Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସ୍ୱତନ୍ତ୍ର ପରାମର୍ଶ ନେଇ ହସ୍ପିଟାଲ ଛାଡିଲେ ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ତଥା ରକ୍ତଚାପରେ ଅନିୟମିତତା ସମସ୍ୟା ପାଇଁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ହସ୍ପିଟାଲରୁ…

କଙ୍ଗନାଙ୍କ ଭିତରେ ଦୁଇଟି ବ୍ୟକ୍ତିତ୍ୱ ରହିଛି; ଅନୁରାଗ ବାସୁ

ନୂଆଦିଲ୍ଲୀ: ବଲିଉଡ୍‌ କ୍ବିନ୍‌ କଙ୍ଗନା ରାନାୱତ ୧୪ ବର୍ଷ ପୂର୍ବେ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ବାସୁ। ଏଥିରେ କଙ୍ଗନାଙ୍କ ଚରିତ୍ର ବେଶ୍‌ ଦମ୍‌ଦାର୍‌ ଥିଲା। ତାଙ୍କର ଅଭିନୟ ଏତେ ଜୀବନ୍ତ ଥିଲା ଯେ ସମସ୍ତେ…

ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍‌ରେ-୩

ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ । ଚଳିତବର୍ଷ…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଫର୍‌ହାନ୍‌ଙ୍କ ‘ତୁଫାନ୍‌’ ଲୁକ୍‌

ନୂଆଦିଲ୍ଲୀ: ବାୟୋପିକ୍ ବିଶେଷଜ୍ଞ କୁହାଯାଉଥିବା ଅଭିନେତା ଫର୍‌ହାନ୍‌ ଖାନ୍‌ ନିଜର ଚମତ୍କାର ଅଭିନୟ ପାଇଁ ବେଶ୍‌ ପରିଚିତ। ଫିଲ୍ମ 'ଭାଗ୍‌ ମିଲ୍‌ଖା ଭାଗ୍‌'ରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ତେବେ ଫରହାନ୍ ପୁଣି ଥରେ ବଡ ପରଦାରେ ଧୁମ୍‌ ମଚେଇବାକୁ ସଜବାଜ ହେଉଛନ୍ତି। ସେ…

ବଏ୍‌ଫ୍ରେଣ୍ଡ୍‌ ଅଜୁର୍ନଙ୍କ ସହ ମସ୍ତି ମୁଡ୍‌ରେ ଅଭିନେତ୍ରୀ ମଲାଇକା

ନୂଆଦିଲ୍ଲୀ: ମସ୍ତି ମୁଡ୍‌ରେ ଅଭିନେତ୍ରୀ ମଲାଇକା ଅରୋରା। ମଲାଇକା ଏବେ ଗୋଆରେ ତାଙ୍କ ପ୍ରେମିକା ଅର୍ଜୁନ କପୁରଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ତାଙ୍କ ପରିବାର ମଧ୍ୟ ମଲାଇକାଙ୍କ ସହ ଗୋଆରେ ଅଛନ୍ତି। ମଲାଇକା ମଧ୍ୟ ହଲିଡେର କିଛି ଫଟୋ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର…

ଖୁବ୍‌ ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ହ୍ରିତିକ୍‌!

ନୂଆଦିଲ୍ଲୀ: ହ୍ରିତିକଙ୍କ ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍ ଶୀଘ୍ର ବଲିଉଡର ଗ୍ରୀକ୍ ଗଡ୍‌ ହ୍ରିତିକ୍ ରୋଶନ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟ ବଲିଉଡ୍‌ ତାରକାଙ୍କ ପରି ହ୍ରିତିକ୍‌ ମଧ୍ୟ ଏବେ ଓଟିଟି ପ୍ଲାଟ୍‌ଫର୍ମରେ ନଜର ଆସିବେ। ସେ ହଲିଉଡ ଟିଭି ଧାରାବାହିକ 'ଦି…

୫୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ଦବଙ୍ଗ ବଏ୍‌ ସଲ୍‌ମାନ ଖାନ୍‌

ନୂଆଦିଲ୍ଲୀ: ସଫଳତା ଏବଂ ଷ୍ଟାରଡମର ଅଦ୍ୱିତୀୟ ନାମ ହେଉଛନ୍ତି ବଲିଉଡ୍‌ର ଦବଙ୍ଗ୍‌ ସଲମାନ ଖାନ।। ୨୭ ଡିସେମ୍ବର ୧୯୬୫ରେ ଜନ୍ମିଥିବା ସଲ୍‌ମାନ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ହିଟ୍‌ ଫିଲ୍ମ ତାଲିକାରେ ସଲ୍‌ମାନଙ୍କ ଫିଲ୍ମର ଲମ୍ବା ଲିଷ୍ଟ ରହିଛି। କିନ୍ତୁ…

୨୦୨୦, ଭାରତୀୟ ଓ ଓଡିଆ ସିନେମା ପାଇଁ ଏକ ଭୟଙ୍କର ଶୂନ୍ୟତାର ବର୍ଷ

ଭାରତୀୟ ସିନେମା ଲାଗି ୨୦୨୦ ଗଭୀର ଶୂନ୍ୟତା ଓ ହାହାକାରର ବର୍ଷ। ବୋଧହୁଏ ସିନେମା ନିର୍ମାଣ ଓ ପ୍ରଦର୍ଶନର ଇତିହାସରେ ଏମିତି କେବେ ବି ହୋଇନଥିଲା। ଗତ ୯ ମାସ ଧରି ଦେଶର ପ୍ରାୟ ସବୁ ସିନେମା ହଲ ବନ୍ଦ ରହିଛି। ଆଜି ମଧ୍ୟ ଦେଶର ଅଧାରୁ ଅଧିକ ସିନେମା ହଲ ଖୋଲିନାହିଁ। ୨୦୧୯ରେ କେବଳ ମୁମ୍ବାଇ…

ଘର ବାହାରେ ଭିଡ ନ କରିବାକୁ ପ୍ରଶଂସକଙ୍କୁ ନିବେଦନ କଲେ ସଲ୍‌ମାନ

ନୂଆଦିଲ୍ଲୀ: ଆସନ୍ତାକାଲି ବଲିଉଡ୍‌ର ଭାଇ ଜାନ୍‌ ତଥା ଅଭିନେତା ସଲମାନ ଖାନଙ୍କ ପାଇଁ ଏକ ବିଶେଷ ଦିନ। ଡିସେମ୍ବର ୨୭ ଅର୍ଥାତ୍‌ ଆସନ୍ତାକାଲି ସଲ୍‌ମାନ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ…

ଶାହାରୁଖଙ୍କ ପଠାନ ଫିଲ୍ମର ପ୍ରଥମ ପର୍ଯ୍ୟାୟ ଶୁଟିଂ ଶେଷ

ମୁମ୍ବାଇ:ଶାହାରୁଖ ଖାଁଙ୍କ ବହୁଚର୍ଚ୍ଚିତ ପଠାନ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଫିଲ୍ମର ପ୍ରଥମ ପର୍ଯ୍ୟୟ ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପ୍ରଥମ ୨୦ ଦିନିଆ ଶୁଟିଂ ୨୪ ଡିସେମ୍ବରରେ ଶେଷ…