Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ ମିନିଷ୍ଟର’କୁ ନେଇ ମୁହାମୁହିଁ ଅଭିନେତା ଅନୁପମ ଓ ହଂସଲ..

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ଅନ୍ତିମ ସତ୍କାର ଶନିବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏହାରି ମଧ୍ୟରେ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର 'ପୁଣିଥରେ ଚର୍ଚ୍ଚାକୁ ଆସିଛି। 'ଦ…

ଜ୍ୟାକଲିନଙ୍କୁ ପୁଣି ପ୍ରେମ ପତ୍ର ଲେଖିଲା ସୁକେଶ, ଦେଲା ଏହି ବଡ ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ପୁଣି ଥରେ ଚର୍ଚ୍ଚାରେ ମହାଠକ ସୁକେଶ ଚନ୍ଦ୍ରଶେଖର । ଏହି ଚିଠିରେ ସେ ନିଜକୁ ଜାକଲିନଙ୍କ ସାଣ୍ଟା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଫ୍ରାନ୍ସର ଏକ ସମ୍ପୂର୍ଣ୍ଣ ଅଙ୍ଗୁର ବଗିଚା ଉପହାର ଦେଇଥିବା ଲେଖିଛନ୍ତି ।…

ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ଅଭିନୟ କରିପାରନ୍ତି ପ୍ରିୟଙ୍କା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମମେକର୍ସ ଏସଏସ ରାଜମୌଲୀ ତାଙ୍କ ଆଗାମୀ ବିଗ ବଜେଟ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାହୂବଳୀ ଓ ଆରଆରଆର ପରେ ଏବେ ତାଙ୍କ ଫିଲ୍ମ ଉପରେ ଆନ୍ତର୍ଜାତୀୟ ଦର୍ଶକଙ୍କ ନଜର ମଧ୍ୟ ରହିଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି…

ଜୁନୈଦ ଖାନ୍ ଓ ଖୁସି କପୁରଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଆଉଟ୍

ମୁମ୍ବାଇ: ଫେଣ୍ଟମ୍ ଷ୍ଟୁଡିଓ ଏବଂ ଏଜିଏସ୍ ଏଣ୍ଟରଟେନମେଣ୍ଟ ଆମୀର ଖାନଙ୍କ ପୁଅ ଜୁନୈଦ ଖାନ ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଦ୍ୟୁତ ଚନ୍ଦନ ଏବଂ ଏହାର ନାମ 'ଲଭୟାପା' । ଏହି ଆଗାମୀ…

‘ମୋତେ ଅଲୁ ଅର୍ଜୁନଙ୍କ ସହ ତୁଳନା କର ନାହିଁ’: ରାଗି ଗଲେ କି ଅମିତାଭ, କାହିଁକି କହିଲେ ଏମିତି …

ମୁମ୍ବାଇ: ଗତ କିଛି ଦିନ ହେବ ପୁଷ୍ପା ୨ ଏବଂ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି l ପୁଷ୍ପା ୨ର ସଫଳତାଠୁ ଆରମ୍ଭ କରି ଅଲୁଙ୍କ ଗିରଫ ପର୍ଯ୍ୟନ୍ତ ସବୁଠି ଏହି ଗୋଟିଏ ଚର୍ଚ୍ଚା l ଏହାରି ଭିତରେ କୌନ ବନେଗା କରୋଡପତି - ୧୬ ଶେଷ ଅଧ୍ୟାୟରେ ଜଣେ ପ୍ରତିଯୋଗୀ ପୁଷ୍ପ ୨…

ରିଲିଜ ହେବା ମାତ୍ରେ ଚର୍ଚ୍ଚାରେ ‘ସ୍କ୍ୱିଡ୍ ଗେମ୍-୨’, ସାମ୍ନାକୁ ଆସିବ ନୂଆ ଟ୍ବିଷ୍ଟ

ମୁମ୍ବାଇ: ଦେଶ ବିଦେଶରେ ସର୍ବାଧିକ ପସନ୍ଦ କରାଯାଉଥିବା କୋରିଆନ ସିରିଜ୍ 'ସ୍କ୍ୱିଡ୍ ଗେମ୍-୨' ରିଲିଜ୍ ପାଇଁ ଲୋକମାନେ ଦୁଇ ବର୍ଷ ଧରି ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ, ଏହି ଅପେକ୍ଷାର ଅନ୍ତ ହୋଇଛି । ଡିସେମ୍ବର ୨୬ରେ ନେଟଫ୍ଲିକ୍ସରେ ରିଲିଜ୍ ହେବା ମାତ୍ରେ ସ୍କ୍ୱିଡ୍…

‘ପୁଷ୍ପା ୨’ ଦଳାଚକଟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ଡିସେମ୍ବର ୨୬ରେ ହାଇଦ୍ରାବାଦର ବନ୍‌ଜାରା ହିଲ୍‌ରେ ଥିବା ତେଲେଙ୍ଗାନା ରାଜ୍ୟ ପୋଲିସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଟଲିଉଡ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ, ନିର୍ମାତା, ଅଭିନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।…

ପଦ୍ମ ଭୂଷଣ ବିଶିଷ୍ଟ ମାଲାୟାଲମ୍ ଲେଖକ ଏମଟି ବାସୁଦେବନ ନାୟରଙ୍କ ପରଲୋକ

ଥିରୁଅନନ୍ତପୁରମ୍: ବିଶିଷ୍ଟ ମାଲାୟାଲମ୍ ଲେଖକ ତଥା ସ୍କ୍ରିନ୍ ରାଇଟର୍ ଏମଟି ବାସୁଦେବନ ନାୟରଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ମାଲାୟାଲମର ଭାବପ୍ରବଣ ସଂଗୀତର ବାଦଶାହ ଥିବା ଏମଟି ଭାସୁଦେବନ ନାୟାରଙ୍କ ବୁଧବାର କୋଝିକୋଡରେ ଦେହାନ୍ତ ହୋଇଛି । ହୃଦଘାତରେ…

ଜୟା ହେଉଛନ୍ତି ମୋ ଏଟିଏମ୍, ମୁଁ ତାଙ୍କ ଠାରୁ ଟଙ୍କା ମାଗେ…

ମୁମ୍ବାଇ: ଅମିତାଭ ବଚ୍ଚନ ପୁଣିଥରେ 'କୌନ ବନେଗା କରୋଡପତି ୧୬'ରେ ତାଙ୍କ ଜୀବନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଏଥର ସେ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଛନ୍ତି । ତାଙ୍କ ସାମ୍ନାରେ 'ଇଣ୍ଡିଆ ଚ୍ୟାଲେଞ୍ଜର୍ ଓ୍ବିକ୍' ର ପ୍ରତିଯୋଗୀ ପ୍ରିୟଙ୍କା ହଟ୍ ସିଟରେ…

ଥିଏଟରରେ ଦଳାଚକଟା ଘଟଣା; ଗୁରୁତର ଶିଶୁ ପାଇଁ ୨ କୋଟି ଘୋଷଣା କଲେ ଅଲୁ ଅର୍ଜୁନଙ୍କ ପିତା

ହାଇଦ୍ରାବାଦ: ସନ୍ଧ୍ଯା ଥିଏଟରରେ ଦଳାଚକଟା ଘଟଣାରେ ଗୁରୁତର ୮ ବର୍ଷର ଶିଶୁ ପାଇଁ ୨ କୋଟି ଘୋଷଣା କରିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ। ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଏବଂ ତାଙ୍କ ପତ୍ନୀ ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ମେକର୍ସମାନେ ୫୦ ଲକ୍ଷ…