Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାଧେଶ୍ୟାମର ନୂତନ ପୋଷ୍ଟର ଜାରି, ଶୀତଳତାରେ ପ୍ରେମର ଉଷ୍ମତା

ମୁମ୍ବାଇ: ମହାଶିବରାତ୍ରୀ ଅବସରରେ ଲୋକପ୍ରିୟ ଅଭିନେତା ତଥା ବାହୁବଳୀ ଫେମ୍ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ରାଧେଶ୍ୟାମର ଆଉ ଏକ ପୋଷ୍ଟର ଜାରି କରିଛନ୍ତି । ଏଥିରେ ପ୍ରଭାସ ଓ ପୂଜା ହେଗଡେଙ୍କ ରୋମାଂଟିକ ଲୁକ୍ ଦେଖିବାକୁ ମିଳିଛି । ବରଫ ଆଚ୍ଛାଦିତ ଭୂମିରେ ଉଭୟ ରୋମାଂଟିକ ଶୈଳୀରେ ଶୋଇ…

ସରିଲା ମହୁରତ, ଆରମ୍ଭ ହେବ ଫିଲ୍ମ “ପ୍ରେମୀ ଆୱାରା”ର ସୁଟିଂ

ଭୁବନେଶ୍ୱର: ଦର୍ଶକ ପୁଣି ଦେଖିବେ ଲୁବୁନ୍‌-ଟୁବୁନ୍‌ଙ୍କ ଜଲୱା । ହେଲେ ଏଥର ଅନ୍‌ସ୍କ୍ରିନ୍‌ରେ ନୁହେଁ ବରଂ କ୍ୟାମେରା ପଛରେ ଧମାଲ୍ ମଚାଇବେ ଦୁଇଭାଇ । କାହିଁକି ନା ଖୁବଶୀଘ୍ର ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ୫ମ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବ । ନିର୍ମାଣ ହେବ ଓଡିଆ ଫିଲ୍ମ ପ୍ରେମୀ…

୨୦ ବର୍ଷ ପରେ ଜ୍ୟାକି ଭଗନାନୀ କରିବେ ରହେନା ହେ ତେରେ ଦିଲ ମେଁର ସିକ୍ୱେଲ

ମୁମ୍ବାଇ: ୨୦୦୧ରେ ରିଲିଜ ହୋଇଥିଲା ବାସୁ ଭାଗନାନୀଙ୍କ ରହେନା ହେ ତେରେ ଦିଲ ମେଁ । ସେ ସମୟରେ ସୈଫ ଅଲୀ ଖାଁ, ଦିୟା ମିର୍ଜା ଓ ଆର.ମାଧବନ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ବଡ ସଫଳତା ହାସଲ କରିପାରି ନ ଥିଲା । ପରେ ଟେଲିଭିନ ପ୍ରିମିୟରରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିଲେ । ଏବେ ବାସୁ…

କେଆରକେଙ୍କ ଭବିଷ୍ୟବାଣୀ ପଠାନ ଫ୍ଲପ ହେବ

ମୁମ୍ବାଇ: କମଲ ରସିଦ ଖାଁ (କେଆରକେ) ସର୍ବଦା ବିବାଦୀୟ ଟୁଇଟ ନେଇ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଷ୍ଟୋରୀ ଲିକ୍ କରିବା ସହ ଏହା ଫ୍ଲପ ହେବ ବୋଲି ଆଗୁଆ ଘୋଷଣା କରିଛନ୍ତି । ନିଜକୁ ବଡ କ୍ରିଟିକ ଭାବେ ଚିତ୍ରିତ କରୁଥିବା କେଆରକେ କହିଛନ୍ତି ପଠାନରେ ଶାହାରୁଖ ର’…

୨୦୨୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ପିଏମ୍ ନରେନ୍ଦ୍ର ମୋଦୀ; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ ୨୦୨୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ଏହି ଟ୍ୱିଟ ମାଧ୍ୟମରେ ସେ ପ୍ରକୃତରେ ଏକ ରିପୋର୍ଟ ସେୟାର କରିଛନ୍ତି। OECD,…

ପ୍ରଥମ ଥର ପାଇଁ ନିଜ ଟଙ୍କାରେ ନାଇଟ୍‌ସୁଟ୍‌ କିଣି ପିନ୍ଧିଲେ ଅଭିନେତା ସଞ୍ଜୟ ମିଶ୍ର

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ ତଥା ପ୍ରସିଦ୍ଧ ଅଭିନେତା ସଞ୍ଜୟ ମିଶ୍ର। ଚଳଚ୍ଚିତ୍ରରେ ଭିନ୍ନ ଚରିତ୍ର ସହିତ ଦର୍ଶକଙ୍କ ହୃଦୟ ସବୁବେଳେ ଜିତିଆସିଛନ୍ତି। ଏବେ ପୁଣି ଥରେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ସେ ଚର୍ଚ୍ଚାରେ ରହିଛନ୍ତି। ଏହି ପୋଷ୍ଟରେ ଭେଟେରାନ ଅଭିନେତା ପ୍ରକାଶ…

ମେ ୨୧ ରିଲିଜ କରିବ ଫରହାନ୍‌ ଷ୍ଟାରର୍‌ ମୁଭି ‘ତୁଫାନ୍‌’

ନୂଆଦିଲ୍ଲୀ: ଆମାଜନ ପ୍ରାଇମରେ ଅଭିନେତା ଫରହାନ ଅଖତରଙ୍କ ଅଭିନୀତ ଚଳଚ୍ଚିତ୍ର 'ତୁଫାନ୍‌' ମେ ୨୧ ତାରିଖରେ ମୁକ୍ତିଲାଭ କରିବ। ଆମାଜନ ପ୍ରାଇମ୍‌ ଭିଡିଓ ଏକ ନୂଆ ପୋଷ୍ଟର ସେୟାର କରି ଘୋଷଣା କରିଛି ଯେ ଏହି ଫିଲ୍ମ ଖୁବ ଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ମାର୍ଚ୍ଚ ୧୨ ରେ ତୁଫାନଙ୍କ…

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ସୀତା ହେବେ କୀର୍ତି ସୁରେଶ!

ନୂଆଦିଲ୍ଲୀ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏବଂ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷରେ ସୀତାଙ୍କ ଭୂମିକାରେ ଅଭିନୟ କରିବେ ଅଭିନେତ୍ରୀ କୀର୍ତି ସୁରେଶ! ଏ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରିବାକୁ ଆଦିପୁରୁଷର…

ଶ୍ରୀଦେବୀଙ୍କ ଅବତାର ନେବାକୁ ଚାହାନ୍ତି ରାଖୀ

ନୂଆଦିଲ୍ଲୀ: ରାଖୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଭିଡିଓରେ ସେ ଶ୍ରୀଦେବୀଙ୍କ ଅଭିନୀତ ନାଗିନ୍ ଚଳଚ୍ଚିତ୍ର‌ର ଆଇକନ୍ ଗୀତ ମେନ୍ ତେରି ଦୁଷ୍ମନ୍‌ ‌ରେ ଶ୍ରୀଦେବୀଙ୍କ ଅବତାର ଗ୍ରହଣ କରି ପ୍ରଶଂସକଙ୍କୁ ବିସ୍ମିତ…

ବିଶ୍ୱ ଚଳଚ୍ଚିତ୍ର ଐତିହ୍ୟ ସଂରକ୍ଷଣରେ ଅବଦାନ ଯୋଗୁ ଏହି ବିଶେ‌ଷ ସମ୍ମାନରେ ସମ୍ମାନିତ ହେବେ ବିଗ୍‌ ବି

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ FIAF ଦ୍ୱାରା ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଭେଟେରାନ୍‌ ଅଭିନେତା ପ୍ରଥମ ଭାରତୀୟ ସିନେ ବ୍ୟକ୍ତିତ୍ୱ ହେବେ ଯାହାଙ୍କୁ ବିଶ୍ବ ଚଳଚ୍ଚିତ୍ର ଐତିହ୍ୟର ସଂରକ୍ଷଣରେ ତାଙ୍କର ଉତ୍ସର୍ଗୀକୃତ ତଥା ଅବଦାନ ପାଇଁ FIAF ପୁରସ୍କାର ପ୍ରଦାନ କରାଯିବ।…