Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନିଆରା ଶୈଳୀରେ ଲୋକଙ୍କୁ ଟିକାକରଣ କରିବାକୁ ନିବେଦନ କଲା ଟିମ୍‌ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆରଆରଆର ଟିମ୍‌ ଗୁରୁବାର ଏକ ଭିଡିଓ ଜରିଆରେ  ଏକତ୍ରିତ ହୋଇ ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ସମସ୍ତଙ୍କୁ ଟିକାକରଣ ଏବଂ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି। ଏହି ଭିଡିଓରେ ନିର୍ଦ୍ଦେଶକ ଏସ୍‌ଏସ୍‌…

ଓଲିଉଡରେ ନୂଆ ଅଧ୍ୟାୟ, ମା’ ସମଲେଶ୍ୱରୀ

ଭୁବନେଶ୍ୱର: ଓଡିଆ ସିନେପ୍ରେମୀଙ୍କ ପାଇଁ ଖୁସୀ ଖବର । ଖାସ କରି ପଶ୍ଚିମ ଓଡିଶା ଲୋକଙ୍କୁ ଏକ ଅନନ୍ୟ ଭେଟି ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ପ୍ରଡକ୍ସନ୍ ହାଉସ୍ । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡିଆ ଧାର୍ମିକ ଫିଲ୍ମ “ମା’ ସମଲେଶ୍ୱରୀ” । ଫିଲ୍ମଟି ଡିଜିଟାଲ୍ ପ୍ଲାଟଫର୍ମ ରିଲିଜ୍…

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ଫାଗୱାରା: ନିଜ ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ‘ଦି କପିଲ ଶର୍ମା ଶୋ’ର ହାସ୍ୟ ଅଭିନେତା ସୁଗନ୍ଧା ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବୁଧବାର ରାତିରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। ବିବାହ ଉତ୍ସବରେ ବହୁ ଲୋକ ଏକତ୍ରିତ…

କରୋନାରେ ତାମିଲ୍‌ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ

ଚେନ୍ନାଇ: କରୋନାରେ ‌ତାମିଲର ଲୋକପ୍ରିୟ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ ହୋଇଛି। କରୋନା ଯୋଗୁ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ନିକଟରେ ସେ ଏବଂ ତାଙ୍କ ପତ୍ନୀ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ…

ସିଙ୍ଗର୍‌ ରାହୁଲ ବୈଦ୍ୟଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ମୁମ୍ବାଇ: ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ତଥା ସିଙ୍ଗର୍‌ ରାହୁଲ ବୈଦ୍ୟଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏ ନେଇ ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପୋଷ୍ଟକୁ ଅଣଦେଖା କରିବାକୁ ରାହୁଲ ତାଙ୍କ…

କରୋନାରେ ବଲିଉଡ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ

ମୁମ୍ବାଇ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। କରୋନା ଯୋଗୁ ବଲିଉଡ ଏବଂ ଭୋଜପୁରୀ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। CINTAAର ସାଧାରଣ ସମ୍ପାଦକ ଅମିତ ବ‌େହଲ କହିଛନ୍ତି, “କୋଭିଡର ଦ୍ୱିତୀୟ ତରଙ୍ଗ ବହୁ ମୂଲ୍ୟବାନ ଜୀବନ ନେଇଛି। ଅଭିନେତ୍ରୀ…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଯୋଗୁ ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ହୋଇସାରିଲାଣି। ଏହାମଧ୍ୟରେ କରୋନାରେ ବଲିଉଡ୍‌ ତଥା ମରାଠୀ ଅଭିନେତ୍ରୀ ଅଭିଳାଶା ପାଟିଲଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅଭିଳାଶାଙ୍କୁ ମୃତ୍ୟୁ ବେଳକୁ ୪୦ ବର୍ଷ ହୋଇଥିଲା। ଅଭିଳାଶା ବିଭିନ୍ନ ମରାଠୀ ଏବଂ…

କଙ୍ଗନାଙ୍କୁ ସ୍ୱାଗତ କଲେ କୁ ଆପ ଫାଉଣ୍ଡର, କହିଲେ ଏଇଟା ତୁମ ଘର

ମୁମ୍ବାଇ:କଙ୍ଗନା ରାନାୱତ ଏବେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ସେ ଯାହା ବି କରୁଛନ୍ତି ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଯାଇଛି । ତେବେ ବିବାଦୀୟ ଟୁଇଟ ନେଇ ଟ୍ୱିଟର ତାଙ୍କ ଆକାଂଉଟ ସସପେଣ୍ଡ କରିଦେଇଛି । କୁଇନ ଏହାର ପ୍ରତିକ୍ରିୟାରେ କହିଥିଲେ ମୋ ନିକଟରେ ଅନେକ ବିକଳ୍ପ ଅଛି । ଏହା…

ରଶ୍ମି ରକେଟ ଫିଲ୍ମ ଏଡିଟରଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ:ତାପସୀ ପନ୍ନୁ ଅଭିନୀତ ରଶ୍ମି ରକେଟ ଫିଲ୍ମର ଏଡିଟର ଅଜୟ ଶର୍ମା କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଛନ୍ତି । ସେ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ବେଳେ ତାଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଡାକ୍ତରମାନେ ବଂଚାଇ ପାରି ନ ଥିଲେ । ୧୦ ଦିନ ତଳେ ସେ…

କରୋନାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଯୁବକକୁ ସାହାଯ୍ୟର ହାତ ବଢାଇଲେ ସଲ୍‌ମାନ

ମୁମ୍ବାଇ: ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଖବର ଅନୁଯାୟୀ ଅଭିନେତା ସଲମାନ ଖାନ କରୋନାରେ ନିଜ ପପରିବାରକୁ ହରାଇଥିବା ଜଣେ ୧୮ ବର୍ଷୀୟ ବାଳକକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସଲ୍‌ମାନ କର୍ଣ୍ଣାଟକର ଜଣେ ୧୮ ବର୍ଷର…