Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିୟାଲିଟି ସୋ ‘ସୁପର୍‌ ଡାନ୍ସର’ରେ ନଜର ଆସିବେନି ଶିଳ୍ପା

ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନୂତନ ପ୍ରୋଟୋକଲ୍ ଅନୁଯାୟୀ, ଟିଭି, ଚଳଚ୍ଚିତ୍ର କିମ୍ବା ବିଜ୍ଞାପନ ସୁଟ୍‌କୁ ରାଜ୍ୟରେ ଅନୁମତି ମିଳିନାହିଁ। ପ୍ରାୟ ଅନେକ ଟେଲିଭିଜନ ଏବଂ ରିୟାଲିଟି ସୋକୁ ମୁମ୍ବାଇରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।…

ଦୃଶ୍ୟମ୨ର ହିନ୍ଦୀ ରିମେକ ରାଇଟ୍ସ କିଣିଲେ କୁମାର ମଙ୍ଗଲ

ମୁମ୍ବାଇ: ୨୦୧୫ରେ ରିଲିଜ ହୋଇଥିବା ଅଜୟ ଦେବଗନ ଅଭିନୀତ ଦୃଶ୍ୟମ ବକ୍ସ ସଫଳତା ସହ ଅନେକ ପ୍ରଶଂସା ସାଉଁଟିଥିଲେ । ଏହା ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମର ରିମେକ ଥିଲା । ନିକଟରେ ମାଲାୟଲମରେ ଦୃଶ୍ୟମ୨ ଫିଲ୍ମ ରିଲିଜ ହେବା ସହ ସଫଳତା ହାସଲ କରିଛି । ଏହା ଦେଖି କୁମାର ମଙ୍ଗଲ ଏହାର ହିନ୍ଦୀ…

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୩୦ ହଜାର ଶ୍ରମିକଙ୍କୁ ଟିକାକରଣର ସୁବିଧା ଯୋଗାଇବ ୟଶ ରାଜ ଫିଲ୍ମସ

ନୂଆଦିଲ୍ଲୀ: କରୋନା ଭୂତାଣୁ ଅନେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ପହଞ୍ଚାଇଛି। କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ଲକଡାଉନ୍ ଏବଂ କର୍ଫ୍ୟୁ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି। ଏହି କାରଣରୁ, କ୍ଷୁଦ୍ର ଶ୍ରମିକ ଏବଂ ଗରିବ ଲୋକଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡୁଛି।…

ସସ୍‌ପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍‌ପେଣ୍ଡ୍‌ କରାଯାଇଛି। ନିକଟରେ କଙ୍ଗନା ଟୁଇଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ମନ୍ତବ୍ୟ…

ମେ ୯ରେ ରିଲିଜ କରିବ ଜରିନ୍ ଖାନଙ୍କ ଅଭିନୀତ ‘ଫିଲ୍ମ ହମ୍ ଭୀ ଅକେଲେ, ତୁମ୍‌ ଭୀ ଅକେଲେ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍ ଖାନ୍ ଏବଂ ଅଶୁଂମାନ ଝାଙ୍କ ଅଭିନୀତ ହମ୍ ଭୀ ଅକେଲେ, ତମ୍‌ ଭୀ ଅକେଲେ ଆସନ୍ତା ୯ ରେ ଡିସ୍ନି + ହଟଷ୍ଟାର୍ ଭିଆଇପିରେ ରିଲିଜ ହେବାକୁ ଯାଉଛି। OTT ପ୍ଲାଟଫର୍ମ ଗତକାଲି ଏହାର ଫିଲ୍ମର ଟ୍ରେଲର ରିଲିଜ୍ କରିଛି। ଫାଷ୍ଟ ରେ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ…

କୋଭିଡ୍‌ ଯୋଦ୍ଧାଙ୍କୁ ସଲାମ୍‌; ସୁସ୍ମିତା ସେନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ କରୋନା ସହିତ ଲଢୁଥିବା ଲୋକଙ୍କୁ ସହାନୁଭୂତି ଏବଂ ପ୍ରଶଂସା ଜଣାଇଛନ୍ତି ସୁସ୍ମିତା ସେନ। ଅଭିନେତ୍ରୀ କରୋନାଭାଇରସ୍ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ, ଦୈନିକ ମଜୁରୀ କର୍ମଚାରୀ, କୋଭିଡ୍ ଯୋଦ୍ଧା ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସାଲୁଟ୍‌ କରିଛନ୍ତି।…

ଆଇସିୟୁରୁ ଡିସ୍‌ଚାର୍ଜ ହେଲେ ରଣଧୀର କପୁର

ମୁମ୍ବାଇ: କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କୋଭିଡ-୧୯ ପାଇଁ ଚିକିତ୍ସିତ ହେଉଥିବା ରଣଧୀର କପୁରଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରାଯାଇଛି। ଭେଟେରାନ ଅଭିନେତା କହିଛନ୍ତି ଯେ ସେ ସୁସ୍ଥ ହେଉଛନ୍ତି ଏବଂ କୌଣସି ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ନାହିଁ। ଏପ୍ରିଲ୍ ୨୯ରେ ରଣଧୀର କପୁର…

‘ଇଣ୍ଡିଆନ୍‌ ଆଇଡଲ୍‌ ୧୨’ ରୁ କୁଆଡେ ଗାଏବ ହୋଇଗଲେ ନେହା? ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଲୋକପ୍ରିୟ ଗାୟିକା ତଥା ଇଣ୍ଡିଆନ୍‌ ଆଇଡଲ୍‌ ୧୨ର ଜଜ୍‌ ନେହା କକର୍‌ଙ୍କ ପ୍ରାୟ ୨ ସପ୍ତାହ ହେବ ଅନୁପସ୍ଥିତିକୁ ନେଇ ଏବେ ପ୍ରଶଂସକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ନେହା କାହିଁକି ସୁଟିଂ କରୁନାହାଁନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ମହାରାଷ୍ଟ୍ର…

ଫିଲ୍ମ ‘ଦ ଡର୍ଟି ପିକ୍ଚର’ ପାଇଁ ବିଦ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦି ଡର୍ଟି ପିକ୍ଚର ପାଇଁ ବିଦ୍ୟା ବାଲାନ ନଥିଲେ ପ୍ରଥମ ପସନ୍ଦ। ଏଥିପାଇଁ ପ୍ରଥମେ କଙ୍ଗନାଙ୍କୁ ଚୟନ କରାଯାଇଥିଲା। ସେ ଏହି ଅଫର୍‌ ପ୍ରତ୍ୟାଖାନ କରିବା ପରେ ଏହି ଚରିତ୍ର ପାଇଁ ବିଦ୍ୟାଙ୍କୁ ବଛାଯାଇଥିଲା। ଏ ନେଇ ଏକ ସାକ୍ଷାତକାରରେ କଙ୍ଗନା ରାନାୱତ…

ବିବାଦକୁ ଏଡ଼ାଇବା ପାଇଁ ଏହି ଫିଲ୍ମର ନାଁ ପରିବର୍ତ୍ତନ କରିବେ ସଲମାନ !

ନୂଆଦିଲ୍ଲୀ: ବଲିଉଡ୍‌ ସହିତ ବିବାଦର ପୁରୁଣା ସମ୍ପର୍କ ଅଛି ରହିଛି। ବଲିଉଡ୍‌ରେ ଅନେକ ଲୋକପ୍ରିୟ କଳାକାରଙ୍କ ଫିଲ୍ମକୁ ନେଇ ବିବାଦ ଉପୁଜିଛି। ତେବେ ଏହି ବିବାଦରୁ ଦୂରେଇ ରହିବା ପାଇଁ ସଲମାନ ବର୍ତ୍ତମାନ ନିଜର ଏହି ଫିଲ୍ମର ଟାଇଟଲ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା…