Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କମେଡି ଫିଲ୍ମ କରିବାକୁ ଚାହାନ୍ତି ଅଭିନେତ୍ରୀ ମୃଣାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ତାଙ୍କ କାର୍ଯ୍ୟରେ ବିଭିନ୍ନତା ଚାହୁଁଛନ୍ତି ଏବଂ ତେଣୁ ସେ ସମାନ ପ୍ରକାରର ଭୂମିକାରେ ପରଦାରେ ଅଭିନୟ କରିବାକୁ ଚାହୁଁନାହାଁନ୍ତି। ଜର୍ସି, ତୁଫାନ୍‌, ଆଖ୍‌ ମିଚୋଲି, ପିପ୍ପା ଏବଂ ତାମିଲ ଚଳଚ୍ଚିତ୍ର ଥଡାମର ହିନ୍ଦୀ ରିମେକ ଭଳି ପ୍ରୋଜେକ୍ଟରେ…

ଆସନ୍ତୁ ଜାଣିବା ଶୁଟିଂ ଅଧାରୁ ଫିଲ୍ମ ଛାଡିଥିବା ଅଭିନେତାଙ୍କ ସମ୍ପର୍କରେ..

ମୁମ୍ବାଇ: ଅନୁରାଗ ବସୁଙ୍କ ଜଗା ଜାସୁସ ଫିଲ୍ମରୁ ହଠାତ୍ ଗୋବିନ୍ଦାଙ୍କୁ ବାହାର କରି ଦିଆଗଲା । ଯାହା ଏବେ ଚର୍ଚ୍ଚାର କାରଣ ହୋଇଛି । ଏହା ପଛରେ କଣ କାରଣ ତାହା ଭିନ୍ନ କଥା । ଆସନ୍ତୁ ଜାଣିବା ଏ ଭଳି କେତେକ ଅଭିନେତା ହଠାତ୍ କାହିଁକି ଫିଲ୍ମ ଅଧାରୁ ଛାଡି ଦେଇଥିଲେ । ଐଶ୍ଚର୍ଯ୍ୟ ରାୟ ବଚ୍ଚନ:…

ପୁଣି ଅଡୁଆରେ ନିର୍ମାତା କରଣ ଜୋହର

ନୂଆଦିଲ୍ଲୀ: ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ 'ଗୁଞ୍ଜାନ ସାକ୍ସେନା ଦ କାର୍ଗିଲ ଗାର୍ଲ' ରିଲିଜ ହେବା ଦିନଠାରୁ ଏହାକୁ ନେଇ ବିବାଦ ଲାଗି ରହିଛି। ଏହି ଚଳଚ୍ଚିତ୍ରକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଉଠାଇ ସାରିଛି। ବର୍ତ୍ତମାନ ଭାରତୀୟ ସିଙ୍ଗର ରାଇଟ୍ସ ଆସୋସିଏସନ୍…

ମୁନ୍ନା ଭାଇ ୩ କାହିଁକି ଆରମ୍ଭ ହେଉନି ଜାଣି ପାରୁ ନାହାନ୍ତି ଅରଶାଦ

ମୁମ୍ବାଇ:ଅଭିନେତା ଅରଶାଦ ୱାରସି ମୁନ୍ନା ଭାଇ ୩ ଫିଲ୍ମ କାହିଁକି ଫ୍ଲୋରକୁ ଯାଉନି ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପର ହିଟ ଫିଲ୍ମ ମୁନ୍ନା ଭାଇର ତୃତୀୟ ସଂସ୍କରଣ ପାଇଁ ୩ଟି ଷ୍ଟୋରି ଚୂଡାନ୍ତ ହୋଇଛି । ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ ମଧ୍ୟ ପ୍ରଯୋଜକ ଟିମ୍ ଏହାର ଶୁଟିଂ…

ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ରୋଷେଇ କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ବି କରିପାରନ୍ତି ଏଥିରେ କୌଣସି ସନ୍ଦେହ ନାହିଁ। ସେମାନଙ୍କୁ ସାହାଯ୍ୟ କରିବା ହେଉ କିମ୍ବା ସେମାନଙ୍କୁ ଖୁସି କରିବାର ସୁଯୋଗ ହେଉ, ସୋନୁ ସର୍ବଦା ନିଜ କର୍ମ ବଳରେ ସମସ୍ତଙ୍କ ହୃଦୟ ଜିତି ଆସିଛନ୍ତି। ଖ୍ରୀଷ୍ଟମାସ ଅବସରରେ…

କାହିଁକି ଗୋବିନ୍ଦାଙ୍କୁ ‘ଜଗା ଜାସୁସ୍’‌ରୁ ବିଦାୟ ନେବାକୁ ପଡ଼ିଥିଲା; ମୁହଁ ଖୋଲିଲେ ନିର୍ଦ୍ଦେଶକ…

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ ନିକଟରେ ଫିଲ୍ମ ଅଭିନେତା ଗୋବିନ୍ଦାଙ୍କୁ 'ଜଗା ଜାସୁସ୍‌'ରୁ କାହିଁକି ବାହାର କରିଦେଇଥିଲେ ସେ ନେଇ ପ୍ରକାଶ କରିଛନ୍ତି। ଅନୁରାଗ ବାସୁ ଏକ ୱେବସାଇଟକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନୁରାଗ ବାସୁ କହିଛନ୍ତି, 'ଫିଲ୍ମର ସୁଟିଂ ପୂର୍ବରୁ…

ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଖୁବ୍ ଶୀଘ୍ର ହୋଇପାରନ୍ତି ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ

ନୂଆଦିଲ୍ଲୀ: ଗତକାଲି ୭୦ ବର୍ଷୀୟ ରଜନୀକାନ୍ତ ସୁପରଷ୍ଟାର ରଜନୀକାନ୍ତଙ୍କ ରକ୍ତଚାପରେ ପରିବର୍ତ୍ତନ ହେତୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସଦ୍ୟତମ ଖବର ଅନୁଯାୟୀ ସେ ରାତିସାରା ଡାକ୍ତରଖାନାରେ ରହିଥିଲେ। ଏହା ବ୍ୟତୀତ ଡାକ୍ତରମାନେ ରଜନୀକାନ୍ତଙ୍କ ଉପରେ ନଜର ରଖିଥିଲେ…

ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ ହ୍ରିତିକ ଆଉ ସୈଫ୍‌

ନୂଆଦିଲ୍ଲୀ: ୨୦୧୭ରେ ତାମିଲ ସୁପରହିଟ୍ ଫିଲ୍ମ 'ବିକ୍ରମ ବେଦ'ରେ ହ୍ରିତିକ୍ ରୋଶନ ପ୍ରବେଶ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ନାମ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା। ମୂଳ ଚଳଚ୍ଚିତ୍ରରେ ଆର ମାଧବନ୍ ଏବଂ ବିଜୟ ସେଥୁପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର…

କରୋନା କାଳରେ ବି ସୈଫ୍‌ଙ୍କ ଯୋଗୁ ବଲିଉଡ୍‌କୁ ହୋଇଥିଲା‌ ୪୦୦ କୋଟିର ଲାଭ

ନୂଆଦିଲ୍ଲୀ: ବଲିଉଡ୍‌ର ନବାବ୍‌ଜାଦ୍‌ ସୈଫ୍‌ ଅଲ୍ଲୀ ଖାନ୍ ଜଣେ‌ ଉଚ୍ଚକୋଟୀର କଳାକାର ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଆଶା କରୁଥିବା ସଫଳତା ପାଇନଥିବା କୁହାଯାଏ। ମହାମାରୀ ହେତୁ ୨୦୨୦ ବର୍ଷ ସମଗ୍ର ବିଶ୍ବବାସୀଙ୍କ ପାଇଁ ବହୁତ କଷ୍ଟସାଧ୍ୟ ପ୍ରମାଣିତ ହ‌ୋଇଥିଲେ ମଧ୍ୟ ଏହି ଅବଧି…

ଜାଣନ୍ତି କି ଛୋଟେ ନବାବ୍‌ ତୈମୁରଙ୍କ ପ୍ରିୟ ଖାଦ୍ୟ କଣ?

ନୂଆଦିଲ୍ଲୀ: କରୀନା କପୁର ତାଙ୍କ ଗର୍ଭଧାରଣ ଦିନକୁ ଉପଭୋଗ କରୁଥିବାବେଳେ ଏଥର ସେ ନିଜ ପରିବାର ସହିତ ଖ୍ରୀଷ୍ଟମାସ ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିଲେ। କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୁଅ ତୈମୁରଙ୍କ  ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ କରୀନା ଏବଂ ସୈଫ ଏକାଠି…