Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୂଆ ଅବତାରରେ ନଜର ଆସିବେ ଅମ୍ଲାନ

ଭୁବନେଶ୍ୱର: ଅମ୍ଲାନ ଦାସ ନିଜର ଅପକମିଂ ଚଳଚ୍ଚିତ୍ର ‘ଗୁପଚପ୍’ରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମଟି 'ରଜ'ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି। ନିର୍ଦ୍ଦେଶକ ପ୍ରୀତିରାଜ ପଟ୍ଟନାୟକ ଏହି ସିନେମାରେ ଏକ ଭିନ୍ନ କାହାଣୀ ନେଇ ଆସୁଛନ୍ତି। ‘ଗୁପଚପ୍’ରେ ସନମିରା ନାଗେଶ, ପପୁ ପମ୍ ପମ୍…

ଅଭିନେତା ଆଶିଷ ବିଦ୍ୟାର୍ଥୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ସେ ନିଜେ ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ଏହି ସୁଚନା ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଆଶିଷ ମଧ୍ୟ ଉଲ୍ଲେଖ…

ଦେବୀ ସୀତା ହେବା ପାଇଁ ବଲିଉଡରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା, ଦୌଡରେ ସାମିଲ ହେଲେ କରୀନା

ମୁମ୍ବାଇ: ବଲିଉଡ ଟ୍ରେଣ୍ଡ ବଦଳିଛି । ଏବେ ହିନ୍ଦୁ ଧର୍ମ ଏବଂ ଏହାର ଦେବ ଦେବୀଙ୍କ ଭୂମିକା କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । କୃତି ସେନନ ଓ ଦୀପିକା ପାଦୁକୋନଙ୍କ ପରେ ଏବେ ମାଆ ସୀତାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ସୈଫ ଅଲୀ ଖାଁଙ୍କ ପତ୍ନୀ ତଥା ଅଭିନେତ୍ରୀ…

ଅସ୍ତ୍ରୋପଚାର ପରେ ପୁଣି ଥରେ କର୍ମସ୍ଥଳୀକୁ ଫେରିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଅମିତାଭ ବଚ୍ଚନଙ୍କ ଫଟୋ ଉପରେ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି। ପ୍ରକୃତରେ ଅମିତାଭ ବଚ୍ଚନ ନିକଟରେ ଆଖି ଅସ୍ତ୍ରୋପଚାର କରାଇଥିଲେ। ଏବଂ ସେ ପୁଣି ଥରେ ଏବେ କାମ ଆରମ୍ଭ କରିଛନ୍ତି। ସୋସିଆଲ୍‌ ମିଡିଆରେ ସେ ତାଙ୍କର ଫଟୋ ଏବଂ…

ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଂଚଲ୍ୟକର ବୟାନ: ୫ ଓ ୯ରେ ଯୌନ ଶୋଷଣ, ୧୪ରେ ଦୁଷ୍କର୍ମ କରାଯାଇଥିଲା

ମୁମ୍ବାଇ: ସଲମାନ ଖାଁଙ୍କ ପୂର୍ବତନ ପ୍ରେମିକା ସୋମି ଅଲୀ ଶୁକ୍ରବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ନୋ ମୋର ଟିୟର୍ସ ନାମକ ଏନଜିଓ ଚଳାଉଥିବା ସୋମି କହିଛନ୍ତି ପାକିସ୍ତାନରେ ଥିବା ବେଳେ ୫ ଓ ୯ ବର୍ଷ ବୟସରେ ମୋତେ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ୧୪ ବର୍ଷ ବୟସରେ ମୋ ସହିତ ଦୁଷ୍କର୍ମ…

ମନୋଜ ବାଜପେୟୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ ଅଭିନେତା ମନୋଜ ଭାଜପେୟୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରେ ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ମନୋଜ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଡେସପ୍ୟାଚ୍ ସୁଟିଂରେ ବ୍ୟସ୍ତ ଅଛନ୍ତି।…

ରଣବୀରଙ୍କୁ ମିସ୍‌ କରୁଛନ୍ତି ଆଲିଆ

ନୂଆଦିଲ୍ଲୀ: ରଣବୀର କପୁର କରୋନା ସଂକ୍ରମିତ ହେବା ପରେ ସେ ଏବେ ସଙ୍ଗରୋଧରେ ରହୁଛନ୍ତି। ଏହି ସମୟରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ତାଙ୍କୁ ଅତିଶୟ ମିସ୍‌ କରୁଥିବା ଜାଣିବାକୁ ମିଳିଛି। ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଭାବନା ପ୍ରକାଶ କରିବାକୁ ଯାଇ ଉଭୟ ହାତ ଧରିଥିବା ଏକ ରୋମାଣ୍ଟିକ ଫଟୋ…

ଫିଲ୍ମ ‘ତୁଫାନ୍‌’ର ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଫରହାନ ଅଖତର ଷ୍ଟାରରଙ୍କ ଫିଲ୍ମ ତୁଫାନର ଟିଜର ରିଲିଜ ହୋଇଛି। ଏଥିରେ ଫରହାନଙ୍କ ବେଶ୍‌ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଫର୍‌ହାନଙ୍କ ବ୍ୟତୀତ ପରେଶ ରାୱଲ, ମୃଣାଳ ଠାକୁର ଏବଂ ବିଜୟ ରାଜ ପ୍ରମୁକ ଭୂମିକାରେ ଅଭିନୟ କରିଛନ୍ତି। ଟୁଫାନ୍‌ର ଟିଜର…

ନୂଆ ରୂପରେ ଫେରୁଛନ୍ତି ଗାୟକ ଅରିଜିତ ସିଂ

ନୂଆଦିଲ୍ଲୀ: 'କ୍ୟୁଁକି ତୁମ୍‌ ହି ହୋ' ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା ଅରିଜିତ ସିଂ ଏବେ ଏକ ନୂଆ ଢଙ୍ଗରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି। ଅରିଜିତ ସିଂ ନେଟଫ୍ଲିକ୍ସ ଫିଲ୍ମ ପାଗ୍ଲାଇଟ୍ ମାଧ୍ୟମରେ ପ୍ରଥମଥର ପାଇଁ ସଙ୍ଗୀତ ରଚନା କରିବାକୁ ଯାଉଛନ୍ତି।…

ଫିଲ୍ମ ‘ଆଦିପୁରୁଷ’ରେ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ପାଇଁ ସୀତା ଏବଂ ଲକ୍ଷ୍ମଣଙ୍କ ଭୂମିକା ନିର୍ଣ୍ଣୟ ହୋଇସାରିଛି। ପ୍ରଭାସ କ୍ରିତି ସାନନ ଏବଂ ସନ୍ନି ସିଂଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ଦଳକୁ ସ୍ୱାଗତ କରିଛନ୍ତି। କ୍ରିତି ସୀତା ଭୂମିକାରେ ଅଭିନୟ…