Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୁଁ ଗୌରୀଙ୍କୁ ବିବାହ କରିସାରିଛି: ଆମିର ଖାନ 

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ପୂର୍ବରୁ ସେ ତାଙ୍କ ଜନ୍ମ ଦିନରେ ପ୍ରେମିକା ଗୌରୀଙ୍କୁ ସମସ୍ତଙ୍କ ସାମ୍ନାରେ ପରିଚୟ କରାଇଥିଲେ। ସେବେଠାରୁ ଗୌରୀଙ୍କୁ ଆମିରଙ୍କ ସହ ସବୁଠିି ଦେଖିବାକୁ…

ହଇଚଇ ସୃଷ୍ଟି କରିଛି ‘ବୋଉ ବୁଟୁ ଭୂତ’: ବଲିଉଡର ଏହି ସିନେମାକୁ ପଛରେ ପକାଇଲା….

ଭୁବନେଶ୍ବର: ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ବୋଉ ବୁଟୁ ଭୂତ ଏବେ ବକ୍ସ ଅଫିସରେ ଧମାକା ରଚିଛି । ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ଭାବେ ଓଡିଆ ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ବଲିଉଡ ଡାଇରିରେ ବି ସିନେମାକୁ ବୟରେ ପଛରେ ପକାଇଛି । ତାହା ପୁଣି କୋଉ ଏମିତି ସେମିତି…

ଫିଲ୍ମ ‘ଅନନ୍ତା’ ଦେଖିବେ ଡିଏଭି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାରା ଓଡିଶାରେ ଥିବା ୬୩ ଡିଏଭି ସ୍କୁଲର ୭୫୦୦୦ ଇଂରାଜୀ ମିଡିୟମ ଛାତ୍ରଛାତ୍ରୀଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି ଡିଏଭି ସ୍କୁଲ ନେଟୱର୍କର ରିଜିଓନାଲ ଡାଇରେକ୍ଟୋର DR K C Satapathy। ଅନନ୍ତା ସିନେମାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟ ଓ…

ଭାଇରାଲ ହେଉଛି ଭାଇଜାନଙ୍କ ନିୟୁ ଲୁକ୍: ଭୁରି ଭୁରି ପ୍ରଶଂସା କଲେ ଫ୍ୟାନ୍ସ….

ମୁମ୍ବାଇ: ସଲମାନ ଖାନ ଓରଫ ବଲିଉଡ ଭାଇଯାନ ଏହି ଦିନ ମାନଙ୍କରେ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ପୁଣି ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି ସଲମାନ । ତାଙ୍କର ଆଗାମୀ ଫିଲ୍ମ 'ବ୍ୟାଟଲ୍ ଅଫ୍ ଗାଲୱାନ୍'କୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପ୍ରଥମ…

ରହସ୍ୟ ଉପରୁ ହଟିଲା ପରଦା: ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଶୁଭ ମହୁରତ

ଭୁବନେଶ୍ୱର: ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର 'ମନ୍ତ୍ର ମୁଗ୍ଧ' ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ…

‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ରେ ସ୍ମୃତି ଇରାନୀଙ୍କ ଲୁକ୍ ଭାଇରାଲ…

ମୁମ୍ବାଇ: ଏକତା କପୁରଙ୍କ ଶୋ’ 'କ୍ୟୁଙ୍କି ସାସ୍ ଭି କଭି ବହୁ ଥି' ଖୁବ୍ ଲୋକପ୍ରିୟ ହୋଇପାରିଥିଲା। ସ୍ମୃତି ଇରାନୀ ଏବଂ ଅମର ଉପାଧ୍ୟାୟ ଏହି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହି ଶୋ’ର ଦ୍ୱିତୀୟ ସିଜିନ୍ ଆସିବାକୁ ଯାଉଛି। ଶୋ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ…

ଦ୍ଵିତୀୟ ସପ୍ତାହରେ ଜବରଦସ୍ତ ରୋଜଗାର କଲା ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ସ୍ପୋର୍ଟ୍ସ ଡ୍ରାମା 'ସିତାରେ ଜମିନ୍ ପର' ଜୁନ୍ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଏବେ ବି ରେକର୍ଡ ବ୍ରେକ କରି ଦର୍ଶକଙ୍କୁ ଆକର୍ଷିତ କରୁଛି। ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ସବୁବେଳେ ତାଙ୍କ ଫିଲ୍ମ…

ବହୁ ପ୍ରତୀକ୍ଷିତ ‘ରାମାୟଣ’ର ଟିଜର ଆଉଟ୍; ରାମ ଓ ରାବଣ ଝଲକ…

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର 'ରାମାୟଣ'ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ ଏକକାଳୀନ ପ୍ରଦର୍ଶିତ ହୋଇଥିଲା। ଫିଲ୍ମର ପ୍ରଥମ ଲୁକ୍…

ପାକିସ୍ତାନୀ ଚ୍ୟାନେଲ ଓ ସେଲିବ୍ରିଟିଙ୍କ ଆକାଉଣ୍ଟ ଉପରୁ ହଟିଲା ବ୍ୟାନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଆଉ ଏବେ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ଉଠାଇ…

ବର୍ଷ ବର୍ଷ ଧରି ପରସ୍ପର ଠାରୁ ଅଲଗା ରହିବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଏହି ବଲିଉଡ୍ ଯୋଡି, ଝିଅ କହିଲେ….

ମୁମ୍ବାଇ: ବଲିଉଡରେ ଅନେକ ଦମ୍ପତି ବିବାହିତ ହେବା ସତ୍ତ୍ୱେ ଅଲଗା ରହୁଛନ୍ତି। ସେମାନଙ୍କର ଛାଡପତ୍ର ହୋଇନାହିଁ କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଅଲଗା ପରସ୍ପର ଠାରୁ ଅଲଗା ରହି ଆସୁଛନ୍ତି । ଏଥିରୁ ଜଣେ ହେଉଛନ୍ତି ହେଉଛି କରୀନା କପୁର ଆଉ କରିସ୍ମା କପୂରଙ୍କ ପିତାମାତା ରଣଧୀର କପୁର ଏବଂ…