Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନିଆରା ଢଙ୍ଗରେ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ତାରକା

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ଦିନ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ତେଣୁ ସୋସିଆଲ ମିଡିଆରେ ଦେଶପ୍ରେମୀ ଗୀତ ଏବଂ ଗଣତନ୍ତ୍ର ଦିବସର ଚିତ୍ର ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ତାରକାମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସ ପାଇଁ…

ଏବେ ଏହି ହଲିଉଡ୍‌ ଫିଲ୍ମରେ ନଜର ଆସିବେ ଜ୍ୟାକ୍‌ଲିନ୍‌

ନୂଆଦିଲ୍ଲୀ: ଆଉ ଏକ ହଲିଉଡ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କ ଅଭିନୟ କରିବାକୁ ଯାଉଛନ୍ତି। ଜ୍ୟାକଲିନ୍ ଆନ୍ଥୋଲୋଜି ଚଳଚ୍ଚିତ୍ରରେ ଜଣେ ମହିଳାଙ୍କ ଉପରେ ପର୍ଯ୍ୟବସିତ ଏକ କାହାଣୀରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲୀନା ଯାଦବ। କମେଡି,…

ଟାଇଗର ଶ୍ରଫଙ୍କ ମାଆ ଉଠାଇଲେ୯୫ କିଲୋଗ୍ରାମର ଭାର !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ମାଆ ଆୟେଶା ଶ୍ରଫ ୯୫ କିଲୋଗ୍ରାମର ଭାର ଉଠାଇ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛନ୍ତି । ଜ୍ୟାକି ଶ୍ରଫଙ୍କ ପତ୍ନୀଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହେବ । ତଥାପି ଫିଟନେସ ମାମଲାରେ ସେ ପଛରେ ନାହାନ୍ତି । ଜିମ୍‌ରେ ୯୫ କିଗ୍ରାର ଭାର ଉଠାଇବା ପରେ…

ଘୋଷଣା ହେଲା ରାଜମୌଲୀଙ୍କ ବହୁ ପ୍ରତିକ୍ଷୀତ ଆରଆରଆରର ରିଲିଜ ତାରିଖ

ମୁମ୍ବାଇ: ଏସଏସ ରାଜମୌଲୀ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷିତ ଫିଲ୍ମ ଆରଆରଆରର ରିଲିଜ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଯାହାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଫିଲ୍ମର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ,…

କନ୍ନଡ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡର ଲୋକପ୍ରିୟ କଳାକାର ଜୟଶ୍ରୀ ରମୈୟା ବାଙ୍ଗାଲୋରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡିଛି । କନ୍ନଡ ବିଗ ବସରେ…

ବାହାହେଲେ ବରୁଣ ଧୱନ ଓ ନତାଶା ଦଲାଲ, ଦେଖନ୍ତୁ ବିବାହର ପ୍ରଥମ ଫଟୋ

ଅଲିବାଗ : ପିଲାଦିନର ସାଙ୍ଗ ବରୁଣ ଧୱନ ଓ ନତାଶା ଦଲାଲ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଦ ମ୍ୟାନସନ୍ ହାଉସରେ ଦୁହିଁଙ୍କ ବାହାଘର ହୋଇଛି । ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ । ଅନ୍ୟପଟେ…

ତାଣ୍ଡବ ୱେବ ସିରିଜ ବିବାଦ: ରବି କିଶନ କହିଲେ ଆମ ଭଗବାନଙ୍କୁ ଛାଡି ଦିଅ

ମୁମ୍ବାଇ: ତାଣ୍ଡବ ୱେବ ସିରିଜ ବିବାଦ ନେଇ ରବିବାର ମୁହଁ ଖୋଲିଛନ୍ତି ଅଭିନେତା ଓ ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଭଗବାନଙ୍କ ଲାଗି ଆମ ଭଗବାନଙ୍କୁ ଛାଡି ଦିଅ । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ନିଜ ବ୍ୟବସାୟରେ କୋଟି କୋଟି ଟଙ୍କ କମାଇବା ପାଇଁ ଆମ ଭଗବାନଙ୍କ ସମ୍ମାନ ତଳେ ପକାଅ…

ରିଚାଙ୍କ ବଡ଼ ଖୁଲାସା; ବାହାର କଳାକାର ହୋଇଥିବାରୁ ଶେଷ ମୁହୂର୍ତ୍ତରେ ଆମକୁ ରିପ୍ଲେସ୍‌ କରାଯାଇଥାଏ

ନୂଆଦିଲ୍ଲୀ: ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ର 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' ପାଇଁ ବଲିଉଡ ଅଭିନେତ୍ରୀ ରିଚା ଚଢା ଚର୍ଚ୍ଚାରେ ରହିଆସିଛନ୍ତି। ଏହା ହେଉଛି ତାଙ୍କର ରାଜନ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର। ଏହି ସମୟ ମଧ୍ୟରେ ବଲିଉଡରେ ସେ ଭିତର ଓ ବାହାର କଳାକାରଙ୍କ ବିଷୟରେ ଅନେକ କଥା…

ବ୍ୟାଚ୍‌ଲର୍‌ ପାର୍ଟିକୁ ଯିବା ବେଳ‌େ କାର୍‌ ଦୁର୍ଘଟଣାର ଶିକାର ହେଲେ ବରୁଣ

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ବରୁଣ ଧାୱନ ନତାଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବେ। ସମସ୍ତ ବିବାହ ସମାରୋହ ଆରମ୍ଭ ହୋଇସାରିଛି। ଏଭଳି ପରିସ୍ଥିତିରେ ବରୁଣ ଧାୱନ ଏବଂ ନତାଶା ଦଲାଲଙ୍କ ବିବାହ ସମାରୋହର ଚିତ୍ର ମଧ୍ୟ ସୋସିଆଲ ମିଡିଆରେ…

ଆସନ୍ତା ୨୫ରୁ ପ୍ରସାରିତ ହେବ ମେଗା ଧାରାବାହିକ ‘କେମିତି କହିବ କହ’

ଭୁବନେଶ୍ୱର: ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ 'କେମିତି କହିବି କହ' ଆସନ୍ତା ୨୫ ତାରିଖରୁ ପ୍ରସାରିତ ହେବ । ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ମେଗା ଧାରାବାହିକରେ ପ୍ରମୁଖ ଭୂମିକାରେ ଅଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ନାୟିକା…