Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାହା ହେବେ ଅନୁଭବ ଜାଗୃତି !

ଭୁବନେଶ୍ଵର: ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । 'ଆଇ ଲଭ ୟୁ' ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବ ଓ…

ଅଭିନେତ୍ରୀ ରାନ୍ୟା ରାଓଙ୍କ ଗିରଫ ପରେ ଏପରି କହିଲେ ବାପା

ବେଙ୍ଗାଲୁରୁ: ଦୁବାଇରୁ ସୁନା ଚୋରା ଚାଲାଣ ମାମଲାରେ କନ୍ନଡ-ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରିଛି ବେଙ୍ଗାଲୁରୁର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଭିନେତ୍ରୀଙ୍କୁ ୧୨.୫୬ କୋଟି ଟଙ୍କା ମୂଲ୍ୟର ୧୪.୮…

ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଦକ୍ଷିଣ ସିନେମା ଜଗତରେ ପାଦ ଦେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ସୋନାକ୍ଷୀ ଖୁବ୍‌ଶୀଘ୍ର ତେଲୁଗୁ ଫିଲ୍ମ 'ଜଟାଧାରା'ରେ ନଜର ଆସିବେ। ଯାହାର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ। 'ଜଟାଧାରା'ରେ ଲିଡ୍ ରୋଲରେ ସୁଧୀର ବାବୁ ରହିଛନ୍ତି।…

ବିବାହ ଚର୍ଚ୍ଚା ଭିତରେ ବ୍ରେକ୍‌-ଅପ୍‌: ଅଲଗା ହେବେ ବିଜୟ-ତମନ୍ନା!

ମୁମ୍ବାଇ: ପୁଣି ଭାଙ୍ଗିବାକୁ ଯାଉଛି ବଲିଉଡର ଆଉ ଏକ ପାଓ୍ବାର କପଲଙ୍କ ଯୋଡି । ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି ସେମାନଙ୍କ ବ୍ରେକ୍-ଅପ୍ ଖବର । ବଲିଉଡର ପାୱାର କପଲ୍ ତମନ୍ନା ଭାଟିଆ ଏବଂ ବିଜୟ…

ଦୁବାଇରୁ ୧୪.୮ କିଲୋ ସୁନା ଲୁଚାଇ ଆଣି ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଛି । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ତଲାସି ସମୟରେ ତାଙ୍କ ନିକଟରୁ ୧୪.୮ କିଲୋ ସୁନା…

ଏହି ସାଉଥ୍ ଫିଲ୍ମରେ ଏଣ୍ଟ୍ରି କରିବେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର

ହାଇଦ୍ରାବାଦ: ଭାରତୀୟ ସିନେମାରେ କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇଥାଏ। ଏହି ଫିଲ୍ମ ଗୁଡିକ ହିଟ୍ ମଧ୍ୟ ହୋଇଥାଏ। ହେଲେ ଅନେକ ସମୟରେ କ୍ରିକେଟର ମାନେ ଡେବ୍ୟୁ କରିଥିବା ନଜର ରହିଛି। ସେମିତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଦକ୍ଷିଣ ସିନେମାରେ ନିଜର ଅଭିନୟର ଯାଦୁ…

‘ସର୍ଦ୍ଦାର ୨’ର ସେଟରେ ଆହତ ହେଲେ କାର୍ତ୍ତି, ଅଟକିଲା ସୁଟିଂ

ଚେନ୍ନାଇ: ସାଉଥ ଅଭିନେତା କାର୍ତ୍ତି ତାଙ୍କ ଆଗାମୀ ଫିଲ୍ମ 'ସର୍ଦ୍ଦାର ୨' ସେଟରେ ଆହତ ହୋଇଛନ୍ତି। ଅଭିନେତାଙ୍କ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି। 'ସର୍ଦ୍ଦାର ୨'ର ଟିମ୍ ମୈସୁରରେ କିଛି ଖାସ୍ ଦୃଶ୍ୟର ସୁଟିଂ କରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ କାର୍ତ୍ତିଙ୍କୁ ତୁରନ୍ତ…

ଏହି ଭାରତୀୟ ଫିଲ୍ମଗୁଡ଼ିକ ପାଇଛନ୍ତି ଓସ୍କାର ଆଓ୍ବାର୍ଡ, ୧୯୮୩ ମସିହାରେ ମିଳିଥିଲା ପ୍ରଥମ ଓସ୍କାର

ମୁମ୍ବାଇ: ଭାରତର ଫିଲ୍ମ ଇଣ୍ଡଷ୍ଟ୍ରି ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ନାମ ସୃଷ୍ଟି କରିଛି । ଓସ୍କାର ଭଳି ବଡ଼ ପୁରସ୍କାର ମାଧ୍ୟମରେ, ଭାରତୀୟ ଫିଲ୍ମଗୁଡ଼ିକ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜୀବନ୍ତ କାହାଣୀ ଉପରେ…

ଅଟଲୀଙ୍କ ଫିଲ୍ମରୁ ହଟିବେ ସଲମାନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କା ଆଗାମୀ ଫିଲ୍ମ ପାଇଁ ସଲମାନ ଖାଁଙ୍କ ନାମ ଚୂଡାନ୍ତ କରିଥିଲେ । ଏଥିନେଇ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ମଙ୍ଗଳବାର ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏହି ଫିଲ୍ମରୁ ସଲମାନ…

ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ଶୋ’ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରସିଦ୍ଧ ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ପୁଣି ଥରେ ’ଦି ରଣବୀର ଶୋ’ କରିବେ ରଣବୀର । ରଣବୀରଙ୍କୁ ଶୋ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଶୋ’ରେ ରଣବୀରଙ୍କୁ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।…