Latest Odisha News
Browsing Category

ମନୋରଞ୍ଜନ

ଅକ୍ଟୋବର ୨୦ରେ ଡ଼ବଲ ଧମାକା: ଏହି ଦିନ ରିଲିଜ୍ ହେବ ଫିଲ୍ମ ଗଣପତ ପାର୍ଟ-୧, ତେଜସ୍

ମୁମ୍ବାଇ : ଅକ୍ଟୋବର ୨୦ ତାରିଖରେ ବଲିଉଡରେ ହେବ ଡ଼ବଲ ଧମାକା । ଏହି ଦିନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଗଣପତ ପାର୍ଟ-୧ ଏବଂ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ତେଜସ୍ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ଦିନରେ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।…

ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ଆନିମଲ’,ଭିନ୍ନ ଚରିତ୍ରରେ ନଜର ଆସିବେ ରଣବୀର

ମୁମ୍ବାଇ: ଦୀର୍ଘ ଦିନ ହେଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ରିଲିଜ୍‌କୁ ନେଇ ଚର୍ଚ୍ଚା ହେଉଛି । ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍ ତାରିଖ ଆଗକୁ ବଢାଇଉନ୍ତି । ଶେଷରେ ଫିଲ୍ମର ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ…

ପ୍ରଭାସ ଅଭିନୀତ କଲକି ୨୮୯୮ ଏଡିର ଫଟୋ ଲିକ, ଆଇନର ଆଶ୍ରୟ ନେଲେ ମେକର୍ସ

ମାଡ୍ରାସ: ଫିଲ୍ମ ମେକର୍ସ ପାଇରେସି ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସାଇ-ଫାଇ ଥ୍ରୀଲର କଲକି ୨୮୯୮ ଏଡିରେ ପ୍ରଭାସଙ୍କ ଫଟୋ ଲିକ ହୋଇଛି । ମେକର୍ସ ଏ ନେଇ ଆଇନର ଆଶ୍ରୟ ନେଇଛନ୍ତି । ନାଗ ଅଶ୍ୱୀନ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ଲୁକକୁ ଆରମ୍ଭରୁ…

ଆସୁଛନ୍ତି ମା’, ଖିଲି ଖିଲି ହସିଲାଣି କାଶତଣ୍ଡି

ଡେଲାଙ୍ଗ: ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର…

ଠକେଇ ମାମଲାରେ ଜରିନ ଖାନଙ୍କ ନାମରେ ଜାରି ହେଲା ଆରେଷ୍ଟ ଓ୍ଵାରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା…

‘ଯବାନ-୨’ ନିଶ୍ଚୟ ନିର୍ମାଣ କରିବି, ଏମିତି କହିଲେ ନିର୍ଦ୍ଦେଶକ ଅଟଲି

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରିଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ…

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନାୟିକା ସାଜିବେ ଦୁଇ ସାଉଥ୍ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବଲିଉଡ୍ ଫିଲ୍ମରେ ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ଅଧିକାଂଶ ଦେଖିବାକୁ ମିଳୁଛି । ସାଧାରଣତଃ ଦକ୍ଷିଣ ଭାରତୀୟ ତାରକାମାନେ ଅଭିନୟରେ ବେଶ୍ ଦକ୍ଷ । ତେଣୁ ବଲିଉଡ଼ ପ୍ରଯୋଜକମାନେ ଏହି ତାରକାମାନଙ୍କୁ ନେବାକୁ ପସନ୍ଦ କରୁଛନ୍ତି । ଏଥିସହିତ ଉତ୍ତର ଭାରତ ଓ ଦକ୍ଷିଣ ଭାରତୀୟ…

ପରଦାରେ ଦମ୍ପତ୍ତି ହେଲେ ନିଅନ୍ତି ଅଧିକ ଫି,ଏମିତି କିଛି କହିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ରେ ସଫଳ ଲୋକପ୍ରିୟ ଦମ୍ପତ୍ତିଙ୍କ ମଧ୍ୟରୁ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅନ୍ୟତମ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ହେଲେ ଏହି ଦମ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏବେ ଏମାନେ ନୂଆ ଫର୍ମୁଲା ଆପଣାଇଛନ୍ତି । ପରଦାରେ ଦମ୍ପତ୍ତି…

ନୀତେଶଙ୍କ ରାମାୟଣ ଫିଲ୍ମ ପ୍ରୋଜେକ୍ଟ ଉପରେ ସଙ୍କଟ, ୩ ପ୍ରଡ୍ୟୁସର ଓହରିଲେ

ମୁମ୍ବାଇ: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମ ପ୍ରୋଜେକ୍ଟ ଉପରେ ଏବେ ସଙ୍କଟ ଦେଖା ଦେଇଛି । ୨୦୨୩ ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଥିଲା । ମାତ୍ର ୩ଜଣ ପ୍ରଡ୍ୟୁସର ଏବେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ମଧୁ ମଂଟେନା, ନମିତ ମାଲହୋତ୍ରା ଓ ଅଲ୍ଲୁ ଅରବିନ୍ଦ ଏକତ୍ର…

ପରଦାକୁ ଆସିବ ସିଂଘମ ଏଗେନ୍‌, ଅନୁଷ୍ଠିତ ହେଲା ଶୁଭ ମହୁରତ

ମୁମ୍ବାଇ: ଫିଲ୍ମ ‘ସିଂଘମ ଏଗେନ୍‌’ର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦର୍ଶକଙ୍କ ପାଇଁ ଏହି ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୁଣି ଅଜୟ ଦେବଗନଙ୍କ ସମେତ ଅନେକ ତାରକା ନଜର ଆସିବେ । ଶୁଭ ମହୁରତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…