Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାଇଜାନଙ୍କ ହାତରୁ ଖସୁଛି ଷ୍ଟାରଡମ

ମୁମ୍ବାଇ: ୯୦ ଦଶକରୁ ସଲମାନ ଖାଁ ବଲିଉଡରେ ଏକପ୍ରକାର ରାଜୁତି ଚଳାଇଥିଲେ । ଲଭରବୟରୁ ଆକ୍ସନ ହୀରୋ ପର୍ଯ୍ୟନ୍ତ ସେ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ସଲମାନଙ୍କ ବଜରଙ୍ଗୀ, ଚୁଲବୁଲ ପାଣ୍ଡେ, ଡେଭିଲ ଓ ରାଧେ ଚରିତ୍ର ଏବେ ବି ପ୍ରଶଂସକଙ୍କ ମନରୁ ଯାଇ ନାହିଁ । ଭାଇଜାନ ଭାବେ ପରିଚିତ…

ଫେଲ୍ ମାରିଲା ସର୍ଜରୀ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁନି ମୌନିଙ୍କ ନୂଆ ଲୁକ୍

ମୁମ୍ବାଇ: ମୌନି ରୟଙ୍କ ନୂଆ ଲୁକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ନିଜର ନୁଆ ଲୁକ୍ ଦ୍ୱାରା ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥିଲେ। ସେହି କାର୍ଯ୍ୟକ୍ରମରେ ମୌନି ରୟଙ୍କ ସହ ସୋନମ୍ ବାଜୱା ଏବଂ ଦିଶା ପାଟନୀ ମଧ୍ୟ…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ସନୋଜ ମିଶ୍ର

ମୁମ୍ବାଇ: ମହାକୁମ୍ଭରେ କଜ୍ୱଳ ଲଗା ଆଖି ଓ ମନମୋହକ ହସ ଯୋଗୁ ଭାଇରାଲ ହୋଇଥିବା ରୁଦ୍ରାକ୍ଷ ମାଳି ବିକୁଥିବା ଯୁବତୀ ମୋନାଲିସାଙ୍କୁ ଫିଲ୍ମ ପାଇଁ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ । ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ…

ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଫେଲ୍ ମାରିଲା ‘ସିକନ୍ଦର’, ଜାଣନ୍ତୁ ବକ୍ସ ଅଫିସରେ ରୋଜଗାର କେତେ

ମୁମ୍ବାଇ: ସାରା ଦେଶରେ ଆଜି ଇଦ୍ । ଆଉ ଇଦ୍ ଉପଲକ୍ଷେ ଗତକାଲି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଛି ଭାଇଜାନ ତଥା ଅଭିନେତା ସଲମାନ ଖାନଙ୍କ 'ସିକନ୍ଦର' । ପ୍ରଶଂସକମାନେ ଏହି ଫିଲ୍ମ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ଫିଲ୍ମଟି ପ୍ରଥମ ଦିନରେ ଯେତିକି ଆୟ କରିବ ବୋଲି ଆଶା ରଖାଯାଇଥିଲା…

ରିଲିଜ୍ ପୂର୍ବରୁ ଅନଲାଇନରେ ଲିକ୍ ହେଲା ସିନେମା ‘ସିକନ୍ଦର’: ଫ୍ୟାନ୍ସ କହିଲେ, ‘ବ୍ଲକବଷ୍ଟର’

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ସଲ୍ଲୁ ଭାଇଜାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’ । ହେଲେ ରିଲିଜର କିଛି ଘଣ୍ଟା ପୂର୍ବରୁ ଅନେକ ପାଇରେଟେଡ୍ ସାଇଟ୍ ଏହି ଫିଲ୍ମଟିକୁ ଅନଲାଇନରେ ସେୟାର କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଫ୍ୟାନ୍ସ । ତେବେ ଭାଇଜାନଙ୍କ ମୁଭିକୁ…

ପ୍ରଶଂସକଙ୍କୁ ପସନ୍ଦ ଆସୁନି କାର୍ତିକଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଅନୁରାଗ ବସୁଙ୍କ ଅନଟାଇଟେଲ୍ଡ ମ୍ୟୁଜିକାଲ ଡ୍ରାମାରେ ସେ ଶ୍ରୀଲୀଲାଙ୍କ ସହ ଅଭିନୟ କରୁଛନ୍ତି । ଶ୍ରୀଲୀଲା ଓ କାର୍ତିକଙ୍କ କେମେଷ୍ଟ୍ରି ଦେଖିବା ପାଇଁ ପ୍ରଶଂସକ ବ୍ୟଗ୍ର ହୋଇ…

ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ହ୍ରିତିକ ରୋଶନ ଏବେ ନିର୍ଦ୍ଦେଶନାରେ ପାଦ ଥାପିବେ । କ୍ରିଶ ୪ ଫିଲ୍ମ ମାଧ୍ୟମରେ ସେ ତାଙ୍କ ବାପା ରାକେଶ ରୋଶନଙ୍କ ଦାୟିତ୍ୱକୁ ଏଥର ଅଗକୁ ବଢ଼ାଇବେ । କ୍ରିଶ ୪ ଫିଲ୍ମକୁ ରାକେଶ ରୋଶନ ଓ ଆଦିତ୍ୟ ଚୋପ୍ରା ମିଳିତ ଭାବେ ପ୍ରଡ୍ୟୁସ କରିବେ । ରାକେଶ ରୋଶନ…

ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ: ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଏଭଳି ଜଣେ ଅଭିନେତା। ଯାହାଙ୍କ ଚେହେରା ଅବିକଳ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମୁହଁ ଭଳି ଲାଗୁଛି। ତେବେ ସେ ହେଉଛନ୍ତି ତୁର୍କୀ ଧାରାବାହିକ 'ଦିରିଲିସ୍: ଏର୍ତୁଗ୍ରୁଲ୍'ରେ ଅଭିନୟ…

ରେକର୍ଡ କରୁଛି ‘ସିକନ୍ଦର’, ଟିକେଟ ଗୋଟାକୁ ୨୨୦୦ ଟଙ୍କା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର' ଚଳିତ ବର୍ଷ ଇଦ୍ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମକୁ ପ୍ରଶଂସକମାନେ ବେଶ୍ ଉତ୍ସାହର ସହିତ ଅପେକ୍ଷା ମଧ୍ୟ କରିଛନ୍ତି । ଟ୍ରେଲର ରିଲିଜ ହେବା ପରଠାରୁ…

ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ ଝଟକା; ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା । ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା ରାନ୍ୟା ରାଓଙ୍କ ଜାମିନ ଆବେଦନ ଖାରଜ କଲେ ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ କୋର୍ଟ । ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପରପ୍ପନା ଅଗ୍ରହାରା ଜେଲରେ ଆଉ କିଛି ଦିନ…