Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ ପରେ ଏମିତି ନଜର ଆସିଲେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ସୁପରହିଟ୍ ଯୋଡ଼ି ସଲମାନ-କାଟ୍ରିନା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାରେ ନଜର ଆସିବେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ । ଦୀର୍ଘ ୪ ବର୍ଷ ପରେ ଏହି ଯୋଡ଼ିକୁ ପୁଣି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି । ଉଭୟ ନିଜର ଚିତାକର୍ଷକ ଅଭିନୟ ମାଧ୍ୟମରେ ବକ୍ସ…

ବର୍ଷା ଅନୁଭବ ମାମଲା: କାଉନସେଲିଂ ପାଇଁ କଟକ SDJM କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଘରୋଇ ହିଂସା ମାମଲା ନେଇପାରେ ନୁଆମୋଡ । କଟକ SDJM କୋର୍ଟରେ ହାଜର ହୋଇଛନ୍ତି ଉଭୟ ବର୍ଷା ଓ ଅନୁଭବ । କୋର୍ଟରେ ଉଭୟଙ୍କୁ କାଉନସେଲିଂ କରାଯାଉଛି । ତେବେ ଆଜିର ଶୁଣାଣିରେ କଣ ଫଇସଲା ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ…

ସରିଲା ଚର୍ଚ୍ଚିତ କପଲଙ୍କ ବିବାହ : ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ  । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ ସାମିଲ…

ବିବାହ ପୂର୍ବରୁ ଗର୍ଭବତୀ ହେଲେ ରିତିକଙ୍କ ପ୍ରେମିକା ସବା

ମୁମ୍ବାଇ: ବିବାହ ପୂର୍ବରୁ ଗର୍ଭବତୀ ହେଲେ ବଲିଉଡ଼ ଅଭିନେତା ରିତିକ ରୋଶନଙ୍କ ପ୍ରେମିକା ସବା ଆଜାଦ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବାଙ୍କର ଇନଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସେ ଗର୍ଭବତୀ ଥିବା କୁହାଯାଉଛି । ରିତିକ ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ…

ବନ୍ୟାବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅମୀର, ଦେଲେ ୨୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନ୍ କିଛିଦିନ ହେବ ପରଦାରୁ ଦୂରେଇ ରହିଛନ୍ତିି । ଏବେ ସେ ନିଜ ପରିବାର ଓ ପିଲାଙ୍କ ସହିତ ସମୟ ବିତାଉଛନ୍ତି । ଏଥିସହିତ ଝିଅର ବିବାହ ପାଇଁ ବି ଅମୀର ବ୍ୟସ୍ତ ଥିବା କୁହାଯାଉଛି । ଏସବୁ ବ୍ୟସ୍ତତା ଭିତରେ ବି ଅମୀର ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ…

ଗଦର ୨ ପରେ ସନୀଙ୍କ ସହ ଫିଲ୍ମ କରିବା ପାଇଁ ନାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ରିପୋର୍ଟ ମୁତାବକ ସନୀଙ୍କ ସହ କାମ କରିବା ପାଇଁ ନାମୀ ଦାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଛି । ୬୫ ବର୍ଷ ବୟସରେ ସନୀ ବଲିଉଡ ଇତିହାସର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଭେଟି ଦେଇଛନ୍ତି ।…

ମୋତେ ହତ୍ୟା କରିବାକୁ ଯୋଜନା କରାଯାଉଛି, ଏମିତି କହିଲେ ଡ଼୍ରାମା କୁଇନ୍ ରାଖୀ ସାୱନ୍ତ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ଭାବେ ପରିଚିତ ରାଖି ସାୱନ୍ତ ଅଧିକାଂଶ ସମୟ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସନାଲ ଜୀବନ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ରାଖି । ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛିି । ମୋତେ ହତ୍ୟା…

ଆସନ୍ତା ୨୭ରେ ରିଲିଜ୍ ହେବ ଫିଲ୍ମ ଗଣପତର ଟିଜର

ମୁମ୍ବାଇ : ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ତାଙ୍କର ଆଗାମୀ ଫିଲ୍ମ ଗଣପତ: ଏ ହିରୋ ଇଜ ବର୍ନ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ୨୭ ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଏଥିରେ ନିଜର ପାୱାର ପ୍ୟାକ ହୋଇଥିବା ଲୁକ୍ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଅଭିନେତା…

ଫିଲ୍ମ ‘ଆନିମଲ’ରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ରିଲିଜ୍‌, ରଣବୀରଙ୍କ ସହ ସ୍କ୍ରିନ୍ ସେୟାର କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବେ ଖୁବ୍ ଚର୍ଚ୍ଚାରେ । ଖୁବଶୀଘ୍ର ତାଙ୍କୁ ଏକ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ । ଏଥର ସେ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଉଭୟ ରଶ୍ମିକା ଓ ରଣବୀର ଆଗାମୀ ଫିଲ୍ମ ଆନିମଲରେ ନଜର…