Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେବଳ ଫିଲ୍ମରେ ନୁହେଁ, ବାସ୍ତବରେ ଭାରତୀୟ ସେନାରେ ଥିଲେ ଏହି ବଲିଉଡ୍ ଷ୍ଟାର….

ମୁମ୍ୱାଇ: ହିନ୍ଦୀ ସିନେମାରେ ଦେଶପ୍ରେମ ଉପରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୁଏ, ଯେଉଁଥିରେ କଳାକାରମାନେ ଭାରତୀୟ ସେନାର ଭୂମିକାରେ ଅଭିନୟ କରନ୍ତି। କିନ୍ତୁ କ'ଣ ଆପଣ ଜାଣନ୍ତି, ଚଳଚ୍ଚିତ୍ର ଜଗତର କିଛି ତାରକା ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା…

‘ଅପରେସନ୍ ସିନ୍ଦୂର’କୁ ନେଇ ଫିଲ୍ମ, ବର୍ଷିଲେ ୟୁଜର୍ସ

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୨୬ ନିର୍ଦ୍ଦୋଷ ପର୍ଯ୍ୟଟକ ନିଜର ପ୍ରାଣ ହରାଇଥିଲେ। ଯାହାର ପ୍ରତିଶୋଧ ନେବାକୁ ଯାଇ ଭାରତ ସରକାର ସୈନ୍ୟ ବାହିନୀ ବଳରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲେ। ଯେଉଁଥିରେ ପାକିସ୍ତାନ ଏବଂ ପିଓକେର ୯ଟି…

ପାକ୍ କଳାକାର ଫୱାଦ-ମାହିରାଙ୍କ ଆକାଉଣ୍ଟ ବ୍ୟାନ, ‘ଅପରେସନ୍ ସିନ୍ଦୂର’କୁ କରୁଥିଲେ ବିରୋଧ

ନୂଆଦିଲ୍ଲୀ: ମେ ୭ ତାରିଖରେ ଭାରତ ଦ୍ୱାରା କରାଯାଇଥିବା 'ଅପରେସନ୍ ସିନ୍ଦୂର' ପରେ, ସାରା ଦେଶରେ ଆତଙ୍କ ଖେଳିଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାର ଭାରତୀୟ ସେନାର ଉପାୟ ଦେଖି ଦେଶର ପ୍ରତ୍ୟେକ ବଡ଼ ସେଲିବ୍ରିଟି ଗର୍ବିତ ଅନୁଭବ କରିଛନ୍ତି। ତଥାପି, ପାକିସ୍ତାନୀ କଳାକାରମାନେ…

ଭାରତର ବଡ଼ ଆକ୍ସନ; ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଯେଉଁଥିରେ ମନ୍ତ୍ରଣାଳୟ ସମସ୍ତ ଓଟିଟି ପ୍ଲାଟଫର୍ମ ତଥା ଭାରତରେ ଚାଲୁଥିବା ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ କଣ୍ଟେଣ୍ଟ ତୁରନ୍ତ…

‘ଅପରେସନ୍ ସିନ୍ଦୂର’ର ସଫଳତାକୁ ସେଲିବ୍ରେଟ୍ କଲେ ସାଉଥ୍ ସେଲିବ୍ରିଟି, ଟ୍ବିଟ୍ କରି କଲେ ପ୍ରଶଂସା

ହାଇଦ୍ରାବଦ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ, ମଙ୍ଗଳବାର ମଧ୍ୟରାତ୍ରିରେ ପ୍ରାୟ ୧ଟା ୩୦ ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ 'ଅପରେସନ୍ ସିନ୍ଦୂର' ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲେ । ଏହି…

ସିଙ୍ଗାପୁରରେ ଫାଇବ୍ ଷ୍ଟାର ଓଲିଉଡ ମହୋତ୍ସବ: ବିଶ୍ଵ ଦରବାରରେ ପରିଚିତ ହେବ ଓଡ଼ିଆ ସିନେମାର ପାରଦର୍ଶିତା

ଭୁବନେଶ୍ବର: ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇବ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର.ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ (ଆର.ଆର.ଇ.ସି.ପି.)…

ଟ୍ରମ୍ପଙ୍କ ଟାରିଫ ମାଡ଼: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ 

ନୂଆଦିଲ୍ଲୀ: ନୂଆକରି ଆମେରିକାର ମଙ୍ଗ ଧରିବା ପରେ ନିଜର ଶୁଳ୍କ ଆଦାୟ ଅନ୍ଦାଜ୍ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦେଶ, ଉପତ୍ୟକା, ମରୁଭୂମି... କାହା ଉପରେ ଶୁଳ୍କ ଛାଡ଼ି ନଥିବା ଟ୍ରମ୍ପ ଏବେ ସିନେମା ଉପରେ ତାଙ୍କ ଶୁଳ୍କ ଛଡ଼ି ବୁଲାଇଛନ୍ତି। ରାଷ୍ଟ୍ରପତି…

ଇଣ୍ଡିଆନ୍ ଆଇଡଲ୍ ୧୨ର ବିଜେତା ପବନଦୀପ ରାଜନଙ୍କ କାର ଦୁର୍ଘଟଣା… 

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ବିଜେତା ତଥା ଗାୟକ ପବନଦୀପ ରାଜନ୍ ସୋମବାର ଭୋର ୩:୪୦ ସମୟରେ ଆମରୋହାରେ ଏକ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ଗାୟକଙ୍କର ଏକ ଭିଡିଓ ପ୍ରକାଶ ପାଇଛି। ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ଥିବା ଏବଂ ଡାକ୍ତରମାନେ ତାଙ୍କର…

‘ଜୀବନକୁ ପୂରା ଜିଉଥିଲେ’: ମା’ଙ୍କ ସ୍ମୃତିରେ କିଛି ଏମିତି କହିଲେ ବୋନି କପୂର

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅନିଲ କପୂର ତଥା ଡିରେକ୍ଟର ବୋନି କପୂରଙ୍କ ମା’ ନିର୍ମଳା ସୁରିନ୍ଦର କପୂର । ଗତକାଲି ଅର୍ଥାତ୍ ମେ ୨ରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ…

ଫିଲ୍ମରୁ ଅବସର ନେଇ ମତେ ବାଧ୍ୟ କରାଯାଇପାରେ: ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟ ରେ ଅନେକ ଉତ୍ଥାନ-ପତନର ସାମ୍ନା କରିଛନ୍ତି। ନିଜର କଠିନ ପରିଶ୍ରମ ଓ ଇଛା ଶକ୍ତି ବଳରେ ହିଁ ଆଜି ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କୁ ପ୍ରେରଣା ବୋଲି ମାନିଥାନ୍ତି। ଏକ…