Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି…

ଏନସିବି ନୋଟିସର ଉତ୍ତର ଦେଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି କରଣ ଜୋହର । ପାର୍ଟିରେ ଯେଉଁ ଭିଡିଓ କଥା କୁହାଯାଉଛି ସେଥିରେ ଡ୍ରଗ୍ସ ବ୍ୟବହାର ହୋଇନାହିଁ । ଏହା ସହ କରଣ ଜୋହର ପାର୍ଟି ସମ୍ବନ୍ଧୀୟ ଆଉ ଏକ ଭିଡିଓ…

ସୈଫଙ୍କ ସହ ଅଭିନୟକୁ କାହିଁକି ମନା କଲେ ଆମିର ଖାନ ?

ମୁମ୍ବାଇ: ବହୁଦିନ ଧରି ଶୁଣିବାକୁ ମିଳିଥିଲା ଏକାଠି ଅଭିନୟ କରିବେ ସୈଫ ଅଲ୍ଲି ଖାନ ଓ ଆମିର ଖାନ । ଗୋଟିଏ ହିନ୍ଦୀ ରିମେକ ପ୍ରୋଜେକ୍ଟରେ ନଜର ଆସିବେ ଦୁଇ ସୁପରଷ୍ଟାର । ହେଲେ ଏବେ ଏହି ଖବରରେ ଯବନକା ପକାଇଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର । କାହିଁକି ନା ଫିଲ୍ମରେ ଅଭିନୟ କରିବାକୁ ଆମିର…

ଫିଲ୍ମ ‘ମେରା ନାମ୍‌ ଜୋକର୍‌’କୁ ପୂରିଲା ୫୦ ବର୍ଷ; ଭାବପ୍ରବଣ ବାର୍ତ୍ତା ଲେଖି ରିଷିଙ୍କୁ ମନେ ପକାଇଲେ…

ନୂଆଦିଲ୍ଲୀ: ବଲିଉଡ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ରାଜ କପୁରଙ୍କ ସୁପର୍‌ହିଟ୍‌‌ ଫିଲ୍ମ ମେରା ନାମ୍‌ ଜୋକରକୁ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ୫୦ ବର୍ଷ ପୂରିଛି। ସବୁଠୁ ଖାସ୍‌ କଥା ହେଉଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ରିଷି କପୁର ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ…

ବଲିଉଡରେ ଡେବ୍ୟୁ କରିବେ ୟୁଟ୍ୟୁବର୍ କେରି ମିନାଟି

ମୁମ୍ବାଇ: ୟୁଟ୍ୟୁବର୍ କେରି ମିନାଟିଙ୍କ କଥା କିଏ ବା ନ ଜାଣେ । ଜଣେ ପ୍ରଖ୍ୟାତ ୟୁଟ୍ୟୁବର୍ ଭାବେ ସେ କେବଳ ଭାରତ ନୁହେଁ ବରଂ ବିଦେଶରେ ବି ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ରୋକଠୋକ କଥା କହୁଥିବା କିମ୍ବା ଲୋକଙ୍କୁ ସମାଲୋଚନା କରୁଥିବା କେରି ମିନାଟି ଓରଫ ଅଜୟ ନାଗର ଖୁବଶୀଘ୍ର…

ମା’ ହେବାକୁ ବ୍ୟାକୁଳ ହେଲେଣି ସାନା

ନୂଆଦିଲ୍ଲୀ: ଅଭିନେତ୍ରୀ ସାନା ଖାନ ହଠାତ୍ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ସାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଥିଲେ ଯେ ଯେ ସେ ସବୁଦିନ ପାଇଁ ଚାକଚକ୍ୟ ଭରା ଦୁନିଆରୁ ବିଦାୟ ନେଉଛନ୍ତି। ଏହାପରେ ସାନାଙ୍କ ବିବାହ ଫଟୋ ଏବଂ…

ଛୋଟ ପରଦାକୁ ଆସୁଛନ୍ତି ଛୋଟ ଯୀଶୁ

ମୁମ୍ବାଇ: ଛୋଟା ଭୀମ, ଲିଟିଲ୍ କ୍ରିଷ୍ଣା ଓ ଲିଟିଲ ସିଂଘମ୍ ପରେ ଏବେ ଲିଟିଲ ଯୀଶୁଙ୍କ ପାଳି । ଖୁବଶୀଘ୍ର ଛୋଟ ପରଦାକୁ ଆସିବ ସିରିଜ୍ ୟେଶୁ । ଆସନ୍ତା ସୋମବାରଠୁ ଏହି ସିରିଜ ଟିଭି ପରଦାରେ ପ୍ରସାରିତ ହେବ । ଏହି ସିରିଜରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଙ୍କର ବାଲ୍ୟଲୀଳା ଦେଖିବାକୁ ମିଳିବ…

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ…

ଆଭେଞ୍ଜର୍ସ ଏଣ୍ଡଗେମ୍ ନିର୍ଦ୍ଦେଶକଙ୍କ ସହ କାମ କରିବେ ସାଉଥର ସୁପରଷ୍ଟାର ଧନୁଷ

ମୁମ୍ବାଇ: ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମସର ନିର୍ଦ୍ଦେଶକ ରୁସୋ ବ୍ରଦର୍ସଙ୍କ ଅଗାମୀ ଫିଲ୍ମରେ ଅଭିନୟ କରିବେ ସାଉଥ ସୁପରଷ୍ଟାର ଧନୁଷ । ସ୍ପାଇ ଥ୍ରୀଲର ଦି ଗ୍ରେ ମ୍ୟାନରେ ସେ କ୍ୟାପଟେନ ଆମେରିକାର ଷ୍ଟାର କ୍ରିସ ଇଭାନ୍ସଙ୍କ ସହ ଅଭିନୟ କରିବେ । ଧନୁଷଙ୍କ ସାମିଲ ନେଇ ବିଧିବଦ୍ଧ ଭାବେ…

ଚଳିତ ବର୍ଷର ‘Hottest Vegetarian’ ଅଭିନେତା ହେଲେ ସୋନୁ

ନୂଆଦିଲ୍ଲୀ: ସୋନୁ ସୁଦ୍‌ଙ୍କୁ ୨୦୨୦ ର ସବୁଠାରୁ ହଟେଷ୍ଟ୍‌ ଭେଜିଟେରିଆନ୍‌ ସେଲିବ୍ରିଟିର ଆଖ୍ୟା ଦିଆଯାଇଛି। ପେଟା ଇଣ୍ଡିଆ ପକ୍ଷରୁ ସୋନୁଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ସୋନୁ ମଧ୍ୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି। ସେ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅଭିନେତା…