍ମାତା ଡ. ଜୟନ୍ତୀଲାଲ ଗଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଶଙ୍କର ମୂଳ ଚଳଚ୍ଚିତ୍ର ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର ସୁଟିଂ…

ସୁସ୍ଥ ହେଲେ ଆଲିଆ

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଆଲିଆ। ଆଲିଆ ଭଟ୍ଟ ଆଜି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ସୂଚନା ଦେଇଛନ୍ତି ଯେ, ତାଙ୍କ ରିପୋର୍ଟ କୋଭିଡ୍‌ ନେଗେଟିଭ ଆସିଛି। ଆଲିଆ ଏପ୍ରିଲ୍ ୨ରେ କରୋନା ସଂକ୍ରମିତ ହୋଇଥିଲେ। ଏହାପୂର୍ବରୁ ଆଲିଆଙ୍କ ବଏ୍‌ ଫ୍ରେଣ୍ଡ୍‌…

ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ ଅଭିନେତା ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ ଖାନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଏକାଠି ବିଜୟ ଗୁଟେଙ୍କ ଆଗାମୀ ୱେବ୍‌ ସିରିଜ 'ଲିଗାସି'ରେ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ପୂର୍ବରୁ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ LOC: କାର୍ଗିଲରେ ଦେଖିବାକୁ ମିଳିଥିଲା। ଲିଗାସି ୱେବ୍‌ ସିରିଜ…

‘ଶାଦୀ ମୁବାରକ୍‌’ ଆକ୍ଟର ମାନବ ଗୋହିଲ କରୋନା ପଜିଟିଭ

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ସୋ 'ଶାଦୀ ମୁବାରକ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନବ ଗୋହିଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ଶୋ’ର ଅନ୍ୟ ଦଳର ସଦସ୍ୟମାନଙ୍କର ମଧ୍ୟ…

ନ୍ୟୁୟର୍କରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ମୁମ୍ବାଇ: ଓଡ଼ିଶାରେ ଜନ୍ମିତ ନିର୍ମାତା ତଥା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଫିଲ୍ମ 'କାଲିର ଅତୀତ' ଖୁବ୍ ଶୀଘ୍ର ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଫିଲ୍ମ୍ ସୋସାଇଟିର କର୍ଣ୍ଣେଲ ସିନେମାରେ ପ୍ରଦର୍ଶିତ ହେବ। ପଦ୍ମ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତାଙ୍କର ଏହା ହେଉଛି…

ଚଳିତ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ଫିଲ୍ମ ‘ଲାଲ ସିଂ ଚଢା’!

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ 'ଲାଲ ସିଂ ଚଢା' ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଆମୀର ଖାନ କହିଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଏକ ନୂଆ ଭିଡିଓରେ ଅଭିନେତା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଲାଲ ସିଂ ଚଢା' ବିଷୟରେ କଥାବାର୍ତ୍ତା ହେଉଥିବା…