Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ୱ‌େ ବିରାଟ ‘ବିଫଳତା’କୁ ସାମ୍‌ନା କରିଛି; କଙ୍ଗନା ରାଣାୱତ

ନୂଆଦିଲ୍ଲୀ: କଙ୍ଗନା ରାନାୱତ କହିଛନ୍ତି ଯେ ସେ ତାଙ୍କର 'ବିରାଟ ବିଫଳତା' ସାମ୍‌ନା କରିଛନ୍ତି। କାରଣ ସେ ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ୱ‌େ ଗଣତନ୍ତ୍ର ଦିବସରେ କୃଷକଙ୍କ ବିରୋଧକୁ ହିଂସାତ୍ମକ ରୂପକୁ ରୋକି ପାରିବେ ନାହିଁ। ଗଣତନ୍ତ୍ର ଦିବସରେ ରାଜଧାନୀରେ ଏକ ଟ୍ରାକ୍ଟର ପଦଯାତ୍ରା ହିଂସାତ୍ମକ…

ମହିଳାଙ୍କ ଯନ୍ତ୍ରଣା ବିଷୟରେ କହି ଟ୍ରୋଲ୍‌ ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଚଳଚ୍ଚିତ୍ର ବ୍ୟତୀତ ବଲିଉଡ ଅଭିନେତା ଅକ୍ଷୟ କୁମାର ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ଅନେକ ସାମାଜିକ ପ୍ରସଙ୍ଗରେ ମଧ୍ୟ ଖୋଲାଖୋଲି କହିଥାନ୍ତି। କିନ୍ତୁ ଏଥର ଅକ୍ଷୟ କୁମାର ସାମାଜିକ କାର୍ଯ୍ୟକ୍ରମର ଅଂଶ ହେବା କଷ୍ଟକର…

ଓଟିଟିରେ ରିଲିଜ ହୋଇପାରେ ସାଇନାଙ୍କ ବାୟୋପିକ୍‌

ମୁମ୍ବାଇ: ଭାରତର ସୁନାମଧନ୍ୟ ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ ଓଟିଟିରେ ରିଲିଜ ହୋଇପାରେ । ସାଇନା ନାମକ ଏହି ଫିଲ୍ମରେ ପରିଣୀତି ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଗତ ବର୍ଷ ଏହି ଫିଲ୍ମ ରିଲିଲ ହେବାକୁ ଥିଲେ ମଧ୍ୟ କରାନା ମହାମାରୀ ଯୋଗୁ ଏହା…

ତାଣ୍ଡବକୁ ଲାଗିଲା ସୁପ୍ରିମକୋର୍ଟଙ୍କ କଂରେଟ, ୱେବ ସିରିଜ ଟିମକୁ ଗ୍ରାସିଲା ଗିରଫ ଭୟ

ନୂଆଦିଲ୍ଲୀ: ୱେବ ସିରିଜ ତାଣ୍ଡବକୁ ଲାଗିଛି ସୁପ୍ରିମକୋର୍ଟଙ୍କ କଂରେଟ । ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଏହି ୱେବସିରିଜରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିନେଇ ମାମଲା ରୁଜୁ କରାଯାଇଥିଲା । ଗିରଫ ହେବା ଭୟରେ ତାଣ୍ଡବ ଟିମ୍ ସୁପ୍ରିମକୋର୍ଟଙ୍କ…

୯୦ କୋଟି ରେ କେଜିଏଫ ଚ୍ୟାପ୍ଟର-୨ର ହିନ୍ଦୀ ରାଇଟ୍ସ କିଣିଲା ଫରହାନ, ରିତେଶଙ୍କ କମ୍ପାନୀ

ମୁମ୍ବାଇ: କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର ୧ର ଅପାର ସଫଳତା ପରେ ଏହାର ଦ୍ୱିତୀୟ ସଂସ୍କରଣ ଉପରେ ସମସ୍ତଙ୍କ ନଜର ଥିଲା । ବଲିଉଡର ବଡ ପ୍ରଡକ୍ସନ କମ୍ପାନୀ ଏହା ଉପରେ ଆଖି ପକାଇଥିଲେ । ଏହାର ହିନ୍ଦୀ ରାଇଟ୍ସକୁ ଫରହାନ ଅଖତାର ଓ ରିତେଶ ସିଦୱାନୀଙ୍କ କମ୍ପାନୀ ଏକ୍ସଲ…

ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ପ୍ରିୟଙ୍କାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ସିନେମା ପର୍ଯ୍ୟନ୍ତ ସୁନାମ ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମ ହ୍ୱାଇଟ ଟାଇଗରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ମଧ୍ୟ ଦର୍ଶକଙ୍କ…

‘ତାଣ୍ଡବ’ ବିବାଦ; ଆଜି ହେବ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଅଲ୍ଲୀ ଅବ୍ବାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୱେବ୍ ସିରିଜ୍ 'ତାଣ୍ଡବ' ନେଇ ବିବାଦ ବଢିବାରେ ଲାଗିଛି। ଏହି ଫିଲ୍ମକୁ ଦେଶର ଅନେକ ରାଜ୍ୟରେ ବିରୋଧ କରାଯାଉଥିବାବେଳେ ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। ଏହି ବିରୋଧ ଏବଂ ବିବାଦ ମଧ୍ୟରେ ଆମାଜନ ପ୍ରାଇମ…

ଚାଷୀଙ୍କ ଉପଦ୍ରବକୁ ନେଇ ପୁଣି ବର୍ଷିଲେ କଙ୍ଗନା; କହିଲେ ଆନ୍ଦୋଳନକୁ ସମର୍ଥନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ତିନୋଟି କେନ୍ଦ୍ରୀୟ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ମଙ୍ଗଳବାର ଦିନ ୬୨ ଦିନ  ହେବ କୃଷକମାନଙ୍କର ପ୍ରଦର୍ଶନ ଜାରି ରହିଥିଲା। ଜାନୁଆରୀ ୨୬ରେ, କୃଷକମାନେ ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲି କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ପୂର୍ବରୁ ରୁଟ ଯୋଗାଇ ଦିଆଯାଇଥିଲା। କିନ୍ତୁ…

ଗଣତନ୍ତ୍ର ଦିବସରେ ପ୍ରଶଂସକଙ୍କୁ ଏହି ବିଶେଷ ଉପହାର ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଏହି ସମୟରେ ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି। ବଲିଉଡ ତାରକାମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଶେଷ ଦିନରେ ନିଜ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ବଲିଉଡର ଅଭିନେତା ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି…

ଏହି ଦିନ ରିଲିଜ ହେବ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ ୨’

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଜନ୍ ଆବ୍ରାହମ୍ ତାଙ୍କ ଚଳଚ୍ଚିତ୍ର ସତ୍ୟମେବ ଜୟତେ ୨ ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜାନୁଆରୀ ୨୬ ରେ, ଜନ୍ ଏକ ବିଶେଷ ଫଟୋ ସହିତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫଟୋରେ ଜନ୍ ତ୍ରିରଙ୍ଗା ଉଡାଉଥିବା ନଜର ଆସିଛନ୍ତି। ଜନ୍…