Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନେହାଙ୍କ ପ୍ରଶଂସକଙ୍କ ପାଇଁ ଗୁଡ୍‌ ନ୍ୟୁଜ୍‌; ମା’ ହେବେ ନେହା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ ଏବଂ ରୋହନପ୍ରୀତ୍‌ଙ୍କ ବିବାହ ଖବର ‌ବେଶ୍‌ ଭାଇରାଲ୍‌ ହୋଇଥିଲା। ତେବେ ବିବାହକୁ ଦୁଇ ମାସ ନପୁରୁଣୁ ନେହାଙ୍କ ମା ହେବ ଖବର ପ୍ରଶଂସକଙ୍କୁ ବେଶ୍‌ ଚକିତ କରିଥିବା ଜଣାପଇଛି। କାରଣ ଏତେ ଶୀଘ୍ର ଏହି ଖୁସି ଖବର କେହି ଆଶା ମଧ୍ୟ…

ବରୁଣ-ନତାଶାଙ୍କ ମଧ୍ୟରେ ଖୁବ୍ ଶୀଘ୍ର ହେବ ନିର୍ବନ୍ଧ: କରୀନା

ମୁମ୍ବାଇ: ବରୁଣ ଧାୱନ ଓ ନତାଶା ଦଲାଲଙ୍କ ପ୍ରେମ କାହାଣୀ ଏବେ କାହାକୁ ଅଛପା ନାହିଁ । ତେବେ ଉଭୟ କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପରଦା ଉଠାଇଛନ୍ତି ବଲିଉଡ ଅଭିନେତ୍ରୀ କରୀନା କାପୁର । ଏକ ଟକ ଶୋରେ କରୀନା, ବରୁଣ ଓ ନତାଶା ଭାଗ ନେଇଥିଲେ । ନତାଶାଙ୍କୁ କରୀନା ବାରମ୍ବାର ମଙ୍ଗେତର…

ଅଜୟଙ୍କ ଫିଲ୍ମରେ ଅଭିନୟ କରିବେ ଦୁଇ ଷ୍ଟାରକିଡ୍

ମୁମ୍ବାଇ: କିଛି ଅଲଗା କରିବାର ଝୁଙ୍କ ସବୁବେଳେ ଅଜୟ ଦେବଗନଙ୍କ ନିକଟରେ ଦେଖିବାକୁ ମିଳେ । ବୋଧ ହୁଏ ଏଥିପାଇଁ ସେ ଏକ ତେଲୁଗୁ ଫିଲ୍ମର କପି ରାଇଟ୍ସ ହାତେଇଛନ୍ତି । ଖାସ ହିନ୍ଦୀ ଭର୍ସନରେ ସେହି ତେଲୁଗୁ ଫିଲ୍ମଟିକୁ ନିର୍ମାଣ କରିବା ପାଇଁ । ତେବେ ଏହି ଫିଲ୍ମରେ ଅଜୟ ଅଭିନେତା ନୁହେଁ ବରଂ…

ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ବର୍ଷାଙ୍କ ପ୍ରୟାସ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଦ କ୍ଲିକ୍ ପ୍ରଡକ୍ସନର ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ "ସମ୍ମାନିତା" ପକ୍ଷରୁ ଆରମ୍ଭ ହୋଇଛି "ଆମ ପାଠାଗାର" । ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଦାସ ବେନହୁର, ଡ଼ଃ ସଂଘମିତ୍ରା ମିଶ୍ର,…

୨ ଜଣଙ୍କୁ ଗାଏବ କରିଦେଇଛନ୍ତି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ !

ବଲିଉଡର ହଟ୍ ଫେଭରିଟ୍ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଆପଣ ଚିହ୍ନି ପାରୁଛନ୍ତି ? ଏ ହେଲା ତାଙ୍କର ୨ଟି ଫଟୋ । ଗୋଟିଏ ବର୍ତ୍ତମାନର ଆଉ ଗୋଟିଏ କିଛି ମାସ ତଳର । ଭଲ ଭାବେ ନ ଦେଖିଲେ ଜାଣି ହେବନି ଯେ, ୨ଟି ଯାକ ଫଟୋ ଜଣେ ବ୍ୟକ୍ତିଙ୍କର ଓ ସେ ହେଉଛନ୍ତି ଗଣେଶ ଆଚାର୍ଯ୍ୟ । ଆଗରୁ…

ଶକୀଲାର ଟ୍ରେଲର ରିଲିଜ, ଡାର୍ଟି ପିକଚରକୁ ମାତ୍ ଦେବ !

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଏବଂ ବିଭିନ୍ନ ବିବାଦ ଭିତରେ ଶେଷରେ ଶକୀଲା ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ପର୍ଣ୍ଣ ଷ୍ଟାର ଶକୀଲାଙ୍କ ଜୀବନୀ ଉପରେ ଏହା ଆଧାରିତ । ଏଥିରେ ରିଚା ଚଢ଼ା ଏବଂ ପଙ୍କଜ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ସିଲକ ସ୍ମିତା ପରେ ଶକୀଲା ଦକ୍ଷିଣ ଭାରତକୁ…

ସୈଫ ଅଲୀ ଅଭିନୀତ ତାଣ୍ଡବର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ:ଅଭିନେତା ସୈଫ ଅଲୀ ଖାଁଙ୍କ ପଲିଟିକାଲ ଡ୍ରାମା ତାଣ୍ଡବ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ୯ ଏପିସୋଡର ଏହି ପଲିଟକାଲ ଡ୍ରାମାର ପାଷ୍ଟ ଲୁକ୍ ବୁଧବାର ଜାରୀ କରାଯାଇଛି । ପ୍ରଡ୍ୟୁସର-ଡାଇରେକ୍ଟର ଅଲୀ ଆବାସ ସୋସିଆଲ ମିଡିଆରେ ଏହାର ପୋଷ୍ଟର ଶେୟାର କରିଛନ୍ତି ।…

ଆଦିପୁରୁଷ ଫିଲ୍ମ ଆରମ୍ଭରୁ ବିବାଦରେ, ସୈଫଙ୍କ ବିରୋଧରେ କେସ୍ ରୁଜୁ

ମୁମ୍ବାଇ: ଓମ ରାଉତଙ୍କ ଆଦିପୁରୁଷ ଫିଲ୍ମ ଆରମ୍ଭରୁ ବିବାଦରେ ପଡିଛି । ଫିଲ୍ମ ଅଭିନେତା ସୈଫ ଅଲୀ ଖାଁ ଏକ ସାକ୍ଷାତକାରରେ ଧାର୍ମିକ ଭାବନାକୁ ଆଘାତ କରିଥିବା ନେଇ ଅଭିଯୋଗ ହୋଇଛି । ସିଭିଲ କୋର୍ଟର ଓକିଲ ହିମାଂଶୁ ଶ୍ରୀବାସ୍ତବ ଓକିଲ ଉପେନ୍ଦ୍ର ବିକ୍ରମ ସିଂଙ୍କ ଜରିଆରେ ଧାରା ୧୫୬(୩) ଅନୁସାରେ…

[ଭିଡ଼ିଓ] ସୋସିଆଲ ମିଡିଆରେ ପରିହାସର ବିଷୟ ପାଲଟିଛି ବର୍ଷା-ଅନୁଭବଙ୍କ ସମ୍ପର୍କ

ଭୁବନେଶ୍ୱର: ଏକ ସମ୍ପର୍କକୁ ସମାପ୍ତ କରିବା ସର୍ବଦା କଠିନ ହୋଇଥାଏ କିନ୍ତୁ ବେଳେବେଳେ ଏହା ଅତି ବିଭତ୍ସ ରୂପ ନେଇଥାଏ । ଆମେ କହୁଛୁ ଗୋଟିଏ ସମୟରେ ଓଲିଉଡର ହିଟ ଯୋଡି ଥିବା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ କଥା। ଗୋଟିଏ ସମୟରେ ପ୍ରଶଂସକଙ୍କ ପ୍ରିୟ ଦମ୍ପତି ଥିବା…

କଙ୍ଗନା ରାନାୱତଙ୍କ ବିବାଦୀୟ ପ୍ରେମ କାହାଣୀ, ଆଦିତ୍ୟରୁ ହ୍ରିତିକ

ମୁମ୍ବାଇ: ବଲିଉଡ କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ଆରମ୍ଭରୁ ତାଙ୍କ ବିବାଦୀୟ ପ୍ରେମ କାହାଣୀ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ପୂର୍ବତନ ବୟଫ୍ରେଣ୍ଡ ହ୍ରିତିକ ରୋଶନ ଏବଂ ତାଙ୍କ ପ୍ରେମ କାହାଣୀ ବିବାଦୀୟ ହେବା ପରେ ଏବେ ଏହା ମୁମ୍ବାଇ କ୍ରାଇମ ବ୍ରାଂଚକୁ ହସ୍ତାନ୍ତର ହୋଇଛି ।…