Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି ଦିନ ରିଲିଜ ହେବ ତାପସୀ ପନ୍ନୁଙ୍କ ‘ହସିନ୍ ଦିଲ୍‌ରୁବା’

ମୁମ୍ବାଇ: ଜୁଲାଇ ୨ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର 'ହସିନ୍ ଦିଲ୍‌ରୁବା' ନେଟ୍‌ଫ୍ଲିକ୍ସରେ ରିଲିଜ ହେବ। ଗୁରୁବାର ଦିନ ଚଳଚ୍ଚିତ୍ରର ନିର୍ମାତା ଏ‌ ନେଇ ଘୋଷଣା କରିଛନ୍ତି। ଏଥିରେ ତାପସୀଙ୍କ ସହ ଅଭିନେତା ବିକ୍ରାନ୍ତ ମା‌ଶେ ପ୍ରମୁଖ ମୂମିକାରେ ଅଭିନୟ କରିଛନ୍ତି। ଏହି…

କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଟାଇଗର୍‌ ଓ ଦିଶାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍ ନିୟମ ମାନିବାକୁ ସରକାର ବାରମ୍ବାର ସଚେତନ କରାଉଥିବା ବେଳେ ଅନ୍ୟପଟେ ଲୋକମାନେ ଏହି ସଚେତନତା ବାର୍ତ୍ତାକୁ ଫୁ କରିଦେଉଥିବା ଦେଖିବାକୁ ମିଳିଛି। ଏହା ଭିତରେ ବଲିଉଡ୍‌ ସେଲିବ୍ରିଟି ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଠାନିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ…

ସଲମାନଙ୍କୁ କେଆରକେ ଡରପୋକ ଗୁଣ୍ଡା କହିଲେ

ମୁମ୍ବାଇ: ସଲମାନ ଖାଁ ଏବଂ ସ୍ୱୟଂଘୋଷିତ କ୍ରିଟିକ କମାଲ ରଶିଦ ଖାଁ(କେଆରକେ) ବିବାଦ ପୁନର୍ବାର ନୂଆ ରୂପ ନେଇଛି । ସଲମାନଙ୍କୁ ସେ ଡରପୋକ ଗୁଣ୍ଡା କହିଛନ୍ତି । ଫ୍ଲପ ସିଙ୍ଗର, ସଂଘର୍ଷରତ ମଡେଲ ଏବଂ ବିଗ ବସ ପ୍ରତିଯୋଗୀଙ୍କୁ ବ୍ୟବହାର କରି ତୁମେ ମୋତେ ଧମକାଇବାକୁ ଚାହୁଁଛ । ସେମାନଙ୍କୁ ମୁଁ…

ବିଗ୍ ବସ୍’ ସିଜିନ ୧୫ରେ ଭାଗ ନେବେ ଅଭିନେତ୍ରୀ ରିୟା!

ମୁମ୍ବାଇ: ସୂଚନା ଅନୁଯାୟୀ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଆଲିଟି ସୋ ‘ବିଗ୍ ବସ୍’ ସିଜିନ ୧୫ରେ ଅଂଶଗ୍ରହଣ କରିପାରନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ଏ ଖବର କେତେ ଦୂର ସତ ତାହା ତ ସମୟ ଆସିଲେ ଜଣାପଡ଼ିବ। ନିକଟରେ ମିଳିଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ ବିଗ୍ ବସ୍ ସିଜିନ ୧୫ରେ…

ସଂଗ୍ରହାଳୟ ହେବ ପାକିସ୍ତାନରେ ଥିବା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖୱା ପ୍ରାଦେଶିକ ସରକାର ଭାରତୀୟ ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କ୍ରୟକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ଅନୁମୋଦନ କରିଛନ୍ତି। ପେଶୱାର ଜିଲ୍ଲା କମିଶନର ଅବସରପ୍ରାପ୍ତ…

ଧାକଡ ଫିଲ୍ମର ଶୁଟିଂ ପାଇଁ ହଙ୍ଗେରୀ ଯିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ପୁନର୍ବାର ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । କଙ୍ଗନା ଧାକଡ ଫିଲ୍ମର ଶୁଟିଂ ପାଇଁ ୧୦ କିମ୍ବା ୧୨ ଜୁନରେ ହଙ୍ଗେରୀ ଯିବେ । ବୁଡାପେଷ୍ଟରେ ୩୦ରୁ ୩୫ ଦିନ ଏହାର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟ…

ଅଭିନେତା କରଣ ମେହେରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଟେଲି ଅଭିନେତା କରଣ ମେହେରାଙ୍କୁ ସୋମବାର ରାତିରେ ତାଙ୍କ ପତ୍ନୀ ଅଭିନେତ୍ରୀ ନିଶା ରାୱଲ ଅଭିଯୋଗରେ ପରେ କରଣଙ୍କୁ ଗୋରେଗାଓଁ ପୋଲିସ ଗିରଫ କରିଥିଲା। ତେବେ କରଣଙ୍କୁ ପୋଲିସ ଜାମିନ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି। କିଛି ବର୍ଷ ଧରି ଡେଟିଂ କରିବା ପରେ ନଭେମ୍ବର ୨୦୧୨…

ଗିରଫ ହେଲେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: 'ୟେ ରିସ୍ତା କ୍ୟା କେହଲାତା ହୈ' ରେ ବେଶ୍‌ ଲୋକପ୍ରିୟ ଚରିତ୍ର ଥିବା ନୈତିକ ସିଙ୍ଘାନିଆ ତଥା ଅଭିନେତା କରଣ ମେହେରାଙ୍କୁ ଗତକାଲି ରାତିରେ ତାଙ୍କ ପତ୍ନୀ ତଥା ଅଭିନେତା ନିଶା ରାୱଲ ଅଭିଯୋଗ କରିବା ପରେ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ଅଭିନେତ୍ରୀ ନିଶା ରାୱଲ…

ସୁପରଷ୍ଟାର ବିଜୟଙ୍କ ଆଗାମୀ ଫିଲ୍ମରେ ନିର୍ଦ୍ଦେଶନା ଦେବେ ବାମସୀ

ମାଡ୍ରାସ: ତାମିଲ ସୁପରଷ୍ଟାର ବିଜୟ ଏବଂ ବାମସୀ ପୌଦପଲ୍ଲୀ ପୁନର୍ବାର ଏକତ୍ର ହୋଇଛନ୍ତି । ଫିଲ୍ମର ନାମ ଥଲାପତି ୬୬ ରଖାଯାଇଛି । ଏହା ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ । ଜାତୀୟ ପୁରସ୍କାର ବିଜେତା ବାମସୀ ୨୦୧୯ରେ ମହେଶ ବାବୁ ଓ ପୂଜା ହେଗେଡଙ୍କୁ ନେଇ ମହର୍ଷି ଫିଲ୍ମ କରିଥିଲେ…

5G ନେଟୱାର୍କ ବିରୋଧରେ ମାମଲା ଦାଏର କଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ: ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଏହାଦ୍ବାରା ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହାର ଶୁଣାଣି…