Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶିଖର ଧୱନକୁ ବିବାହ କଲେ କି ହୁମା କୁରେଶି? 

ମୁମ୍ବାଇ: କ୍ରିକେଟର ଶିଖର ଧୱନ ଓ ବଲିଉଡ ଅଭିନେତ୍ରୀ ହୁମା କୁରେଶିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ଶିଖର ଧୱନ ଶେରୱାନି ଓ ହୁମା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛି। ଏପରିକି ଶିଖର, ହୁମାଙ୍କୁ କିସ୍ କରୁଥିବାର ମଧ୍ଯ ଦେଖିବାକୁ…

ଜିରୋ ନାଇଟରେ କନ୍‌ସର୍ଟ କରି ପୁଣି ବିବାଦରେ ଦିଲଜିତ୍‌ ଦୋସାଞ୍ଜ

ଲୁଧିଆନା: ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍‌ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍‌ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ନୋଟିସ ଜାରି କରାଯାଇଛି। ପଞ୍ଜାବ…

୫୦ ବର୍ଷରେ ୫୫ କେଜି. ଓଜନ ହ୍ରାସ କଲେ ରାମ କପୁର… 

ନୂଆଦିଲ୍ଲୀ: ମଧୁମେହରେ ପୀଡିତ ରାମ କପୁରଙ୍କ ଓଜନ କ୍ରମାଗତ ଭାବରେ ବଢୁଥିଲା। ଆଉ ତାଙ୍କ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ସେ ହାର ମାନିନଥିଲେ ଏବଂ ଦୃଢ ନିଷ୍ଠାର ସହିତ ନିଜର ଓଜନ ହ୍ରାସ ଯାତ୍ରା ଆରମ୍ଭ କରିଥିଲେ। ସେ ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ନିୟମିତ ବ୍ୟାୟାମ…

ଭାରତରେ ୧୦୦ କୋଟି ପାର୍ କଲା ‘ମୁଫାସା: ଦ ଲାୟନ କିଙ୍ଗ… 

ମୁମ୍ବାଇ: ଶାହରୁଖ ଖାନଙ୍କ ଦମଦାର ଭଏସରେ ରିଲିଜ ହୋଇଥିବା 'ମୁଫାସା- ଦ ଲାୟନ କିଙ୍ଗ' ଭାରତର ବକ୍ସ ଅଫିସରେ ରାଜ କରୁଛି। ଏହି ହଲିଉଡ୍ ଫିଲ୍ମ ଭାରତୀୟଙ୍କ ହୃଦୟ ଜିତିପାରିଛି। ସେଥିପାଇଁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ର…

୨୦୨୫ ପ୍ରଥମ ସପ୍ତାହରେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ ଏବଂ ଓ୍ବେବ ସିରିଜ୍

ମୁମ୍ବାଇ: ନୂତନ ବର୍ଷ ଜବରଦସ୍ତ ମନୋରଞ୍ଜନ ସହ ଆରମ୍ଭ ହେବାକୁ ଯାଉଛି । କାରଣ ୨୦୨୪ ଶେଷ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଭଲ ଭଲ ଚଳଚ୍ଚିତ୍ର ଓଟିଟିରେ ମୁକ୍ତିଲାଭ କରିବାକୁ ଯାଉଛି । ଭାରତୀୟ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଥ୍ରୀଲର ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ପର୍ଯ୍ୟନ୍ତ…

ମିକା ଓ କପିଲଙ୍କୁ ଚାପୁଡ଼ା ମାରିଥିଲେ ମୋ ଗାର୍ଡ: କେଆରକେ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଗାୟକ ମିକା ସିଂ ଏକ ଚାଞ୍ଚଲ୍ୟକର ମନ୍ତବ୍ଯ ଦେଇ କହିଥିଲେ ଯେ କପିଲ ଶର୍ମା, କମଲ ଆର ଖାନ (କେଆରକେ)ଙ୍କ ଘରେ ବହୁତ ହଙ୍ଗାମା କରିଥିଲେ। ଯାହାପରେ ଘଟଣାରେ ମୁହଁ ଖୋଲିଛନ୍ତି କେଆରକେ। କେଆରକେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ସେୟାର କରି କହିଛନ୍ତି ଯେ…

ବଲିଉଡ ଛାଡିବେ ଅନୁରାଗ କଶ୍ୟପ! 

ମୁମ୍ବାଇ: ଗ୍ୟାଙ୍ଗସ୍ ଅଫ୍ ୱାସିପୁର ପରି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ବଲିଉଡ ଛାଡିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଆଜିକା ସମୟରେ ହିନ୍ଦୀ…

ଆକ୍ସନ୍ ପ୍ୟାକ୍ ଫିଲ୍ମରେ ନଜର ଆସିବେ ଶର୍ଭରୀ, ବର୍ଷ ଶେଷରେ ଦେଖିବାକୁ ମିଳିଲା ଶେଷ ଦିନ କାମର ଝଲକ୍‌

ମୁମ୍ବାଇ: ଶାର୍ଭରୀ ୨୦୨୪ ରେ ବହୁ ସଫଳତା ପାଇଛନ୍ତି। ‘ମୁଞ୍ଜ୍ୟା’ ଓ ‘ବେଦା’ ଭଳି ଫିଲ୍ମରେ ନିଜର ଭୂମିକା ପାଇଁ ସେ ଖୁବ୍‌ ପ୍ରଶଂସା ସାଉଁଟିଲେ । କିନ୍ତୁ ବର୍ଷର ତାଙ୍କର ଶେଷ କାର୍ଯ୍ୟ ଦିବସ ମଧ୍ୟ ଆକ୍ସନ୍-ପ୍ୟାକ୍ ଫିଲ୍ମରେ ନଜର ଆସିଛନ୍ତି। ଚଳିତ ବର୍ଷ ସେ ୟଶରାଜ ଫିଲ୍ମସ ସ୍ପାଇ…

ହ୍ରିତିକଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘କହୋ ନା ପ୍ୟାର ହୈ’

ମୁମ୍ବାଇ: ୨୦୨୫ର ପ୍ରଥମ ମାସ ତଥା ଜାନୁୟାରୀରେ ହ୍ରିତିକ ରୋଶନଙ୍କ ପ୍ରଥମ ଚଳଚ୍ଚିତ୍ର 'କହୋ ନା ପ୍ୟାର ହୈ'କୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ପ୍ରେକ୍ଷାଳୟରେ ପୁଣି ଥରେ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଖବର ଅନୁଯାୟୀ, ଜାନୁଆରୀ ୧୪, ୨୦୦୦ ମସିହାରେ ଏହି ଫିଲ୍ମ ମୁକ୍ତିଲାଭ…

ବିପାଶା ଏବଂ କରଣଙ୍କ ପାଇଁ ଫିଲ୍ମ ପ୍ରଡକ୍ସନ ଛାଡିଲି: ମିକା ସିଂ

ମୁମ୍ବାଇ: ମିକା ସିଂ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗାୟକ ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ଯ ଅଟନ୍ତି। ମିକା ସିଂ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ସହିତ କାମ କରିବାର ଅନୁଭୂତି ବିଷୟରେ ଏକ ପୋଡକାଷ୍ଟରେ ସେୟାର କରି କହିଛନ୍ତି ଯେ ଏହି ଦମ୍ପତିଙ୍କ ସହ ଫିଲ୍ମ ନିର୍ମାଣ କରିବା କୌଣସି…